Home Bibles ହୋଶେୟ 4:2 · ଓଡ଼ିଆ ବାଇବେଲ
ହୋଶେୟ 4:2 · ଓଡ଼ିଆ ବାଇବେଲ

ଏହି ଲୋକମାନେ ଶପଥ, ମିଥ୍ଯା, ହତ୍ଯା ଓ ଗ୍ଭରେି କରନ୍ତି। ସମାନେେ ବ୍ଯଭିଗ୍ଭରିତାର ପାପ ଦ୍ବାରା ସନ୍ତାନ ଲାଭ କରନ୍ତି। ସମାନେେ ବାରମ୍ବାର ନରହତ୍ଯା କରନ୍ତି।

Cross references

ଯିଶାଇୟ 24:5

ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସମାନେେ ପରମେଶ୍ବର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସମାନେେ ପରମେଶ୍ବରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାଁନ୍ତି। ଅନନ୍ତକାଳସ୍ଥାଯୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି।

ଯିଶାଇୟ 48:1

ସଦାପ୍ରଭୁ କୁହନ୍ତି, ହେ ଯାକୁବର ପରିବାର, ଯିହୁଦାର କଟିରୁ ଜନ୍ମ, ଇଶ୍ରାୟେଲ ପରି ଖ୍ଯାତ, ଦୟାକରି ମାେ କଥା ଶୁଣ। ତୁମ୍ଭମାନେେ ସଦାପ୍ରଭୁଙ୍କ ନାମ ରେ ଶପଥ କରୁଅଛ ଓ ଇଶ୍ରାୟେଲ ପରମେଶ୍ବରଙ୍କ ପ୍ରଶଂସା ଗାନ କରୁଅଛ। କିନ୍ତୁ ତୁମ୍ଭମାନେେ ଏହି କାର୍ୟ୍ଯ ସତ୍ଯ ଓ ଧାର୍ମିକତା ରେ କରୁ ନାହିଁ।'

ଯିଶାଇୟ 59:2

ମାତ୍ର ତୁମ୍ଭମାନଙ୍କର ପାପଗୁଡ଼ିକ ତୁମ୍ଭମାନଙ୍କର ଓ ତୁମ୍ଭମାନଙ୍କର ପରମେଶ୍ବରଙ୍କ ମଧିଅରେ ବିଚ୍ଛଦେ ଘଟାଇଅଛି ଓ ତୁମ୍ଭମାନଙ୍କର ପାପସବୁ ତୁମ୍ଭମାନଙ୍କଠାରୁ ତାହାଙ୍କ ମୁଖ ଲୁଚାଇଅଛି, ଏଣୁ ସେ ଶୁଣିବେ ନାହିଁ।

ଯିଶାଇୟ 59:12

ତୁମ୍ଭ ସମ୍ମୁଖ ରେ ଆମ୍ଭମାନଙ୍କର ଅଧର୍ମ ଅନକେ ଓ ଆମ୍ଭମାନଙ୍କର ପାପ ଆମ୍ଭ ବିରୁଦ୍ଧ ରେ ସାକ୍ଷ୍ଯ ଦେଉଅଛି। କାରଣ ଆମ୍ଭମାନଙ୍କର ଅଧର୍ମସବୁ ଆମ୍ଭମାନଙ୍କ ସଙ୍ଗେ ସଙ୍ଗେ ଅଛି ଓ ଆମ୍ଭମାନଙ୍କର ପାପଗୁଡ଼ିକ ଆମ୍ଭମାନେେ ଜାଣୁ।

ଯିରିମିୟ 5:1

ସଦାପ୍ରଭୁ କହନ୍ତି, ତୁମ୍ଭମାନେେ ୟିରୁଶାଲମର ସବୁ ସଡ଼କରେ ବୁଲି ଦେଖ, ଚାରିଆଡ଼କୁ ଚାହିଁ ବୁଝ। ତହିଁର ଛକସ୍ଥାନ ସବୁ ଖାଜେ। ଯଦି ତୁମ୍ଭମାନେେ ଜଣେ ନ୍ଯାଯପରାଯଣ ଓ ସତ୍ଯାନୁସରଣକାରୀକୁ ପାଇବ, ତବେେ ଆମ୍ଭେ ସେ ନଗରକୁ କ୍ଷମା କରିବା।

ଯିରିମିୟ 5:2

ସମାନେେ, 'ଜୀବତ୍ ସଦାପ୍ରଭୁ' କହିଲେ ହେଁ ନିତାନ୍ତ ମିଥ୍ଯା ରେ ଶପଥ କରନ୍ତି।

ଯିରିମିୟ 5:7

ପରମେଶ୍ବର ପୁଣି କହିଲେ, ଏ ଯିହୁଦା, ତୁମ୍ଭେ ଗୋଟିଏ କାରଣ ଦିଅ, ଆମ୍ଭେ ତୁମ୍ଭକୁ କାହିଁକି କ୍ଷମା କରିବା ? ତୁମ୍ଭର ସନ୍ତାନମାନେ ଆମ୍ଭକୁ ପରିତ୍ଯାଗ କରିଛନ୍ତି। ଯେଉଁମାନେ ଈଶ୍ବର ନୁହଁନ୍ତି ସମାନେେ ସମାନଙ୍କେ ନାମ ରେ ଶପଥ କରିଅଛନ୍ତି। ଆମ୍ଭେ ସମାନଙ୍କେୁ ସମସ୍ତ ଭୋଜନ ଦଇେ ପରିତୃପ୍ତ କରାଇଲେ ମଧ୍ଯ ସମାନେେ ବ୍ଯଭିଚାରୀ ହେଲେ। ସମାନେେ ଦଳ ଦଳ ହାଇେ ବେଶ୍ଯାମାନଙ୍କ ଗୃହ ରେ ବହୁ ସମୟ ଅତିବାହିତ କଲେ।

ଯିରିମିୟ 5:26

କାରଣ ଆମ୍ଭେ ଲୋକମାନଙ୍କ ମଧିଅରେ କେତକେ ଦୁଷ୍ଟ ଲୋକ ଅଛନ୍ତି। ସମାନେେ ବ୍ଯାଧ ତୁଲ୍ଯ ଫାଶ ବସାନ୍ତି ଓ ଲୋକମାନଙ୍କୁ ସହେି ଫାନ୍ଦ ରେ ପକାନ୍ତି।

ଯିରିମିୟ 6:7

ଯେପରି କୂପ ତା'ର ଜଳକୁ ସତଜେ ରେଖ, ସହେିପରି ୟିରୁଶାଲମ ତା'ର ଦୁଷ୍ଟତା ସତଜେ ରେଖ। ତାହାରି ମଧିଅରେ ଦୌରାତ୍ମ୍ଯ ଓ ଅପହରଣ ଶୁଣାୟାଏ। ପୁଣି ପୀଡ଼ା ଓ କ୍ଷତ ନିରନ୍ତର ଆମ୍ଭ ସାକ୍ଷାତ ରେ ଥାଏ।

ଯିରିମିୟ 7:6

ତୁମ୍ଭମାନେେ ଯଦି ବିଦେଶୀ, ଅନାଥ ଓ ବିଧବା ପ୍ରତି ଉଚିତ୍ ବ୍ଯବହାର କରିବ, ଯଦି ତୁମ୍ଭମାନେେ ଏ ସ୍ଥାନ ରେ ନିର୍ଦ୍ ଦୋଷ ମାନଙ୍କୁ ହତ୍ଯା ନ କରିବ, ଯଦି ତୁମ୍ଭମାନେେ ଆପଣାର କ୍ଷତି ନିମନ୍ତେ ଅନ୍ୟ ଦବେତାମାନଙ୍କୁ ଅନୁସରଣ ନ କର,

