Home Bibles ☰ Books ଏଫିସୀୟଙ୍କ ପ୍ରତି ପତ୍ର 5:3 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 5:3 · ଓଡ଼ିଆ ବାଇବେଲ

ତୁମ୍ଭ ଭିତ ରେ କୌଣସି ୟୌନ-ପାପ, କୌଣସି ପ୍ରକାର ମନ୍ଦ କାମ, ଏବଂ ଲୋଭ ଆଦୌ ନ ରହୁ। କାରଣ ଏଗୁଡ଼ିକ ପରମେଶ୍ବରଙ୍କ ପବିତ୍ର ଲୋକମାନଙ୍କ ନିମନ୍ତେ ଉପୟୁକ୍ତ ନୁହେଁ।

Cross references

ଯାତ୍ରା ପୁସ୍ତକ 18:21

ଆହୁରି ତୁମ୍ଭେ ଏହି ଲୋକମାନଙ୍କ ମଧ୍ଯରୁ କର୍ମକ୍ଷମ, ଅର୍ଥାତ୍

ଯାତ୍ରା ପୁସ୍ତକ 20:17

ତୁମ୍ଭେ ଆପଣା ପ୍ରତିବେଶୀର ଗୃହକୁ ଲୋଭ କରିବ ନାହିଁ। ତୁମ୍ଭେ ଆପଣା ପ୍ରତିବେଶୀର ଭାର୍ୟ୍ଯା କି ଦାସ, ଦାସୀ କି ତା'ର ଗୋରୁ କି ଗଧ କି ତୁମ୍ଭ ପ୍ରତିବେଶୀର କୌଣସି ବସ୍ତୁକୁ ଲୋଭ କରିବ ନାହିଁ।

ଯାତ୍ରା ପୁସ୍ତକ 23:13

ସାବଧାନ, ତୁମ୍ଭେ ମାରେ ସମସ୍ତ ବ୍ଯବସ୍ଥା ମାନିବ। ଅନ୍ୟ ଦବେତାମାନଙ୍କୁ ପୂଜା କର ନାହିଁ, କିମ୍ବା ତାଙ୍କର ନାମ ତୁମ୍ଭମାନଙ୍କର ମୁଖ ରେ ଧର ନାହିଁ।

ଲେବୀୟ ପୁସ୍ତକ 15:18

ଯଦି ସେ ପୁରୁଷ କୌଣସି ସ୍ତ୍ରୀ ସହିତ ଶଯନ କରେ ଓ ତା'ର କାର୍ୟ୍ଯ ସ୍ଖଳନ ଘଟେ, ତବେେ ସେ ଦୁ ହେଁ ଜଳ ରେ ସ୍ନାନ କରିବେ ଓ ସନ୍ଧ୍ଯା ପର୍ୟ୍ଯନ୍ତ ଅଶୁଚି ରହିବେ।

ଗଣନା ପୁସ୍ତକ 25:1

ଅନନ୍ତର ଇଶ୍ରାୟେଲର ଲୋକମାନେ ଶିଟୀମ ରେ ବାସ କଲେ। ସେତବେେଳେ ସମାନେେ ମାୟୋବର କନ୍ଯାମାନଙ୍କ ପ୍ରତି ବ୍ଯଭିଚାର ପାପରେ ମାତି ରହିଲେ।

ଦିତୀୟ ବିବରଣ 23:17

ଇଶ୍ରାୟେଲର ସ୍ତ୍ରୀଲୋକ ବା ପୁରୁଷ କହେି ମନ୍ଦିରର ବେଶ୍ଯାରୂପେ ସବୋ କରିବା ଉଚିତ୍ ନିହଁ।

ଯିହୋଶୂୟ 7:21

ମୁ ଲକ୍ସ୍ଟଟିତ ଦ୍ରବ୍ଯ ମଧିଅରେ ଖଣ୍ତିଏ ସକ୍ସ୍ଟନ୍ଦର ବାବିଲୀଯ କୋଟ ଓ 200 ଶକେଲ ରୂପା ଓ ଏକ ପାଉଣ୍ତ ଓଜନର ସକ୍ସ୍ଟନାମକ୍ସ୍ଟଣ୍ତା ଦେଖି ଲୋଭ କରି ତାହା ନଲେି। ଏବଂ ସଗେୁଡିକୁ ମାେ ତମ୍ବୁ ମଧିଅରେ ପୋତି ଅଛି। ଆଉ ରୂପା ତହିଁ କୋଟ ତଳେ ଅଛି।

ପ୍ରଥମ ଶାମୁୟେଲ 8:3

ଶାମୁୟେଲଙ୍କ ପକ୍ସ୍ଟଅମାନେ ତାଙ୍କପରି ଜୀବନୟାପନ କଲେ ନାହିଁ। ସମାନେେ ଉତ୍କୋଚ ନେଉଥିଲେ। ସମାନେେ ଉତ୍କୋଚ ନଇେ ଦରବାର ରେ ସମାନଙ୍କେ ନିଷ୍ପତ୍ତି ପରିବର୍ତ୍ତନ କରୁଥିଲେ।

ଗୀତସଂହିତା 10:3

ଦୁଷ୍ଟ ଲୋକମାନେ ଆପଣା ମନସ୍କାମନା ବିଷଯରେ ଗର୍ବ ଅନୁଭବ କରନ୍ତି ଓ ସହେି ଲୋଭୀ ଲୋକମାନେ ପରମେଶ୍ବରଙ୍କୁ ଅଭିଶାପ ଦିଅନ୍ତି। ଏହି ଉପାଯରେ ସହେି ମନ୍ଦ ଲୋକମାନେ ଦଖାଇେ ଦବୋକୁ ଚାହାଁନ୍ତି ସମାନେେ ସଦାପ୍ରଭୁଙ୍କୁ ଘୃଣା କରନ୍ତି।

ଗୀତସଂହିତା 119:36

ମାେତେ ଧନୀ ହବୋ ପରିବର୍ତେ ମାେତେ ବାକ୍ଯ ବିଷଯରେ ବୁଝିବା ପାଇଁ ସାହାୟ୍ଯ କର।

ହିତୋପଦେଶ 28:16

ଯେଉଁ ଅଧ୍ଯକ୍ଷ ବୁଦ୍ଧିହୀନ, ସେ ମଧ୍ଯ ଆଜି ଉପଦ୍ରବୀ ହୁଏ। ମାତ୍ର ଯେ ଲୋଭକୁ ଘୃଣା କରେ, ସେ ଆପଣା ଦିନ ବଢ଼ାଇବ।

ଯିରିମିୟ 6:13

ଇଶ୍ରାୟେଲର େଛାଟରୁ ବଡ଼ ପର୍ୟ୍ଯନ୍ତ ସମସ୍ତ ଲୋକ ଲୋଭାସକ୍ତ। ଆଉ ଭବିଷ୍ଯଦବକ୍ତାଠାରୁ ଯାଜକ ପର୍ୟ୍ଯନ୍ତ ପ୍ରେତ୍ୟକକ ମିଥ୍ଯାଚାରୀ।

Interlinear

Choose Theme