ଏହାପରେ ଅହୀଥୋଫଲ ଯେତବେେଳେ ଦେଖିଲେ ଏହା ତାଙ୍କ ମନ୍ତ୍ରଣା ଅନକ୍ସ୍ଟସା ରେ ଗଲାନାହିଁ, ସେ ତାଙ୍କ ଗଧ ଉପରେ ଚଢି ତାଙ୍କର ନିଜ ନଗରକକ୍ସ୍ଟ ଫରେିଲେ ଏବଂ ସେ ତାଙ୍କ ବଂଶ ପାଇଁ ଏକ ଦଲିଲ୍ ଲେଖିଲେ ଏବଂ ନିଜେ ଫାଶି ହାଇେ ଗଲେ। ