Home Bibles ଉପଦେଶକ 9:11 · ଓଡ଼ିଆ ବାଇବେଲ
ଉପଦେଶକ 9:11 · ଓଡ଼ିଆ ବାଇବେଲ

ମୁଁ ଫରେି ସୂର୍ୟ୍ଯ ତଳେ କିଛି ଥିବାର ଦେଖିଲି, ଏହି ବାଜି କ୍ଷିପ୍ରଧାବକମାନଙ୍କ ପାଇଁ ନୁହେଁ, ବଳଶାଳୀମାନଙ୍କ ପାଇଁ ୟୁଦ୍ଧର ବିଜଯ କିଅବା ଜ୍ଞାନୀମାନଙ୍କ ପାଇଁ ଖାଦ୍ୟ ଅଥବା ଧନ ବୁଦ୍ଧିମାନ ପାଇଁ।ଶିକ୍ଷିତମାନଙ୍କ ପାଇଁ ଅନୁକମ୍ପା ନାହିଁ। କିନ୍ତୁ ଏଇସବୁ ପରିସ୍ଥିତି ସମୟ ଓ ସୁଯୋଗ ଦ୍ବାରା ପ୍ରଭାବିତ ହୁଏ।

Cross references

ଦିତୀୟ ବିବରଣ 8:18

ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶଓରଙ୍କୁ ସ୍ମରଣ କର। ଏହା କଥା ମନରେଖ ଯେ, ତୁମ୍ଭମାନଙ୍କୁ ସେ ଏପରି କରିବା ପାଇଁ ଶକ୍ତି ଦଇେଛନ୍ତି। ସଦାପ୍ରଭୁ କାହିଁକି ଏପରି କଲେ? କାରଣ ସେ ତୁମ୍ଭମାନଙ୍କର ପୂର୍ବପୁରୁଷମାନଙ୍କ ସହିତ ପ୍ରତିଜ୍ଞା କରିଥିଲେ ଏପରି କରିବା ପାଇଁ ଯାହାସବୁ ସେ ଆଜି କରିଛନ୍ତି।

ପ୍ରଥମ ଶାମୁୟେଲ 2:3

ନିଜ ବୃଥାଗର୍ବ ବନ୍ଦ କର। ଅହଂକାର ଭାବରେ କହିବା ବନ୍ଦ କର। ସଦାପ୍ରଭୁ ପରମେଶ୍ବର ସର୍ବଜ୍ଞ ଅଟନ୍ତି ଏବଂ ସେ ଲୋକମାନଙ୍କୁ ସମାନଙ୍କେର କର୍ମ ଅନକ୍ସ୍ଟୟାଯୀ ବିଗ୍ଭର କରନ୍ତି।

ପ୍ରଥମ ଶାମୁୟେଲ 17:50

ଏହିପରି ଭାବରେ ଦାଉଦ ବାଟକ୍ସ୍ଟଳି ଓ ପଥର ଦ୍ବାରା ସହେି ପଲେଷ୍ଟୀୟକକ୍ସ୍ଟ ପରାସ୍ତ କଲେ ଓ ଆଘାତକରି ବଧ କଲେ। ମାତ୍ର ଦାଉଦଙ୍କ ହସ୍ତ ରେ ଖଡ୍ଗ ନ ଥିଲା।

ଦିତୀୟ ଶାମୁୟେଲ 2:18

ସରକ୍ସ୍ଟଯାର ତିନି ପକ୍ସ୍ଟତ୍ର ଥିଲେ। ସମାନେେ ହେଲ, ଯୋୟାବ, ଅବୀଶଯ ଏବଂ ଅସା ହେଲ୍। ଅସା ହେଲ୍ ଥିଲେ ଜଣେ କ୍ଷିପ୍ର ଧାବକ। ସେ କୃଷ୍ନସାର ମୃଗପରି କ୍ଷିପ୍ର ଗତି ରେ ଦୌଡି ପାରନ୍ତି।

