ତୁମ୍ଭ ଭିତ ରେ କୌଣସି ମନ୍ଦ କଥା, ମୂର୍ଖତାପୂର୍ଣ୍ଣ କଥାବାର୍ତ୍ତା ବା ଅସତ୍ ପରିହାସ ଯେପରି ନ ହୁଏ। ଏଗୁଡ଼ିକ ତୁମ୍ଭ ପାଇଁ ଅନୁଚିତ। କିନ୍ତୁ ତୁମ୍ଭେ ପରମେଶ୍ବରଙ୍କୁ ସର୍ବଦା ଧନ୍ଯବାଦ ଦେଉଥିବା ଉଚିତ୍।
Cross references
ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ପରମେଶ୍ବରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶାେଭନୀଯ।
ସଦାପ୍ରଭୁଙ୍କର ଧନ୍ଯବାଦ କରିବା ଉତ୍ତମ। ହେ ସର୍ବୋପରିସ୍ଥ ପରମେଶ୍ବର, ତୁମ୍ଭ ନାମର ପ୍ରଶଂସା ଗାନ କରିବା ଉତ୍ତମ।
ସଦାପ୍ରଭୁଙ୍କୁ ତାଙ୍କର ସ୍ନହପେୂର୍ଣ୍ଣ କରୁଣା ନିମନ୍ତେ ଧନ୍ଯବାଦ କର କାରଣ ସେ ଆପଣା ଲୋକମାନଙ୍କ ପାଇଁ ଆଶ୍ଚର୍ୟ୍ଯ କର୍ମମାନ କରିଛନ୍ତି।
ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।
ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।
ତାହାର ମୁଖର ବାକ୍ଯାରମ୍ଭ ଅଜ୍ଞାନତା ଅଟେ ଓ ତାହାର କଥାର ଶଷେ ମନ୍ଦ ପାଗଳାମୀ ଅଟେ।
ଦାନିୟେଲ ସର୍ବଦା ପ୍ରତିଦିନ ତିନିଥର ପରମେଶ୍ବରଙ୍କୁ ପ୍ରାର୍ଥନା କରୁଥିଲେ। ଯେତବେେଳେ ନୂତନ ବିଧି ବିଷଯ ରେ ଲଖାେ ସ୍ବାକ୍ଷାରିତ ହାଇେଅଛି ବୋଲି ଦାନିୟେଲ ଜାଣିଲେ ସେ ଆପଣା ଗୃହକୁ ଆସିଲେ। ତାହାଙ୍କ କଠାେରୀର ଝରକା ୟିରୁଶାଲମ ଆଡେ ମଲୋ ଥିଲା। ସେ ପୂର୍ବରୁ ଆଣ୍ଠୁମାଡି ଦିନ ମଧିଅରେ ତିନିଥର ପ୍ରାର୍ଥନା କଲେ ଓ ଆପଣା ପରମେଶ୍ବରଙ୍କୁ ଧନ୍ଯବାଦ ପ୍ରଦାନ କଲେ।
ହେ କାଳସର୍ପର ସନ୍ତାନଗଣ, ତୁମ୍ଭମାନେେ ମନ୍ଦ ଲୋକ, ତୁମ୍ଭେ ଭଲ କଥା କିପରି କହି ପାରିବ? ଜଣେ ତା ମନ ଭିତ ରେ ଯାହା ଭାବୁଥାଏ, ତାକୁ କଥା ରେ ପ୍ରକାଶ କରିଥାଏ।
ବ୍ଯଭିଚାର, ଲାଳସା ବା ଲୋଭ, ଦୁଷ୍ଟାତ୍ମା, ମନ୍ଦକାମ କରିବା, ପ୍ରବଞ୍ଚନା, ଈର୍ଷା, ଚୁଗୁଲି, ଅହଙ୍କାର ଏବଂ ମୂର୍ଖତା।
କିନ୍ତୁ ସେତବେେଳେ ତିବିରିଆରୁ କେତକେ ଡଙ୍ଗା ଆସିଲା। ଲୋକମାନେ ଯେଉଁ ସ୍ଥାନ ରେ ପୂର୍ବଦିନ ଖାଇଥିଲେ ସଠାେରେ ଡଙ୍ଗାଗୁଡିକ ଆସି ରହିଲା। ସହେି ସ୍ଥାନ ରେ ପ୍ରଭୁ ଯୀଶୁ ଧନ୍ଯବାଦ ଦବୋ ପରେ ସମାନେେ ରୋଟୀ ଖାଇଥିଲେ।
ପରମେଶ୍ବରଙ୍କ ବିଷୟ ରେ ପ୍ରକୃତ ଜ୍ଞାନ ପ୍ରପ୍ତ କରିବାକୁ ଲୋକେ ଗୁରୁତ୍ବ ଦେଲନୋହିଁ। ସେଥିପାଇଁ ପରମେଶ୍ବର ସମାନଙ୍କେୁ ସମାନଙ୍କେ ବିକୃତ ଚ଼ିନ୍ତା ରେ ରହିବାକୁ ଛାଡ଼ି ଦେଲେ ଓ ସମାନେେ ଅନୁଚ଼ିତ କର୍ମକରି ରହିଲେ।
ତୁମ୍ଭମାନେେ ନିଜ ପ୍ରାର୍ଥନା ଦ୍ବାରା ଆମ୍ଭକୁ ସାହାୟ୍ଯ କରିପାର। ଅନକେେ ଆମ୍ଭ ପାଇଁ ପରମେଶ୍ବରଙ୍କୁ ଧନ୍ଯବାଦ ଦବେେ, ଯେ ହତେୁ ସମାନଙ୍କେର ପ୍ରାର୍ଥନା ଦ୍ବାରା ପରମେଶ୍ବର ଆମ୍ଭକୁ ଆଶୀର୍ବାଦ ପ୍ରଦାନ କଲେ।