ସମୁଦ୍ରର ଜାହାଜ କ୍ଷେତ୍ର ରେ ମଧ୍ଯ ସହେିପରି ହାଇେଥାଏ। ଜାହାଜଟି ଆକାର ରେ ବହୁତ ବଡ଼ ଓ ଏହା ପ୍ରବଳ ପବନ ଦ୍ବାରା ଚାଳିତ ହାଇେଥାଏ। କିନ୍ତୁ େଛାଟ ମଙ୍ଗଟି ସହେି ବଡ଼ ଜାହାଜଟିକୁ ନିୟନ୍ତ୍ରିତ କରିଥାଏ। ଯେଉଁ ଲୋକ ଏହି ୟନ୍ତ୍ରଟିକୁ ଚାଳନା କରେ, ସେ ସ୍ଥିର କରେ ଯେ, ଜାହାଜଟି କେଉଁଠାକୁ ୟିବ। ସେ ଲୋକ ଯେଉଁଠାକୁ ଚା ହେଁ, ଜାହାଜଟି ସଠାେକୁ ଯାଏ। ଆମ୍ଭ ଜିହ୍ବା ନିମନ୍ତେ ମଧ୍ଯ ଏହି ବିଷୟ ସମାନ ଅଟେ।
Cross references
ପରମେଶ୍ବର ଆଜ୍ଞା କଲେ ଏବଂ ପ୍ରବଳ ବାଯୁ ଉଠି ଆସିଲା। ଢ଼େଉଗୁଡ଼ିକ ସମୁଦ୍ରର ଦୁଇଗୁଣ ଉପର ଉଚ୍ଚରେ ଆସିଲା।
କିନ୍ତୁ ସଦାପ୍ରଭୁ ଗୋଟିଏ ପ୍ରକାଣ୍ତ ଝଡି ସହେି ସମୁଦ୍ରକୁ ପ୍ ରରଣେ କଲେ। ସହେି ବାତ୍ଯା ସମୁଦ୍ରକୁ ଅଶାନ୍ତ କରି ଦଲୋ। ସହେି ଝଡ ଅତି ଶକ୍ତିଶାଳୀ ଥିଲା ଏବଂ ନେ ୗକାଟି ଭାଙ୍ଗି ଖଣ୍ତ ଖଣ୍ତ ହବୋକୁ ବସିଲା।
ସହେି ସମୟରେ ହ୍ରଦ ରେ ଭୟଙ୍କର ଝଡ ହେଲା। ଲହଡି ରେ ଡଙ୍ଗା ଓଲଟ ପାଲଟ ହାଇେ ପଡୁଥିଲା। କିନ୍ତୁ ଯୀଶୁ ଶାଇେ ଥିଲେ।
ମାତ୍ର ଅଳ୍ପ ସମୟ ପରେ ହଠାତ୍ ପାଗ ବଦଳିଗଲା। ଉତ୍ତର ପୂର୍ବୀୟ ନାମକ ପବନ, ଦ୍ବୀପଆଡୁ ପ୍ରଚ଼ଣ୍ଡ ବଗେ ରେ ବୋହିବାକୁ ଲାଗିଲା।