ଯିରିମିୟ 9:2

ଆଉ ଯଦି ପଥିକମାନଙ୍କର ବସାପରି ପ୍ରାନ୍ତର ରେ ମାରେ ଗୋଟିଏ ବସା ଥାଆନ୍ତା, ତବେେ ମୁଁ ନିଜ ଲୋକମାନଙ୍କୁ ତ୍ଯାଗ କରି ସମାନଙ୍କେଠାରୁ ଦୂ ରଇେ ୟାଇ ପାରନ୍ତି। କାରଣ ସମାନେେ ସମସ୍ତେ ବ୍ଯଭିଚାରୀ ଓ ପରମେଶ୍ବରଙ୍କ ପ୍ରତି ବିଶ୍ବାସଘାତକତା କରିଛନ୍ତି।

ଯିରିମିୟ 23:10

କାରଣ ଯିହୁଦା ପାପୀ ଓ ବ୍ଯଭିଚାରୀମାନଙ୍କର ପରିପୂର୍ଣ୍ଣ। ସମାନେେ ବହୁ ଭାବରେ ଅବିଶ୍ବସ୍ତ ହାଇେଛନ୍ତି। ସଦାପ୍ରଭୁଙ୍କର ଅଭିଶାପ ଯୋଗୁଁ ପ୍ରାନ୍ତରସ୍ଥ ଚାରଣଭୂମି ଶୁଷ୍କ ହାଇେଅଛି। ଦେଶ ଶାେକ କରୁଅଛି। ଭବିଷ୍ଯଦବକ୍ତାଙ୍କର ବ୍ଯବହାର ଓ ପରାକ୍ରମ ନ୍ଯାଯସଙ୍ଗତ ନୁହେଁ।

ଯିରିମିୟଙ୍କ ବିଳାପ 4:13

ଏହା ଘଟିଲା, କାରଣ ୟିରୁଶାଲମର ଯାଜକଗଣ ଓ ଭବିଷ୍ଯଦ୍ ବକ୍ତାଗଣ ପାପ କଲେ। ଏବଂ ସମାନେେ ତାଙ୍କ ସତ୍ ଲୋକମାନଙ୍କର ରକ୍ତପାତ କଲେ।

ଯିହିଜିକଲ 22:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ଏହି ରକ୍ତପାତ ନଗରୀର ବିଚାର କରିବ ? ତବେେ ତାହାର ଘୃଣା ଯୋଗ୍ଯ ସମସ୍ତ କ୍ରିଯା ଏହାକୁ ଜ୍ଞାତ କରାଅ।

ଯିହିଜିକଲ 22:25

ତାହାର ଭବିଷ୍ଯଦବକ୍ତାମାନେ ସଠାେ ରେ ଚକ୍ରାନ୍ତ କରିଛନ୍ତି। ସମାନେେ ପ୍ରାଣୀମାନଙ୍କୁ ହତ୍ଯା କରିବାକୁ ଉତ୍ସୁକ ଗର୍ଜ୍ଜନକାରୀ ସିଂହ ସଦୃଶ। ସମାନେେ ଲୋକମାନଙ୍କୁ ଶୋଷଣ କରନ୍ତି, ସମାନେେ ମୂଲ୍ଯବାନ ଓ ବହୁମୂଲ୍ଯ ବସ୍ତ୍ର ହରଣ କରନ୍ତି ; ସମାନେେ ବହୁ ମହିଳାଙ୍କୁ ବିଧବା କରିଅଛନ୍ତି।

ହୋଶେୟ 5:2

ତୁମ୍ଭମାନେେ ବହୁ ମନ୍ଦ କାର୍ୟ୍ଯ କରିଛ। ତେଣୁ ଆମ୍ଭେ ତୁମ୍ଭମାନଙ୍କୁ ଦଣ୍ତ ଦବୋ।

ହୋଶେୟ 6:9

ଡକାଯତମାନଙ୍କ ପରି ସମାନେେ ଲୋକମାନଙ୍କୁ ଆକ୍ରମଣ କରିବାକୁ ଅପେକ୍ଷା କରନ୍ତି। ସହେିପରି, ଯାଜକଙ୍କ ଦଳ ଶିଖିମକୁ ଯାଉଥିବା ଲୋକମାନଙ୍କୁ ରାସ୍ତା ରେ ଅପେକ୍ଷା କରନ୍ତି ଓ ସମାନଙ୍କେୁ ଆକ୍ରମଣ କରନ୍ତି। ସମାନେେ ଏକତ୍ରୀତ ହାଇେ ମନ୍ଦ କାର୍ୟ୍ଯ କରିବାକୁ ଯୋଜନା କରନ୍ତି।

