ମାତ୍ର ଏଷ୍ଟର ଆପଣା ବଂଶ କି କୁଟୁମ୍ବର ପରିଚଯ କାହାକୁ ଦଲୋନାହିଁ କାରଣ ମର୍ଦ୍ଦଖଯ ତାହା ନ ଜଣାଇବାକୁ ଆଜ୍ଞା କରିଥିଲା।
Cross references
ଏଣୁ ଋତ ସହେି ଖଳାକକ୍ସ୍ଟ ୟାଇ ନିଜର ଶାଶୂର କଥା ଅନକ୍ସ୍ଟସା ରେ କାର୍ୟ୍ଯମାନ କଲା।
ମର୍ଦ୍ଦଖଯ ଆପଣା ମାମୁଁ କନ୍ଯା ହଦସାକୁ ଅର୍ଥାତ୍ ଏଷ୍ଟରକୁ ପ୍ରତିପାଳନ କଲା କାରଣ ତାହାର ପିତା କି ମାତା ନ ଥିଲେ। ସେ ପରମସୁନ୍ଦରୀ ଓ ସ୍ନହମେଯୀ ଥିଲା। ତାହାର ପିତାମାତା ମଲାପରେ ମର୍ଦ୍ଦଖଯ ତାହାକୁ ନିଜର କନ୍ଯାରୂପେ ଗ୍ରହଣ କରିଥିଲା।
ଏଷ୍ଟର ମର୍ଦ୍ଦଖଯର ଆଜ୍ଞାନୁସା ରେ ଆପଣା ବଂଶ ଓ କୁଟୁମ୍ବର ପରିଚଯ କାହାକୁ ହିଁ ଦଲୋ ନାହିଁ। କାରଣ ଏଷ୍ଟର ମର୍ଦ୍ଦଖଯ ନିକଟରେ ପ୍ରତିପାଳିତା ହବୋ ସମୟରେ ଯେପରି କରୁଥିଲା ସେତବେେଳେ ହିଁ ସପରେି ତାହାର ଆଜ୍ଞା ପାଳନ କଲା।
ଏହାପରେ ହାମନ୍ ଅକ୍ଷଶ୍ବରେଶ ରାଜାକୁ କହିଲା, ଆପଣଙ୍କ ରାଜ୍ଯର ସମସ୍ତ ପ୍ରଦେଶସ୍ଥ ଲୋକଙ୍କ ମଧିଅରେ ଛିନ୍ନଭିନ୍ନ ଓ ପୃଥକ୍କୃତ ଏକ ଦେଶୀଯ ଲୋକ ଅଛନ୍ତି। ଅନ୍ୟ ସକଳ ଲୋକଙ୍କର ବ୍ଯବସ୍ଥାଠାରୁ ସମାନଙ୍କେ ବ୍ଯବସ୍ଥା ଭିନ୍ନ ସମାନେେ ମଧ୍ଯ ମହାରାଜାଙ୍କ ବ୍ଯବସ୍ଥା ମାନନ୍ତି ନାହିଁ। ଏଣୁ ସମାନଙ୍କେ ବ୍ଯବହାର ସହ୍ଯ କରିବା ମହାରାଜାଙ୍କର ଉଚିତ୍ ନୁହେଁ।
ସବୁ ୟିହୁଦୀଯମାନଙ୍କ ମଧ୍ଯରୁ କବଳେ ତୁମ୍ଭେ ରାଜ ଗୃହ ରେ ଥିବାରୁ ସେ ରକ୍ଷା ପାଇବ, ଏହା ଭାବ ନାହିଁ।
କାରଣ ମୁଁ ଓ ମାହେର ଲୋକମାନେ ସଂହାରିତ, ହତ ଓ ବିନଷ୍ଟ ହବୋ ନିମନ୍ତେ ବୀକ୍ରି ହାଇେଅଛୁ। ଯଦି ଆମ୍ଭେ ମାତ୍ର କ୍ରିତଦାସ ରୂପେ ବିକ୍ରୀ ହାଇେଥାଆନ୍ତୁ ମୁଁ ନୀରବ ହାଇେ ରହିଥାନ୍ତି। ଯଦି ଏହା ରାଜାଙ୍କୁ ବିବ୍ରତ କଲାପରି ଆମ୍ଭର ଅସୁବିଧା ହାଇନେଥାନ୍ତା।
ସାବଧାନ, ଗଧିଆମାନଙ୍କ ଭିତ ରେ ମଷେମାନଙ୍କୁ ଛାଡିବା ଭଳି ମୁଁ ତୁମ୍ଭମାନଙ୍କୁ ବାହାରକୁ ପଠାଉଛି। ତୁମ୍ଭେ ସାପ ଭଳି ଚତୁର ହୁଅ। କପୋତ ଭଳି ନିରୀହ ହୁଅ।
ହେ ସନ୍ତାନଗଣ ! ପ୍ରଭୁଙ୍କ ଇଚ୍ଛାନୁସା ରେ ମାତା ପିତାଙ୍କ କଥାର ବାଧ୍ଯ ହୁଅ। କାରଣ ଏହି ପ୍ରକାର କରିବା ତୁମ୍ଭମାନଙ୍କର ଉଚିତ୍।