Home Bibles ପ୍ରଥମ ରାଜାବଳୀ 15:25 · ଓଡ଼ିଆ ବାଇବେଲ
ପ୍ରଥମ ରାଜାବଳୀ 15:25 · ଓଡ଼ିଆ ବାଇବେଲ

ଯିହୁଦା ରେ ଆସାଙ୍କ ରାଜତ୍ବର ଦ୍ବିତୀୟ ବର୍ଷ ରେ ୟାରବିଯାମଙ୍କ ପୁତ୍ର ନାଦବ୍ ଇଶ୍ରାୟେଲର ରାଜା ହେଲେ।

Cross references

ପ୍ରଥମ ରାଜାବଳୀ 13:34

ସହେି ପାପ ୟାରବିଯାମ ବଂଶକୁ ଓ ତା'ର ରାଜ୍ଯକୁ ଧ୍ବଂସ ଓ ବିଲୋପ କରିବାର କାରଣ ହେଲା।

ପ୍ରଥମ ରାଜାବଳୀ 14:12

ତା'ପରେ ଭବିଷ୍ଯଦ୍ବକ୍ତା ଅହିଯ ୟାରବିଯାମର ପତ୍ନୀକୁ କହିଲେ, ତୁମ୍ଭେ ଗୃହକୁ ଫରେିୟାଅ, ତୁମ୍ଭେ ତୁମ୍ଭ ନଗର ରେ ପହଞ୍ଚିବା ମାତ୍ ରେ ତୁମ୍ଭର ପୁତ୍ର ମୃତ୍ଯୁବରଣ କରିବ।

ପ୍ରଥମ ରାଜାବଳୀ 14:20

ୟାରବିଯାମ ବାଇଶ ବର୍ଷ ପାଇଁ ରାଜତ୍ବ କଲେ। ତାଙ୍କର ମୃତ୍ଯୁପରେ ସେ ନିଜର ପୁତୃଗଣଙ୍କ ସହିତ କବର ନେଲେ। ତାଙ୍କ ପଦ ରେ ତାଙ୍କର ପୁତ୍ର ନାଦବ୍ ରାଜତ୍ବ କଲେ।

ପ୍ରଥମ ରାଜାବଳୀ 16:21

ସେ ସମୟରେ ଇଶ୍ରାୟେଲର ଲୋକମାନେ ଦୁଇ ଭାଗ ରେ ବିଭକ୍ତ ହେଲେ। ଅର୍ଦ୍ଧକେ ଲୋକ ଗୀନତର ପୁତ୍ର ତିବ୍ନିକି ରାଜା କରିବା ପାଇଁ ତା'ର ଅନୁଗାମୀ ହେଲେ। ଅବଶିଷ୍ଟ ଅର୍ଦ୍ଧକେ ଅମ୍ରିଙ୍କର ଅନୁଗାମୀ ହେଲେ।

Interlinear

Choose Theme