Home Bibles ଏଫିସୀୟଙ୍କ ପ୍ରତି ପତ୍ର 5:30 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 5:30 · ଓଡ଼ିଆ ବାଇବେଲ

କାରଣ ଆମ୍ଭେ ହେଉଛୁ ତାହାଙ୍କ ଶରୀରର ଅଂଶ।

Cross references

ଆଦି ପୁସ୍ତକ 2:23

ସହେି ମନୁଷ୍ଯ କହିଲେ,

ରୋମୀୟଙ୍କ ପ୍ରତି ପତ୍ର 12:5

ସହେି ଭଳି ଆମ୍ଭେ ସଂଖ୍ଯା ରେ ଅନକେ ଲୋକ, କିନ୍ତୁ ଯୀଶୁ ଖ୍ରୀଷ୍ଟଙ୍କ ଠା ରେ ଆମ୍ଭେ ଏକ ଶରୀରର ବିଭିନ୍ନ ଭଳି ଆମ୍ଭେ ପ୍ରେତ୍ୟକକ ଅନ୍ୟର ପରିପୂରକ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:15

ତୁମ୍ଭମାନେେ କ'ଣ ଜାଣି ନାହଁ ଯେ, ତୁମ୍ଭମାନଙ୍କ ଶରୀରଗୁଡ଼ିକ ଖ୍ରୀଷ୍ଟଙ୍କର ଅଙ୍ଗବିଶଷେ ? ତା' ହେଲେ ତୁମ୍ଭମାନେେ କ'ଣ ଭାବୁଛ ଯେ, ମୁଁ ଖ୍ରୀଷ୍ଟଙ୍କର ଅଙ୍ଗଗୁଡ଼ିକୁ ନଇୟିବେି, ଓ ସଗେୁଡ଼ିକୁ କୌଣସି ବେଶ୍ଯାର ଅଙ୍ଗ କରି ଦବେି ? କବେେ ନୁହେଁ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 12:12

ଆମ୍ଭର ଶରୀର ହେଉଛି ଏକ, କିନ୍ତୁ ତାହାର ଅଙ୍ଗପ୍ରତ୍ଯଙ୍ଗ ଅନକେ। ଶରୀରର ଅଙ୍ଗପ୍ରତ୍ଯଙ୍ଗ ଅନକେ ହେଲେ ହେଁ ଶରୀର ହେଉଛି ଏକ। ସହେିପରି ମଧ୍ଯ ଖ୍ରୀଷ୍ଟ ଏକ।

ଏଫିସୀୟଙ୍କ ପ୍ରତି ପତ୍ର 1:23

ମଣ୍ଡଳୀ ହେଉଛି ଖ୍ରୀଷ୍ଟଙ୍କ ଶରୀର। ମଣ୍ଡଳୀ ଖ୍ରୀଷ୍ଟଙ୍କ ଦାରା ପୂର୍ଣ୍ଣ ହାଇେଅଛି। ସେ ସମସ୍ତ ବିଷୟ ପ୍ରେତ୍ୟକକ ଉପାୟ ରେ ସମ୍ପୂର୍ଣ୍ଣ କରନ୍ତି।

କଲସୀୟଙ୍କ ପ୍ରତି ପତ୍ର 2:19

ସମାନେେ ନିଜକୁ ମସ୍ତକ ରୂପ ଖ୍ରୀଷ୍ଟଙ୍କ ଅଧୀନ ରେ ରଖନ୍ତି ନାହିଁ। ସଂମ୍ପୂର୍ଣ୍ଣ ଶରୀର, ଖ୍ରୀଷ୍ଟଙ୍କ ଉପରେ ନିର୍ଭରଶୀଳ। ଖ୍ରୀଷ୍ଟଙ୍କ ପାଇଁ ଶରୀରର ସମସ୍ତ ସଦସ୍ଯ ପରସ୍ପରକୁ ସାହାୟ୍ଯ କରନ୍ତି ଓ ପରସ୍ପରର ଯତ୍ନ ନିଅନ୍ତି। ଏହା ଶରୀରର ସମସ୍ତ ଅଙ୍ଗଗୁଡ଼ିକୁ ଏକାଠି ଧରି ରେଖ ଓ ଶକ୍ତି ପ୍ରଦାନ କରେ। ଅତଏବ ପରମେଶ୍ବରଙ୍କ ଇଚ୍ଛାନୁସା ରେ ଶରୀର ବୃଦ୍ଧି ପାଏ।

Interlinear

Choose Theme