Home Bibles ଆଦି ପୁସ୍ତକ 2:24 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 2:24 · ଓଡ଼ିଆ ବାଇବେଲ

ମନୁଷ୍ଯ ପିତା ମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରୀତ ହବେ। ଯେପରି ସମାନେେ ଏକ ବ୍ଯକ୍ତି, ଏହା ଏପରି ଭାବରେ ହବେ।

Cross references

ଆଦି ପୁସ୍ତକ 24:58

ସମାନେେ ରିବିକାକୁ ଡ଼ାକି ପଚାରିଲେ, ତୁମ୍ଭେ ଏହି ଲୋକ ସହିତ ବର୍ତ୍ତମାନ ୟିବାକୁ ଚାହଁ କି?

ଆଦି ପୁସ୍ତକ 31:14

ରାହେଲ ଓ ଲୟୋ ଉତ୍ତର ଦେଲେ, ପିତାଙ୍କ ସମ୍ପତ୍ତକୁ ପାଇବା ପାଇଁ କିଛି ବାକି ନାହିଁ।

ଲେବୀୟ ପୁସ୍ତକ 22:12

ଯାଜକର କନ୍ଯା ଯଦି ଯାଜକ ଭିନ୍ନ ଅନ୍ୟ ଲୋକକୁ ବିବାହ କରେ ତବେେ ସେ ପବିତ୍ର ନବୈେଦ୍ଯ ମଧ୍ଯରୁ ଭୋଜନ କରିବ ନାହିଁ।

ଦିତୀୟ ବିବରଣ 4:4

କିନ୍ତୁ ତୁମ୍ଭମାନେେ ଯେତେ ଲୋକ ସଦାପ୍ରଭୁ ତୁମ୍ଭମାନଙ୍କ ପରମେଶ୍ବରଙ୍କଠା ରେ ଆସକ୍ତ ହେଲ, ତୁମ୍ଭମାନଙ୍କର ସହେି ଲୋକମାନେ ଏବେ ବଞ୍ଚିଛନ୍ତି।

ଦିତୀୟ ବିବରଣ 10:20

ତୁମ୍ଭେ ସଦାପ୍ରଭୁ ଆପଣା ପରମେଶଓରଙ୍କୁ ଭୟ କରିବ। ତାଙ୍କର ଉପାସନା କରିବ। ତାହାଙ୍କଠା ରେ ତୁମ୍ଭେ ଆସକ୍ତ ହବେ। ତାହାଙ୍କ ନାମ ରେ ତୁମ୍ଭେ ଶପଥ କରିବ।

ଯିହୋଶୂୟ 23:8

ତୁମ୍ଭମାନେେ ନିଶ୍ଚିତ ଭାବରେ ସଦାପ୍ରଭୁ ତୁମ୍ଭର ପରମେଶଓରଙ୍କୁ ଅନକ୍ସ୍ଟସରଣ କରିବ। ତୁମ୍ଭମାନେେ ଆଜି ପର୍ୟ୍ଯନ୍ତ ଯେପରି କରି ଆସକ୍ସ୍ଟଅଛ।

ପ୍ରଥମ ଶାମୁୟେଲ 25:43

ଦାଉଦ ମଧ୍ଯ ୟିଷ୍ରିଯଲେୀଯା ଅହୀନୋଯମକକ୍ସ୍ଟ ବିବାହ କଲେ ତହିଁରେ ସେ ଦକ୍ସ୍ଟ ହେଁ ତା'ର ସ୍ତ୍ରୀ ହେଲ।

ଗୀତସଂହିତା 45:10

ହେ ରାଜକୁମାରୀ, ଶୁଣ। ୟଦି ତୁମ୍ଭେ ମନଦଇେ ଶୁଣ ସବୁ ବୁଝିପାରିବ ଓ ତୁମ୍ଭର ପରିବାରକୁ ଭୁଲିୟାଅ।

ହିତୋପଦେଶ 12:4

ଗୁଣବତୀ ସ୍ତ୍ରୀ ଆପଣା ସ୍ବାମୀର ମୁକୁଟ ସ୍ବରୂପ। ଲଜ୍ଜାଦାଯିନୀ ସ୍ତ୍ରୀ ତା'ର ହାତ ସବୁର କ୍ଷଯ ସ୍ବରୂପ।