ହୋଶେୟ 7:1

ଆମ୍ଭେ ଇଶ୍ରାୟେଲକୁ ସୁସ୍ଥ କରିବା। ତା'ପ ରେ ଲୋକମାନେ ଜାଣିବେ ଯେ ଇଫ୍ରଯିମ ପାପ କରିଥିଲା। ଶମରିଯାର ପାପ ଆଚରଣ ବିଷଯ ରେ ଲୋକମାନେ ଜାଣିବେ। ସହେି ସହର ରେ ଗ୍ଭରମାନେେ ୟାତାଯତ କରୁଛନ୍ତି ଲୋକମାନେ ଜାଣିବେ।

ହୋଶେୟ 7:3

ସମାନଙ୍କେର ମନ୍ଦ କାର୍ୟ୍ଯ ସମାନଙ୍କେର ରାଜାଙ୍କୁ ଖୁସୀ କରେ। ସମାନଙ୍କେର ମିଥ୍ଯା ସମାନଙ୍କେର ନେତାଙ୍କୁ ଆନନ୍ଦ ପ୍ରଦାନ କରେ।

ହୋଶେୟ 10:4

ସମାନେେ ଶପଥ ନିଅନ୍ତୁ କିନ୍ତୁ ସମାନେେ କବଳେ ମିଥ୍ଯା କୁହନ୍ତୁ। ସମାନେେ ସମାନଙ୍କେର ଶପଥ ରକ୍ଷା କରନ୍ତି ନାହିଁ। ସମାନେେ ଚୁକ୍ତି କରନ୍ତି। ସେଥିପାଇଁ ନ୍ଯାଯ କୃଷିକ୍ଷେତ୍ର ରେ ବିଷାକ୍ତ ଅନାବନା ଘାସ ପରି ବଢେ।

ହୋଶେୟ 12:14

କିନ୍ତୁ ଇଫ୍ରଯିମ ସଦାପ୍ରଭୁଙ୍କୁ ରଗାଇବାର କାରଣ ହେଲା। ଇଫ୍ରଯିମ ବହୁ ଲୋକଙ୍କୁ ହତ୍ଯା କଲା। ତେଣୁ ସେ ତା'ର ଦୋଷ ପାଇଁ ଦଣ୍ତିତ ହବେ। ସମାନଙ୍କେର ମୁନିବ ପରମେଶ୍ବର ସହେି ଅପମାନ ସମାନଙ୍କେୁ ସହ୍ଯ କରାଇବେ।

ମୀଖା 2:1

ଯେଉଁମାନେ ପାପ ଚିନ୍ତା କରନ୍ତି, ଦୁଃଖ ଦୁର୍ଦ୍ଦଶା ସମାନଙ୍କେ ନିକଟକୁ ଆ ସେ। ସହେି ଲୋକମାନେ ନିଜ ନିଜ ଶୟ୍ଯା ଉପ ରେ ପଡିରହି ମନ୍ଦ କଥା ଚିନ୍ତା କରନ୍ତି। ଯେତବେେଳେ ପ୍ରଭାତ ହୁଏ, ପାଞ୍ଚିଥିବା ମନ୍ଦ କଥାକୁ କାର୍ୟ୍ଯକାରୀ କରନ୍ତି। କାରଣ ସହଜ ରେ ସେ କାର୍ୟ୍ଯ କରିବାକୁ ତାଙ୍କର ସେ ଶକ୍ତି ଥାଏ।

