Home Bibles ☰ Books ଏଫିସୀୟଙ୍କ ପ୍ରତି ପତ୍ର 4:26 · ଓଡ଼ିଆ ବାଇବେଲ
ଏଫିସୀୟଙ୍କ ପ୍ରତି ପତ୍ର 4:26 · ଓଡ଼ିଆ ବାଇବେଲ

ଯେତବେେଳେ ତୁମ୍ଭର କୋର୍ଧ ହୁଏ, ସେତବେେଳେ ଅତି କୋର୍ଧୀ ହାଇେ ପାପ କର ନାହିଁ।

Cross references

ଯାତ୍ରା ପୁସ୍ତକ 11:8

ଏହାପରେ ତୁମ୍ଭମାନଙ୍କର ସମସ୍ତ ଅଧିକାରୀଗଣ ମାେ ନିକଟକୁ ଆସିବେ ଏବଂ ମାେ ଆଗ ରେ ମଥାନତ କରିବେ। ସମାନେେ କହିବେ, ସମସ୍ତ ଲୋକମାନଙ୍କ ସହିତ ବାହାରି ୟାଅ। ଏହାପରେ ମୁଁ ୟିବି। ତା'ପରେ କୋର୍ଧ ରେ ମାଶାେ ଫାରୋଙ୍କୁ ପରିତ୍ଯାଗ କଲେ।'

ଯାତ୍ରା ପୁସ୍ତକ 32:21

ମାଶାେ ହାରୋଣଙ୍କୁ କହିଲେ, ଏ ଲୋକମାନେ ତୁମ୍ଭ ପାଇଁ କ'ଣ କଲେ? କାହିଁକି ତୁମ୍ଭେ ତାକୁ ଏପରି ପାପ କରିବାକୁ ଆଗଇେ ନଲେ?

ଗଣନା ପୁସ୍ତକ 20:10

ପୁଣି ମାଶାେ ଓ ହାରୋଣ ସହେି ଶୈଳ ସମ୍ମୁଖ ରେ ସମଗ୍ର ମଣ୍ତଳୀକୁ ଏକତ୍ର କଲେ। ସମାନଙ୍କେୁ କହିଲେ, ହେ ବିଦ୍ରୋହୀଗଣ, ଦେଖ, ଆମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଏହି ଶୈଳରୁ ଜଳ ବାହାର କରିବୁ।

ଗଣନା ପୁସ୍ତକ 20:24

ହାରୋଣର ଏହା ମୃତ୍ଯୁ ସମୟ ଓ ସେ ତା'ର ପୂର୍ବପୁରୁଷଙ୍କ ନିକଟକୁ ୟିବ। ମୁଁ ଇଶ୍ରାୟେଲର ଲୋକମାନଙ୍କୁ ଯେଉଁ ଦେଶ ଦଇେଅଛ, ସହେି ଦେଶ ରେ ସେ ପ୍ରବେଶ କରିବ ନାହିଁ। କାରଣ ତୁମ୍ଭେ ଉଭୟ ମିରୀବାଃ-ଜଳ ନିକଟରେ ମାେ ବିରୁଦ୍ଧ ରେ ବିଦ୍ରୋହ କଲ।

ଗଣନା ପୁସ୍ତକ 25:7

ତେଣୁ ହାରୋଣ ଯାଜକର ପୌତ୍ର, ଇଲିଯାସରର ପୁତ୍ର ପୀନହସ ତାହା ଦେଖି ମଣ୍ତଳୀ ମଧ୍ଯରୁ ଉଠି ହାତ ରେ ଏକ ବର୍ଚ୍ଛା ନଲୋ।