ହିତୋପଦେଶ 31:10

ଏହା ଅତ୍ଯନ୍ତ କଷ୍ଟ ଏକ ଗୁଣବତୀ ସ୍ତ୍ରୀ ପାଇବା ତା'ର ମୂଲ୍ଯ ମୁକ୍ତାଠାରୁ ଅଧିକ ମୂଲ୍ଯବାନ ଅଟେ।

ମଲାଖୀ 2:14

ତୁମ୍ଭମାନେେ ପଗ୍ଭରିବ, କାହିଁକି ଆମ୍ଭମାନଙ୍କର ଏହି ଭଟେି ଗୃହୀତ ହବେ ନାହିଁ? କାରଣ ସଦାପ୍ରଭୁ ତୁମ୍ଭମାନଙ୍କ ବିରୁଦ୍ଧ ରେ ପ୍ରତ୍ଯକ୍ଷ ସାକ୍ଷୀ। ସେ ଦେଖିଲେ ତୁମ୍ଭେ ତୁମ୍ଭର ସ୍ତ୍ରୀକୁ ପ୍ରତାରଣା କରୁଛ, ଯାହାକୁ ତୁମ୍ଭେ ୟୁବକାବସ୍ଥା ରେ ବିବାହ କରିଛ। ସେ ତୁମ୍ଭର ସାଥି ଏବଂ ତୁମ୍ଭେ ଶପଥ କରି ତାକୁ ସ୍ତ୍ରୀ ରୂପ ରେ ଗ୍ରହଣ କରିଛ। ମାତ୍ର ତୁମ୍ଭେ ତାକୁ ପ୍ରତାରଣା କରିଛ।

ମାଥିଉଲିଖିତ ସୁସମାଚାର 19:3

କେତକେ ଫାରୂଶୀ ପରୀକ୍ଷା କରିବା ପାଇଁ ତାହାଙ୍କ ପାଖକୁ ଆସିଲେ। ସମାନେେ ପଚ଼ାରିଲେ, ଜଣେ ପୁରୁଷ କୌଣସି କାରଣରୁ ତାର ସ୍ତ୍ରୀକୁ ଛାଡି ଦବୋ ନ୍ଯାୟସଙ୍ଗତ କି?

ମାର୍କଲିଖିତ ସୁସମାଚାର 10:6

କିନ୍ତୁ ପରମେଶ୍ବର ଯେତବେେଳେ ଜଗତ ସୃଷ୍ଟି କଲେ, ' ସେ ଲୋକଙ୍କୁ ପୁରୁଷ ଓ ସ୍ତ୍ରୀ କରି ସୃଷ୍ଟି କଲେ।'

ରେରିତମାନଙ୍କ କାର୍ଯ୍ୟର ବିବରଣ 11:23

ବର୍ଣ୍ଣବ୍ବା ସଠାେରେ ପହଞ୍ଚି ସହେି ଲୋକମାନଙ୍କୁ ପରମେଶ୍ବର ଦଇେଥିବା ଆଶୀର୍ବାଦ ଦେଖି ବହୁତ ଖୁସି ହେଲେ। ସେ ସମାନଙ୍କେୁ ଆହୁରି ଉତ୍ସାହିତ କଲେ। ସେ ସମାନଙ୍କେୁ କହିଲେ, ତୁମ୍ଭର ବିଶ୍ବାସ କଦାପି ହରାଅ ନାହିଁ, ସର୍ବାନ୍ତଃକରଣ ରେ ପ୍ରଭୁଙ୍କର ବାଧ୍ଯ ହୁଅ।

ରୋମୀୟଙ୍କ ପ୍ରତି ପତ୍ର 7:2

ମୁଁ ତୁମ୍ଭମାନଙ୍କୁ ଗୋଟିଏ ଉଦାହରଣ ଦେଉଛି। ଜଣେ ବିବାହିତା ସ୍ତ୍ରୀଲୋକ ତାହାର ସ୍ବାମୀ ଜୀବିତ ଥିବା ସମୟ ପର୍ୟ୍ଯନ୍ତ ତା' ସହିତ ଆବଦ୍ଧ ହାଇେ ରହିଥାଏ। କିନ୍ତୁ ଯେତବେେଳେ ତାହାର ସ୍ବାମୀ ମରି ଯାଏ ସେ ବିବାହର ନିୟମରୁ ମୁକ୍ତ ହାଇେ ଯାଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 6:16

