ଚତୁର ଲୋକ ଜ୍ଞାନ ଆହରଣ କରେ। ମାତ୍ର ମୂର୍ଖମାନଙ୍କର ମନ ଅଜ୍ଞାନତା ପ୍ରକାଶ କରେ।
Cross references
ଶାଉଲ ଉତ୍ତର ରେ କହିଲେ, ସେ କହିଲେ ଯେ, ଗଧମାନେ ମିଳି ଗଲଣେି। କିନ୍ତୁ ଶାଉଲ ତା'ର କକାକକ୍ସ୍ଟ ଶାମକ୍ସ୍ଟଯଲେ ଦ୍ବାରା କକ୍ସ୍ଟହାୟାଇଥିବା ରାଜତ୍ବ ବିଷଯ ରେ କହିଲେ ନାହିଁ।
ଏହାପରେ ରାତ୍ର ସମୟରେ କିଛି ଲୋକଙ୍କ ସହିତ ବୁଲିବାକୁ ଗଲି। ପରମେଶ୍ବର ୟିରୁଶାଲମ ପାଇଁ ଯାହା କରିବାକୁ ମାେତେ ପ୍ ରରଣୋ ଦଇେଥିଲେ କରିବାକୁ, ତାହା ମୁଁ କାହାରିଠା ରେ ପ୍ରକାଶ କଲି ନାହିଁ। ମୁଁ ଯେଉଁ ଘୋଡା ରେ ଚଢିଥିଲି ସହେି ଘୋଡାକୁ ଛାଡି ଦେଲେ ମାେ ନିକଟରେ ଆଉ ଘୋଡା ନ ଥିଲା।
ମୁଁ କେଉଁଆଡେ ଗଲି ଓ କ'ଣ କଲି ଶାସକଗଣ ତାହା ଜାଣି ପାରିଲେ ନାହିଁ। ଆଉ ମୁଁ ମଧ୍ଯ ୟିହୁଦୀଯମାନଙ୍କୁ, ଯାଜକମାନଙ୍କୁ, ମୁଖ୍ଯମାନଙ୍କୁ, ଅଧିକାରୀମାନଙ୍କୁ କି ଅନ୍ୟ କାହାରିକୁ ତାହା ଜଣାଇ ନ ଥିଲି।
ଜ୍ଞାନୀମାନେ ଜ୍ଞାନ ସଞ୍ଚଯ କରନ୍ତି। କିନ୍ତୁ ନିର୍ବୋଧର ମୁଖ ବିନାଶକୁ ନିମନ୍ତ୍ରଣ କରେ।
ବହୁ ବାକ୍ଯ ରେ ଅଧର୍ମର ଅଭାବ ନ ଥାଏ। ମାତ୍ର ଯେ ଆପଣା ଓଷ୍ଠାଧାରକୁ ଦମନ କରେ, ସେ ବୁଦ୍ଧିମାନ୍।
କାରଣ କୁତ୍ସାରଟନାକାରୀ ଯେଉଁଆଡ଼େ ସେ ୟାଏ ବିଶ୍ବାସ ରେ ବିଶ୍ବାସଘାତକତା କରେ। କିନ୍ତୁ ଜଣେ ବିଶ୍ବସନୀଯ ଲୋକ ଗୁପ୍ତକଥା ଲୁଚାଇ ରେଖ।
ପ୍ରେତ୍ୟକକ ଚତୁର ଲୋକ ବୁଦ୍ଧି ରେ କର୍ମ କରେ। ମାତ୍ର ମୂର୍ଖ ଅଜ୍ଞାନତା ବିସ୍ତାର କରେ।
ଜ୍ଞାନ ବୁଦ୍ଧମାନର ହୃଦଯ ରେ ଥାଏ। ମାତ୍ର ମୂର୍ଖମାନଙ୍କ ମଧିଅରେ ଏହା ନ ଥାଏ।
ଜଣେ ଜ୍ଞାନୀ ଲୋକ ତା'ର ଚିନ୍ତାଧାରା ଭଲ ଭାବରେ କହିପା ରେ। କିନ୍ତୁ ନିର୍ ବୋଧ ନିର୍ ବୋଧତାକୁ ବଖାଣେ।
ମୂର୍ଖ ଲୋକ ଅନ୍ୟଠାରୁ ଶିକ୍ଷା ପାଇଁ ଭଲ ପାଏ ନାହିଁ। କବଳେ ଆପଣା ମନର କଥା ପ୍ରକାଶ କରିବା ରେ ସନ୍ତାଷେ ପାଏ।
ମୁର୍ଖ ପଥରେ ଗମନ କଲା ବେଳେ ତାହାର ବୁଦ୍ଧିର ଅଭାବ ଦଖାୟୋଏ। ପୁଣି ସେ ପ୍ରେତ୍ୟକକକୁ କ ହେ ଯେ ସେ ମୂର୍ଖ।
ଜ୍ଞାନୀର କଥା ତା ପାଇଁ ପ୍ରଶଂସା ଆଣେ କିନ୍ତୁ ମୂର୍ଖର କଥା ତାକୁ ନଷ୍ଟ କରେ।