ଏଷ୍ଟର ବିବରଣ 6:2 · ଓଡ଼ିଆ ବାଇବେଲ
ତହିଁରେ ଏହି ଲିଖିତ କଥା ଦଖାଗେଲା, ରାଜାଙ୍କର ନଫୁସକ ବିଗ୍ଥନ୍ ଓ ତରେଶ ନାମ ରେ ଦୁଇଜଣ ଦ୍ବାରପାଳ ଅକ୍ଷଶ୍ବରେଶ ରାଜାଙ୍କୁ ବଧ କରିବାକୁ ଚେଷ୍ଟା କରିଥିବାରୁ ମର୍ଦ୍ଦଖଯ ତହିଁର ସମ୍ବାଦ ଦଇେଥିଲା।
Cross references
ଏଷ୍ଟର ବିବରଣ 2:21
ସହେି ସମୟରେ, ମର୍ଦ୍ଦଖଯ ରାଜଦ୍ବାର ରେ ବସିବା ବେଳେ ଦ୍ବାରପାଳମାନଙ୍କ ମଧିଅରେ ବିଗ୍ଥନ୍ ଓ ତରେଶ୍ ନାମକ ରାଜାଙ୍କର ଦୁଇ ଜଣ ନଫୁସକ କୋର୍ଧିତ ହାଇେ ଅକ୍ଷଶ୍ବରେଶ ରାଜାକୁ ବଧ କରିବାକୁ ଷଡୟନ୍ତ୍ର କଲେ।