Home Bibles ଏଫିସୀୟଙ୍କ ପ୍ରତି ପତ୍ର 5:31 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 5:31 · ଓଡ଼ିଆ ବାଇବେଲ

ଶାସ୍ତ୍ର କୁ ହେ : ଅତଏବ ଜଣେ ମନୁଷ୍ଯ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହାଇେ ଯାଆନ୍ତି।283

Cross references

ଆଦି ପୁସ୍ତକ 2:24

ମନୁଷ୍ଯ ପିତା ମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରୀତ ହବେ। ଯେପରି ସମାନେେ ଏକ ବ୍ଯକ୍ତି, ଏହା ଏପରି ଭାବରେ ହବେ।

ମାଥିଉଲିଖିତ ସୁସମାଚାର 19:5

ପରମେଶ୍ବର କହିଲେ, 'ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହବେ, ଏବଂ ସେ ଦୁଇଜଣ ଏକ ହାଇଯେିବେ।'

ମାର୍କଲିଖିତ ସୁସମାଚାର 10:7

ଏଣୁ ଜଣେ ପୁରୁଷ ନିଜ ବାପାମାଆଙ୍କୁ ଛାଡି ନିଜ ସ୍ତ୍ରୀ ସହିତ ମିଳିତ ହବେ

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:16

ଶାସ୍ତ୍ର ରେ ଲଖାେଅଛି ଉଭୟ ଏକ ହବେେ। ଅତଏବ ତୁମ୍ଭମାନେେ ଜାଣିବା ଉଚିତ୍ ଯେ ବେଶ୍ଯାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା' ସହିତ ଏକ ହୁଏ।

Interlinear

Choose Theme