ଦିତୀୟ ଶାମୁୟେଲ 17:14

ଅବଶାଲୋମ ଓ ସମସ୍ତ ଇଶ୍ରାୟେଲୀୟ ଲୋକ କହିଲେ, ଅହୀଥୋଫଲର ମନ୍ତ୍ରଣା ଅପେକ୍ଷା ଅର୍କୀଯ ହୂଶଯର ମନ୍ତ୍ରଣା ଉତ୍ତମ ଥିଲା। ସମାନେେ ଏହା କହିଲେ କାରଣ ଅଦରକାରୀ ଏହି ପ୍ରକା ରେ ଅବଶା ଲୋମକକ୍ସ୍ଟ ଦଣ୍ତ ଦବୋ ପାଇଁ ଅହୀଥୋଫଲର ଉତ୍ତମ ମନ୍ତ୍ରଣା ବ୍ଯର୍ଥକରିବା ପାଇଁ ସଦାପ୍ରଭୁ ସ୍ଥିର କରିଥିଲେ।

ଦିତୀୟ ଶାମୁୟେଲ 17:23

ଏହାପରେ ଅହୀଥୋଫଲ ଯେତବେେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନକ୍ସ୍ଟସା ରେ ଗଲାନାହିଁ, ସେ ତାଙ୍କ ଗଧ ଉପରେ ଚଢି ତାଙ୍କର ନିଜ ନଗରକକ୍ସ୍ଟ ଫରେିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହାଇେ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବର ରେ କବର ପାଇଲା।

ଦିତୀୟ ବଂଶାବଳୀ 20:15

ୟିଯଯଲେ କହିଲେ, ରାଜା ଯିହାଶାଫେଟ୍, ଯିହୁଦା ଏବଂ ୟିରୁଶାଲମର ସମସ୍ତ ଲୋକ ମାେ କଥା ଶୁଣ। ସଦାପ୍ରଭୁ ତୁମ୍ଭକୁ ଏହିକଥା କହନ୍ତି : ଏହି ବୃହତ୍ ସୈନ୍ଯଦଳ ବିଷଯ ରେ ଭୀତ କିମ୍ବା ବିବ୍ରତ ହୁଅ ନାହିଁ, କାରଣ ଏହି ୟୁଦ୍ଧ ତୁମ୍ଭର ୟୁଦ୍ଧ ନୁହେଁ, ଏହା ପରମେଶ୍ବରଙ୍କର ୟୁଦ୍ଧ ଅଟେ।

ଆୟୁବ ପୁସ୍ତକ 5:11

ପରମେଶ୍ବର ନମ୍ର ଲୋକକୁ ଉପରକୁ ଉଠାନ୍ତି ଏବଂ ଯେଉଁମାନେ ଅତି ଦୁଃଖି ସମାନଙ୍କେୁ ଖୁସି କରାନ୍ତି।

ଆୟୁବ ପୁସ୍ତକ 34:29

କିନ୍ତୁ ଯଦି ପରମେଶ୍ବର ସ୍ଥିର କରନ୍ତି ସମାନଙ୍କେୁ ସାହାୟ୍ଯ କରିବେ ନାହିଁ। ତା' ହେଲେ କହେି ପରମେଶ୍ବରଙ୍କୁ ଦୋଷ ଦଇପୋରିବ ନାହିଁ। ଯଦି ପରମେଶ୍ବର ଲୋକଙ୍କଠାରୁ ନିଜକୁ ଲୁଚଇେ ରଖନ୍ତି, କହେି ତାଙ୍କୁ ଖାଜେି ପାଇବ ନାହିଁ। ପରମେଶ୍ବର ଲୋକମାନଙ୍କର ଓ ଦେଶମାନଙ୍କର ଶାସନକର୍ତ୍ତା।

ଗୀତସଂହିତା 33:16

ଜଣେ ରାଜା ନିଜର ଶକ୍ତିଦ୍ବାରା ସୁରକ୍ଷିତ ହୁଏ ନାହିଁ। ଜଣେ ଶକ୍ତିଶାଳୀ ସୈନିକ କବଳେ ତା'ର ନିଜର ବଳ ଉପରେ ନିର୍ଭର କରି ଉଦ୍ଧାର ପାଏ ନାହିଁ।