ମୀଖା 3:2

କିନ୍ତୁ ତୁମ୍ଭମାନେେ ସୁକର୍ମକୁ ଘୃଣାକରି ଦୁଷ୍କର୍ମକୁ ଭଲ ପାଉଛ। ଆଉ ମଧ୍ଯ ଲୋକମାଙ୍କ ଶରୀରରୁ ଚର୍ମ ବିଦୀର୍ଣ୍ଣ କରିଛ ଏବଂ ସମାନଙ୍କେର ଅସ୍ଥିରୁ ମାଂସ କାଢି ନଇେଛ।

ମୀଖା 3:9

ହେ ଯାକୁବର ବୃଦ୍ଧଗଣ ଓ ଇଶ୍ରାୟେଲର ଶାସକଗଣ ମାେ କଥା ଶୁଣ! ତୁମ୍ଭମାନେେ ନ୍ଯାଯ ବିଗ୍ଭର ଚଳଣିକୁ ଘୃଣା କରୁଛ। ଯାହାସବୁ ନ୍ଯାଯ ଓ ଯଥାର୍ଥ ତୁମ୍ଭମାନେେ ସେ ସମସ୍ତକୁ ମିଥ୍ଯା କରୁଛ।

ମୀଖା 6:10

ମନ୍ଦାଗ୍ଭରୀଗଣ କ'ଣ ଏବେ ସୁଦ୍ଧା ଗ୍ଭରେି ଧନସମ୍ପତ୍ତିକୁ ଲୁଗ୍ଭଇ ରଖିଛନ୍ତି? ସହେି ମନ୍ଦାଗ୍ଭରୀଗଣ ଏବେ କ'ଣ େଛାଟ ଐଫା ରେ ଲୋକମାନଙ୍କୁ ପ୍ରତାରଣା କରୁଛନ୍ତି? ହଁ, ଏହିସବୁ ଘଟଣା ଏବେ ମଧ୍ଯ ଘଟୁଅଛି।

ମୀଖା 7:2

ମୁଁ ବୁଝୁଛି, ଦେଶରୁ ସମସ୍ତ ବିଶ୍ବସ୍ତ ଓ ଉତ୍ତମ ଲୋକ ଗ୍ଭଲି ୟାଇଛନ୍ତି। ପ୍ରେତ୍ୟକକ ଅନ୍ୟକୁ ମାରିବାକୁ ଅପେକ୍ଷା କରି ରହିଛନ୍ତି। ପ୍ରେତ୍ୟକକ ନିଜର ଭାଇକୁ ମଧ୍ଯ ଜାଲ ରେ ପକାଇବାକୁ ଚେଷ୍ଟା କରୁଛନ୍ତି।

ସିଫନିୟ 3:1

ହେ ୟିରୁଶାଲମ, ତୁମ୍ଭ ଲୋକମାନେ ପରମେଶ୍ବରଙ୍କ ବିରୁଦ୍ଧ ରେ ସଂଗ୍ରାମ କଲେ। ସମାନେେ ଅନ୍ୟମାନଙ୍କୁ ଆଘାତ କଲେ ଏବଂ ସମାନେେ ପାପ ରେ କଳୁଷିତ ହାଇଗେଲେ।

ଯିଖରିୟ 5:3

ତା'ପ ରେ ସହେି ସ୍ବର୍ଗଦୂତ କହିଲେ, ଏହି ନଳାକାର ପୁସ୍ତକରେ ଅଭିଶାପ ଅଛି, ଯାହା ସାରା ପୃଥିବୀ ବିରୁଦ୍ଧ ରେ ଯାଉଛି। ଏହା ଚୋର ଏବଂ ମିଥ୍ଯାଶପଥକାରୀ ଦୁଇଜଣଙ୍କୁ ଅଭିଶାପ ଦିଏ, ଯେଉଁମାନେ ଦଣ୍ତିତ ନ ହାଇେ ଖସି ୟାଇଛନ୍ତି।

