Home Bibles ବିଚାରକର୍ତାମାନଙ୍କ ବିବରଣ 16:11 · ଓଡ଼ିଆ ବାଇବେଲ
ବିଚାରକର୍ତାମାନଙ୍କ ବିବରଣ 16:11 · ଓଡ଼ିଆ ବାଇବେଲ

ତହିଁରେ ସେ ତାକକ୍ସ୍ଟ କହିଲେ, ଯେଉଁ ରଜ୍ଜକ୍ସ୍ଟ ରେ କୌଣସି କର୍ମ କରାୟାଇ ନାହିଁ। ଏପରି ନୂତନ ରଜ୍ଜକ୍ସ୍ଟ ଦୌଡି ରେ ମାେତେ ବିନ୍ଧିଲେ ମୁ ଦୁର୍ବଳ ହାଇେ ଅନ୍ୟ ଲୋକଙ୍କ ପରି ହାଇଯେିବି।

Cross references

ବିଚାରକର୍ତାମାନଙ୍କ ବିବରଣ 15:13

ୟିହକ୍ସ୍ଟଦାର ଲୋକମାନେ କହିଲେ, ଆମ୍ଭେ ଏହି ପ୍ରସ୍ଥାବ ରେ ରାଜିଅଛକ୍ସ୍ଟ। ଆମ୍ଭେ କବଳେ ତୁମ୍ଭକୁ ଧରିବକ୍ସ୍ଟ ଏବଂ ପଲେଷ୍ଟୀୟମାନଙ୍କୁ ହସ୍ତାନ୍ତର କରିଦବେକ୍ସ୍ଟ। ଆମ୍ଭେ ପ୍ରତିଜ୍ଞା କରୁଛକ୍ସ୍ଟ ତୁମ୍ଭକୁ କବେେ ହତ୍ଯା କରିବକ୍ସ୍ଟ ନାହିଁ। ତେଣୁ ସମାନେେ ଦକ୍ସ୍ଟଇଟି ନୂତନ ରସି ରେ ଶାମ୍ଶାେନ୍କକ୍ସ୍ଟ ବାନ୍ଧି ଶୈଳ ବାହାରକକ୍ସ୍ଟ ଆଣିଲେ।

ହିତୋପଦେଶ 13:3

ଯେଉଁ ଲୋକ ଆପଣା ମୁଖର କଥାକୁ ଜଗେ ସେ ତା'ର ଜୀବନ ରକ୍ଷା କରେ। ଯେ ଚିନ୍ତା ନ କରି କ ହେ ସେ ବିନାଶ ପ୍ରାପ୍ତ ହୁଏ।

ହିତୋପଦେଶ 13:5

ଧାର୍ମିକ ଲୋକ ମିଥ୍ଯାକୁ ଘୃଣା କରେ। ମାତ୍ର ଦୁଷ୍ଟ ଲୋକ ଲଜ୍ଜା ଭୋଗ କରେ।

ହିତୋପଦେଶ 29:25

ଲୋକଭୟ ଫାନ୍ଦଜନକ, ମାତ୍ର ସଦାପ୍ରଭୁଙ୍କଠା ରେ ଯେ ନିର୍ଭର ରେଖ, ସେ ସୁରକ୍ଷିତ ହବେ।

ଏଫିସୀୟଙ୍କ ପ୍ରତି ପତ୍ର 4:25

ଅତଏବ ତୁମ୍ଭେ ମିଛ କହିବା ବନ୍ଦ କର। ସର୍ବଦା ପରସ୍ପରକୁ ସତ୍ଯ କୁହ, ଯେ ହତେୁ ଆମ୍ଭେ ସମସ୍ତେ ଗୋଟିଏ ଦହରେ ଅଙ୍ଗପ୍ରତ୍ଯଙ୍ଗ ଅଟୁ।

Interlinear

Choose Theme