ଗୀତସଂହିତା 73:6

ସମାନେେ ଗର୍ବକୁ ରାଜାର ହାରପରି ପରିଧାନ କରନ୍ତି ଏବଂ ଆକର୍ଷଣୀଯ ବସ୍ତ୍ର ପିନ୍ଧି ବାହାରକୁ ସୁନ୍ଦର ଦଖାୟୋନ୍ତି।

ଗୀତସଂହିତା 147:10

ୟୁଦ୍ଧ ଅଶ୍ବର ଓ ପରାକ୍ରମୀ ସୈନ୍ଯ ତାଙ୍କୁ ଖୁସି କରିପାରନ୍ତି ନାହିଁ।

ହିତୋପଦେଶ 21:30

ସଦାପ୍ରଭୁଙ୍କ ବିରୁଦ୍ଧ ରେ କୌଣସି ଜ୍ଞାନ କି ବୁଦ୍ଧି କି ମନ୍ତ୍ରଣା ନାହିଁ।

ଉପଦେଶକ 2:12

ରାଜା ଯାହା କରିପାରିବ ଅନ୍ୟ କହେି ଏପରି କରିପାରିବ ନାହିଁ। ତୁମ୍ଭେ ଯାହା କରିବା ପାଇଁ ଚାହୁଁଛ ବହୁତ ରାଜା ତାହା କରିସାରିଛନ୍ତି। ତା'ପ ରେ ମୁଁ ଆଉଥରେ ଜ୍ଞାନ, ପାଗଳାମି ଓ ଅଜ୍ଞାନତା ବିଷଯ ରେ ଭାବିବାକୁ ଲାଗିଲି।

ଉପଦେଶକ 2:14

ଜ୍ଞାନବାନ ବ୍ଯକ୍ତି ଆଲୋକରେ ଗମନ କରେ, ମାତ୍ର ମୂର୍ଖ ବ୍ଯକ୍ତି ଅନ୍ଧକାର ରେ ଗମନ କରେ। କିନ୍ତୁ ମୁଁ ଦେଖିଲି ଏକପ୍ରକାର ଘଟଣା ଉଭୟ ଜ୍ଞାନୀମାନଙ୍କ ଓ ମୂର୍ଖମାନଙ୍କ ପାଇଁ ଘଟୁଛି। ଶଷେ ରେ ଉଭୟ ମୃତ୍ଯୁବରଣ କରନ୍ତି।

ଉପଦେଶକ 3:14

ମୁଁ ଜାଣେ ଯେ, ପରମେଶ୍ବର ଯାହା କିଛି କରନ୍ତି, ତାହା ଅନନ୍ତକାଳସ୍ଥାଯୀ, ତାହା ବୃଦ୍ଧି ବା ହ୍ରାସ କରାୟାଇ ନ ପା ରେ। ପରମେଶ୍ବର ତାହା କରିଛନ୍ତି, ଯେପରି ଲୋକମାନେ ତାକୁ ସମ୍ମାନ ଦବେେ।

ଉପଦେଶକ 3:17

ମୁଁ ମନେ ମନେ କହିଲି: ପରମେଶ୍ବର ଧାର୍ମିକ ଓ ଦୁଷ୍ଟର ବିଚାର କରିବେ। କାରଣ ପ୍ରେତ୍ୟକକ କାର୍ୟ୍ଯ ପାଇଁ ସମୟ ଅଛି।

ଉପଦେଶକ 4:1

ପୁନରାଯ ବହୁତ ଲୋକ ଅତ୍ଯାଚାରିତ ହେଉଥିବାର ଓ କାନ୍ଦୁଥିବାର ମୁଁ ଦେଖିଲି। ମୁଁ ଦେଖିଲି ଯେ, ସମାନଙ୍କେୁ ସାନ୍ତ୍ବନା ଦବୋ ପାଇଁ କହେି ମଧ୍ଯ ନ ଥିଲେ। ମୁଁ କଷ୍ଟ ଭୋଗ କରୁଥିବା ଲୋକମାନଙ୍କୁ ମୁଁ ଦେଖିଲି ଓ ଶାସନ ରେ ଥିବା ଲୋକମାନଙ୍କର ନିଷ୍ଠୁରତା ମଧ୍ଯ ମୁଁ ଦେଖିଲି। ସମାନଙ୍କେ ଦ୍ବାରା ଆହତ ଲୋକମାନଙ୍କୁ କହେି ସାନ୍ତ୍ବନା ଦବୋକୁ ନ ଥିଲେ।