ଯିଖରିୟ 7:9

ସର୍ବଶକ୍ତିମାନ୍ ସଦାପ୍ରଭୁ ଏହିସବୁ କଥା କହିଲେ, ଯଥାର୍ଥ ନ୍ଯାଯ ଆଚରଣ କର, ନିଜ ନିଜ ଭ୍ରାତୃଗଣଙ୍କ ପ୍ରତି ଦୟା ଓ କରୁଣା ପ୍ରକାଶ କର।

ମାଥିଉଲିଖିତ ସୁସମାଚାର 23:35

ତେଣୁ ଧାର୍ମିକ ଲୋକ ହବେଲଙ୍କଠାରୁ ଆରମ୍ଭ କରି ବରେିଖିୟଙ୍କ ପୁତ୍ର ୟିଖରିୟଙ୍କ ପର୍ୟ୍ଯନ୍ତ ଏ ପୃଥିବୀ ରେ ଯେତେ ଭଲ ଲୋକଙ୍କୁ ମାରି ଦିଆ ଯାଇଛି, ସେଥିପାଇଁ ତୁମ୍ଭମାନେେ ଦୋଷୀ ସାବ୍ଯସ୍ତ ହବେ। ବରେିଖିୟଙ୍କ ପୁତ୍ରୟିଖରିୟଙ୍କୁ ମନ୍ଦିର ଓ ବଦେୀ ମଧ୍ଯ ସ୍ଥଳ ରେ ତୁମ୍ଭମାନେେ ହତ୍ଯା କରିଥିଲ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:52

ତୁମ୍ଭମାନଙ୍କର ପୂର୍ବପୁରୁଷମାନେ କୌଣସି ଭାବବାଦୀଙ୍କୁ ତାଡ଼ନା ନକରି ଛାଡ଼ି ନାହାଁନ୍ତି। ଏହି ଭାବବାଦୀମାନେ ପୂର୍ବରୁ ସହେି ଧାର୍ମିକ ବ୍ଯକ୍ତିଙ୍କର ଆଗମନ କଥା କହିଥିଲେ। କିନ୍ତୁ ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସହେି ଲୋକମାନଙ୍କୁ ମଧ୍ଯ ମାରି ଦଇେଥିଲେ। ବର୍ତ୍ତମାନ ତୁମ୍ଭମାନେେ ସହେି ଧାର୍ମିକ ବ୍ଯକ୍ତିଙ୍କୁ ପ୍ରତାରିତ ଓ ହତ୍ଯା କରିଛ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 2:15

ସେ ଯିହୂଦୀମାନେ ପ୍ରଭୁ ଯୀଶୁଙ୍କୁ ମାରି ଦେଲେ। ସମାନେେ ଭବିଷ୍ଯଦ୍ ବକ୍ତାମାନଙ୍କୁ ମଧ୍ଯ ମାରି ଦେଲେ। ସହେି ଯିହୂଦୀମାନେ ଆମ୍ଭକୁ ସହେି ଅଞ୍ଚଳ ଛାଡ଼ିବା ପାଇଁ ବାଧ୍ଯ କଲେ। ପରମେଶ୍ବର ସମାନଙ୍କେଠା ରେ ସନ୍ତୁଷ୍ଟ ନୁହଁନ୍ତି। ସମାନେେ ସମଗ୍ର ମାନବ ଜାତିର ବିରୋଧୀ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 17:6

ମୁଁ ସହେି ସ୍ତ୍ରୀ ଲୋକକୁ ପରମେଶ୍ବରଙ୍କର ପବିତ୍ର ଲୋକଙ୍କର ରକ୍ତ ଓ ଯୀଶୁଙ୍କ ବିଷୟ ରେ ସମାନଙ୍କେର ସାକ୍ଷ୍ଯ ଦଇେଥିବା ଲୋକମାନଙ୍କର ରକ୍ତ ପିଇଥିବାର ଦେଖିଲି।

Interlinear

Choose Theme