ଏଷ୍ଟର ବିବରଣ 2:13 · ଓଡ଼ିଆ ବାଇବେଲ
ପୁଣି ରାଜାଙ୍କ ନିକଟକୁ ୟିବାକୁ ହେଲେ, ପ୍ରେତ୍ୟକକ ୟୁବତୀ ନିମନ୍ତେ ଏହିପରି ନିଯମ ଥିଲା। ସେ ଯେ କୌଣସି ଦ୍ରବ୍ଯ ମାଗିଲେ, ଅନ୍ତଃପୁରରୁ ରାଜଗୃହକୁ ୟିବା ସମୟରେ ସାଙ୍ଗ ରେ ନବୋ ନିମନ୍ତେ ତାହାକୁ ଦିଆଗଲା।
Cross references
ଏଷ୍ଟର ବିବରଣ 2:11
ଏହାପରେ, ଏଷ୍ଟର କିପରି ଅଛି ଓ ସେ କଣ କରୁଛି, ଏହା ଜାଣିବା ପାଇଁ ମର୍ଦ୍ଦଖଯ ପ୍ରତିଦିନ ନ୍ଯାଯାଳଯ ରେ ପ୍ରାଙ୍ଗଣ ସମ୍ମୁଖ ରେ ୟାତାଯତ କଲା।