ଉପଦେଶକ 4:4

ଏହାପ ରେ ମୁଁ ଭାବିଲି, କାହିଁକି ଲୋକମାନେ କଠିନ ପରିଶ୍ରମ କରନ୍ତି। ମୁଁ ଦେଖିଲି ଲୋକମାନେ ଜୀବନ ରେ ଉପରକୁ ଉଠିବା ପାଇଁ ଓ ଅନ୍ୟମାନଙ୍କଠାରୁ ଭଲ ରହିବା ପାଇଁ କଠିନ ପରିଶ୍ରମ କରନ୍ତି। କାରଣ, ଲୋକମାନେ ଈର୍ଷାଳୁ ଅଟନ୍ତି ଏବଂ ସମାନେେ କବେେ ଚାହାଁନ୍ତି ନାହିଁ ଯେ, ଅନ୍ୟମାନେ ତା'ଠାରୁ ଅଧିକ ପାଆନ୍ତୁ। ଏହା ଅସାର ଅଟେ। ଏହା ପବନକୁ ଧରିବା ପାଇଁ ଚେଷ୍ଟା କରିବା ତୁଲ୍ଯ ଅଟେ।

ଉପଦେଶକ 7:13

ପରମେଶ୍ବରଙ୍କ କାର୍ୟ୍ଯକୁ ଅନୁଧ୍ଯାନ କର। କାରଣ ସେ ଯାହା ବକ୍ର କରନ୍ତି, ତାକୁ କହେି ଠିକ୍ କରିପାରିବ ନାହିଁ।

ଉପଦେଶକ 9:3

ଯାହାସବୁ ସୂର୍ୟ୍ଯ ତଳେ ଘଟେ, ସମସ୍ତ ଖରାପ ଯାହା ଅଛି ସେସବୁ ଜିନିଷ ସହେିପରି ଶଷେ ହୁଏ। ଏବଂ ଲୋକମାନେ ଯେତବେେଳେ ଜୀବିତ ଥାନ୍ତି, ସମାନଙ୍କେର ହୃଦଯ ଦୁଷ୍ଟତା ଓ ମୂର୍ଖାମୀ ରେ ପୁରିଥାଏ। ଏହାପ ରେ ସମାନେେ ମୃତ ଲୋକମାନଙ୍କ ପାଖକୁ ୟାଆନ୍ତି।

ଯିରିମିୟ 9:23

ଆଉ ସଦାପ୍ରଭୁ କହନ୍ତି, ଜ୍ଞାନବାନ୍ ଆପଣା ଜ୍ଞାନ ରେ ଦର୍ପ ନ କରୁ, ବଳବାନ୍ ଆପଣା ବଳ ରେ ଦର୍ପ ନ କରୁ ଓ ଧନବାନ୍ ଆପଣା ଧନ ରେ ଗର୍ବ ନ କରୁ।

ଯିରିମିୟ 46:6

ଦ୍ରୁତଗାମୀ ଲୋକ ପଳାଯନ କରିପାରିବେ ନାହିଁ, କିଅବା ବୀର ପୁରୁଷଗଣ ରକ୍ଷା ପାଇପାରିବେ ନାହିଁ। ଉତ୍ତର ଦିଗ ରେ ଫରାତ୍ ନଦୀ ନିକଟରେ ସମାନେେ ଝୁଣ୍ଟି ପଡ଼ିବେ ଓ ସମାନଙ୍କେର ପତନ ହବେ।

