ହେ ଧାର୍ମିକଗଣ, ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ପରମେଶ୍ବରଙ୍କୁ ପ୍ରଶଂସା କରିବା ସରଳ ଲୋକଙ୍କର ଶାେଭନୀଯ।
Cross references
ହେ ଧାର୍ମିକଗଣ, ତୁମ୍ଭେ ସଦାପ୍ରଭୁଙ୍କଠାରେ ଆନନ୍ଦରେ ଉଲ୍ଲସିତ ହୁଅ। ହେ ସରଳାନ୍ତଃକରଣର ବ୍ଯକ୍ତିମାନେ ଆନନ୍ଦିତ ହୁଅ।
ସର୍ବୋପରିସ୍ଥ ପରମେଶ୍ବରଙ୍କଠାରେ ତୁମ୍ଭେ ୟାହା ପ୍ରତିଜ୍ଞା କଲ, ତାଙ୍କୁ ଦିଅ। ତୁମ୍ଭର ବଳି ଉତ୍ସର୍ଗ କର।
କିନ୍ତୁ ସମାନେେ ନିଷ୍କପଟ ନ ଥିଲେ ଏବଂ ସମାନେେ ତାଙ୍କୁ ମିଛ କହିଲେ।
ହେ ଧାର୍ମିକଗଣ ତୁମ୍ଭମାନେେ ସଦାପ୍ରଭୁଙ୍କ ନିକଟରେ ଆନନ୍ଦ କର। ପରମେଶ୍ବରଙ୍କ ପବିତ୍ର ନାମରେ ଧନ୍ଯବାଦ କର।
ଧାର୍ମିକମାନଙ୍କ ତମ୍ବୁରେ ଆନନ୍ଦ ଓ ବିଜଯ ଧ୍ବନି ତୁମ୍ଭେ ଶୁଣିପାରିବ। ସଦାପ୍ରଭୁ ପୁନରାଯ ତାଙ୍କର ମହାନ୍ ଶକ୍ତି ପ୍ରଦର୍ଶନ କଲେ।
ସଦାପ୍ରଭୁଙ୍କୁ ପ୍ରଶଂସା କର କାରଣ ସଦାପ୍ରଭୁ ମଙ୍ଗଳମଯ ଅଟନ୍ତି। ତାଙ୍କ ନାମର ପ୍ରଶଂସାଗାନ କର, କାରଣ ଏହା ଆନନ୍ଦ ଆଣେ।
ତୁମ୍ଭମାନେେ ସଦାପ୍ରଭୁଙ୍କର ପ୍ରଶଂସା କର !କାରଣ ଆମ୍ଭର ପରମେଶ୍ବରଙ୍କର ଉଦ୍ଦେଶ୍ଯରେ ପ୍ରଶଂସା ଗାନ କରିବା ଉତ୍ତମ !ପରମେଶ୍ବରଙ୍କୁ ପ୍ରଶଂସା କରିବା କେତେ ଉତ୍ତମ ଓ ମ ନୋହର ଅଟେ।
ଦୁଷ୍ଟମାନଙ୍କ ବଳିଦାନ ସଦାପ୍ରଭୁଙ୍କଠା ରେ ଘୃଣାର ବିଷଯ ଅଟେ। ମାତ୍ର ସରଳ ଲୋକଙ୍କର ପ୍ରାର୍ଥନାକୁ ସେ ଗ୍ରହଣ କରନ୍ତି।
ଶାସ୍ତ୍ର ରେ ଏହିପରି ଲଖାେ ଅଛି,
ଜଣେ ଲୋକ ପରମେଶ୍ବରଙ୍କୁ ଅବଜ୍ଞା କଲା ଓ ଅନକେ ଲୋକ ପାପୀ ହାଇେ ଗଲେ। କିନ୍ତୁ ସହେିପରି ଜଣେ ଲୋକ ପରମେଶ୍ବରଙ୍କୁ ମାନିଲା ଓ ଅନକେ ଲୋକ ଧାର୍ମିକ ହାଇେ ଯିବେ।
କବଳେ ପରମେଶ୍ବର ହିଁ ତୁମ୍ଭମାନଙ୍କୁ ଖ୍ରୀଷ୍ଟ ଯୀଶୁଙ୍କ ସହଭାଗିତା ରେ ଅଂଶୀ କରାଇଛନ୍ତି। ଖ୍ରୀଷ୍ଟ ଆମ୍ଭମାନଙ୍କ ନିମନ୍ତେ ପରମେଶ୍ବରଙ୍କ ଆଗତ ଜ୍ଞାନ। ଖ୍ରୀଷ୍ଟଙ୍କ ହତେୁ ଆମ୍ଭେ ପରମଶ୍ବରଙ୍କ ଦୃଷ୍ଟି ରେ ଧାର୍ମିକ ଏବଂ ଆମ୍ଭମାନଙ୍କର ପାପରୁ ମୁକ୍ତି ପାଇ ପବିତ୍ର ହାଇେଛୁ।
ପ୍ରଭୁଙ୍କଠା ରେ ସର୍ବଦା ଆନନ୍ଦ କର। ମୁଁ ଆଉ ଥରେ କ ହେ, ଆନନ୍ଦ କର।