ମାର୍କଲିଖିତ ସୁସମାଚାର 10:7 · ଓଡ଼ିଆ ବାଇବେଲ
ଏଣୁ ଜଣେ ପୁରୁଷ ନିଜ ବାପାମାଆଙ୍କୁ ଛାଡି ନିଜ ସ୍ତ୍ରୀ ସହିତ ମିଳିତ ହବେ
Cross references
ଆଦି ପୁସ୍ତକ 2:24
ମନୁଷ୍ଯ ପିତା ମାତାଙ୍କୁ ଛାଡ଼ି ସ୍ତ୍ରୀ ସହିତ ଏକତ୍ରୀତ ହବେ। ଯେପରି ସମାନେେ ଏକ ବ୍ଯକ୍ତି, ଏହା ଏପରି ଭାବରେ ହବେ।
ମାଥିଉଲିଖିତ ସୁସମାଚାର 19:5
ପରମେଶ୍ବର କହିଲେ, 'ଏହି କାରଣରୁ ପୁରୁଷ ନିଜ ପିତାମାତାଙ୍କୁ ଛାଡ଼ି ତା ସ୍ତ୍ରୀ ସହିତ ମିଳିତ ହବେ, ଏବଂ ସେ ଦୁଇଜଣ ଏକ ହାଇଯେିବେ।'
ଏଫିସୀୟଙ୍କ ପ୍ରତି ପତ୍ର 5:31
ଶାସ୍ତ୍ର କୁ ହେ : ଅତଏବ ଜଣେ ମନୁଷ୍ଯ ନିଜ ପିତା ଓ ମାତାକୁ ଛାଡ଼ି ତା ପତ୍ନୀ ସହିତ ସଂଲଗ୍ନ ହୁଏ। ଓ ସେ ଦୁଇଜଣ ଏକ ହାଇେ ଯାଆନ୍ତି।283