ଯିରିମିୟ 48:14

ତୁମ୍ଭମାନେେ କହିପାରିବ ନାହିଁ 'ଆମ୍ଭମାନେେ ବୀର ଓ ୟୁଦ୍ଧ ରେ ସାହସୀ।'

ଯିରିମିୟଙ୍କ ବିଳାପ 3:37

ପ୍ରଭୁଙ୍କର ଆଜ୍ଞା ନ ହେଲେ, ଜଣେ ଯାହା କହିବାର ଘଟେ ନାହିଁ।

ଦାନିଏଲ 4:35

ପୁଣି ପୃଥିବୀ ନିବାସୀ ସମସ୍ତେ ତୁଚ୍ଛ ବସ୍ତୁ ସଦୃଶ। ଆଉ ସ୍ବର୍ଗୀଯ ଶକ୍ତି ବଳ ରେ ପରମେଶ୍ବର ନିଜ ଇଚ୍ଛାନୁସା ରେ ପୃଥିବୀ ନିବାସୀମାନଙ୍କ ମଧିଅରେ କାର୍ୟ୍ଯ କରନ୍ତି। କହେି ତାଙ୍କର ଶକ୍ତିଶାଳୀ ହସ୍ତ ବନ୍ଦ କରି ନପା ରେ ଓ କହେି ତାଙ୍କୁ କିଛି ପ୍ରଶ୍ନ କରି ନପା ରେ।

ଆମୋଷ 2:14

କୌଣସି ଲୋକ ରକ୍ଷା ପାଇବ ନାହିଁ, ଏପରିକି ଦ୍ରୁତତମ ଦୌଡାଳି ମଧ୍ଯ ରକ୍ଷା ପାଇବ ନାହିଁ। ଶକ୍ତିଶାଳୀ ଲୋକର ମଧ୍ଯ ବଳ ନଥିବ। ସୈନ୍ଯମାନେ ନିଜକୁ ରକ୍ଷା କରିପାରିବେ ନାହିଁ।

ଆମୋଷ 2:15

ଧନୁର୍ଦ୍ଧାରୀମାନେ ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଦ୍ରୁତତମ ଦୌଡାଳି ମଧ୍ଯ ଆପଣାକୁ ରକ୍ଷା କରିପାରିବେ ନାହିଁ। ଅଶ୍ବାରୋହୀମାନେ ନିଜ ନିଜକୁ ରକ୍ଷା କରିପାରିବେ ନାହିଁ।

ମଲାଖୀ 3:18

ତେଣୁ ତୁମ୍ଭମାନେେ ମାେ ନିକଟକୁ ଫରେିଆସିବ ଏବଂ ତୁମ୍ଭମାନେେ ଉତ୍ତମ ବ୍ଯକ୍ତି ଓ ମନ୍ଦ ବ୍ଯକ୍ତି ମଧିଅରେ ପ୍ରଭଦେ ଜାଣି ପାରିବ। ପରମେଶ୍ବରଙ୍କ ଅନୁସରଣକାରୀ ଓ ପରମେଶ୍ବରଙ୍କ ଅନୁସରଣ କରୁନଥିବା ବ୍ଯକ୍ତିମାନଙ୍କୁ ତୁମ୍ଭମାନେେ ବାରି ପାରିବ।

ଏଫିସୀୟଙ୍କ ପ୍ରତି ପତ୍ର 1:11

ପରମେଶ୍ବର ନିଜ ଯୋଜନା ଓ ଇଚ୍ଛା ଅନୁସାରେ ସମସ୍ତ ଘଟଣା ଘଟାନ୍ତି। ଖ୍ରୀଷ୍ଟଙ୍କଠା ରେ ବିଶ୍ବାସ କରୁଥିବା ହତେୁ ପରମେଶ୍ବର ଆମ୍ଭକୁ ତାହାଙ୍କର ଲୋକ ହବୋ ପାଇଁ ବାଛିଲେ। ଏକଥା ସେ ନିଜ ଇଚ୍ଛାନୁସା ରେ ଅନାଦି କାଳରୁ ଠିକ୍ କରି ରଖିଥିଲେ।

Interlinear

Choose Theme