ଦିତୀୟ ବିବରଣ 24:15

ସନ୍ଧ୍ଯା ପୂର୍ବରକ୍ସ୍ଟ ତାହାକକ୍ସ୍ଟ ତାହାର ବତନେ ଦବେ। କାରଣ ସେ ଦକ୍ସ୍ଟଃଖୀ ଲୋକ ତହିଁ ଉପରେ ତାହାର ମନ ଥାଏ। କଜାେଣି ସେ ତକ୍ସ୍ଟମ୍ଭ ବିରକ୍ସ୍ଟଦ୍ଧ ରେ ସଦାପ୍ରଭୁଙ୍କୁ ଡାକ ପକାଇବ, ତହିଁରେ ତୁମ୍ଭର ପାପ ହବେ।

ପ୍ରଥମ ଶାମୁୟେଲ 20:34

ଯୋନାଥନ ବହକ୍ସ୍ଟତ ରାଗିଗଲା ଓ ଖାଇବା ଟବେକ୍ସ୍ଟଲ ପାଖରକ୍ସ୍ଟ ଉଠିଗଲା। ଯୋନାଥନ ତାଙ୍କ ପିତାଙ୍କ ଉପରେ ରାଗିଗଲା ଓ ଦ୍ବିତୀୟଦିନ ଭୋଜି ରେ କିଛି ଖାଇଲା ନାହିଁ। ଯୋନାଥନ ରାଗିଲେ କାରଣ ଶାଉଲ ତାଙ୍କୁ ଅପମାନିତ କଲେ ଆଉ ମଧ୍ଯ ଶାଉଲ ଦାଉଦଙ୍କକ୍ସ୍ଟ ମାରିବାକକ୍ସ୍ଟ ଗ୍ଭହକ୍ସ୍ଟଁଥିଲେ।

ନିହିମିୟା 5:6

ଯେତବେେଳେ ମୁଁ ସମାନଙ୍କେର ଏହି ଅଭିଯୋଗ ସବୁ ଶୁଣିଲି, ମୁଁ ଅତ୍ଯନ୍ତ କୃଦ୍ଧ ହଲିେ।

ଗୀତସଂହିତା 4:4

ୟଦି ତୁମ୍ଭକୁ କୌଣସି କଥା ବିବ୍ରତ କରୁଛି, ତୁମ୍ଭେ ବିଛଣାକୁ ଶାଇେବାକୁ ୟିବା ପୂର୍ବରୁ ସହେି କଥାଗୁଡ଼ିକ ଚିନ୍ତା କର ଓ ଆନନ୍ଦ ମନରେ ଶାନ୍ତିରେ ଆରାମ କର।

ଗୀତସଂହିତା 37:8

କୋର୍ଧ ତ୍ଯାଗ କର। କୋପ ତ୍ଯାଗ କର। ଏତେ ଅର୍ଧୈୟ୍ଯ ହୁଅ ନାହିଁ, ୟାହାଫଳରେ ତୁମ୍ଭେ ମଧ୍ଯ ମନ୍ଦକାର୍ୟ୍ଯ କରି ବସିବ।

ଗୀତସଂହିତା 106:30

କିନ୍ତୁ ପୀନହସ୍ ପରମେଶ୍ବରଙ୍କୁ ପ୍ରାର୍ଥନା କଲେ ଏବଂ ପରମେଶ୍ବର ତା'ର ମହାମାରୀ ଦୂର କଲେ।

ହିତୋପଦେଶ 14:29

ଯେ କୋରଧ ରେ ଧୀର, ସେ ବଡ଼ ଜ୍ଞାନୀ। ଜଣେ ୟିଏ ହଠାତ୍ ରାଗେ, ସେ ଅଜ୍ଞ ବୋଲି ଦର୍ଶାଏ।

ହିତୋପଦେଶ 19:11

ମନୁଷ୍ଯର ସୁବୁଦ୍ଧି ତାହାକୁ କୋର୍ଧକୁ କ୍ଷାନ୍ତ କରେ। ଏବଂ ଏହା ହେଉଛି ଆଶ୍ଚର୍ୟ୍ଯ ସେ ଦୋଷୀମାନଙ୍କୁ କ୍ଷମା କରି ଦିଏ।

Interlinear

Choose Theme