ଶାସ୍ତ୍ର ରେ ଲଖାେଅଛି ଉଭୟ ଏକ ହବେେ। ଅତଏବ ତୁମ୍ଭମାନେେ ଜାଣିବା ଉଚିତ୍ ଯେ ବେଶ୍ଯାଗମନ କରୁଥିବା ଜଣେ ଲୋକ ଶାରୀରିକ ଭାବରେ ତା' ସହିତ ଏକ ହୁଏ।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:2

କିନ୍ତୁ ୟୌନଗତ ପାପ ବଡ଼ ବିପଦଜନକ। ଅତଏବ ପ୍ରେତ୍ୟକକ ପୁରୁଷର ନିଜର ପତ୍ନୀ ଥିବା ଉଚିତ୍। ସହେିଭଳି ପ୍ରେତ୍ୟକକ ସ୍ତ୍ରୀର ନିଜ ସ୍ବାମୀ ଥିବା ଉଚିତ୍।

କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 7:10

ଯେଉଁମାନେ ବିବାହିତ ସମାନଙ୍କେୁ ମୁଁ ଏକ ଆଦେଶ ଦେଉଛି - ଏହି ଆଦେଶ ମାେ' ଠାରୁ ନୁହେଁ ବରଂ, ପ୍ରଭୁ ନିଜେ ଏହି ଆଦେଶ ଦିଅନ୍ତି।

ଏଫିସୀୟଙ୍କ ପ୍ରତି ପତ୍ର 5:28

ଠିକ୍ ସହେିଭଳି ପତିମାନେ ନିଜ-ନିଜ ପତ୍ନୀଙ୍କୁ ପ୍ ରମେ କରିବା କଥା। ନିଜ ଶରୀରକୁ ପ୍ ରମେ କରିଲା ଭଳି ପ୍ ରମେ କରିବା କଥା। ଯେଉଁ ଲୋକ ନିଜ ପତ୍ନୀକୁ ପ୍ ରମେ କରେ, ସେ ନିଜ ଶରୀରକୁ ପ୍ ରମେ କରେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 5:14

ଅତଏବ ୟୁବତୀମାନେ ବିବାହ କରନ୍ତୁ ସମାନଙ୍କେର ପିଲା-ଛୁଆ ହୁଅନ୍ତୁ ଏବଂ ସମାନେେ ନିଜ ଘରର ଯତ୍ନ ନିଅନ୍ତୁ, ମୁଁ ଏହା ଚା ହେଁ। ଯଦି ସମାନେେ ଏପରି କରିବେ, ତା ହେଲେ ଆମ୍ଭ ଶତୃମାନେ ସମାନଙ୍କେୁ ସମାଲୋଚନା କରିବା ପାଇଁ କୌଣସି କାରଣ ପାଇବେ ନାହିଁ।

ପିତରଙ୍କ ପ୍ରଥମ ପତ୍ 3:1

ଠିକ୍ ସହେି ଭଳି ପତ୍ନୀମାନେ ନିଜ ନିଜର ପତିମାନଙ୍କର ଅଧିକାର ମାନିବା ଉଚିତ୍। ତା' ହେଲେ, ଯଦି ପତିମାନଙ୍କ ମଧ୍ଯରୁ କେତଜେଣ ପରମେଶ୍ବରଙ୍କ ଶିକ୍ଷା ମାନୁ ନାହାଁନ୍ତି, ସମାନଙ୍କେୁ ବିଶ୍ବାସ କରିବା ପାଇଁ ମନାଇପାରିବ। ତୁମ୍ଭେ କିଛି କହିବା ଦରକାର ହବେ ନାହିଁ। ସମାନେେ ସମାନଙ୍କେର ପତ୍ନୀଙ୍କ ଜୀବନ ଦେଖି ପ୍ରଭାବିତ ହବେେ।

Interlinear

Choose Theme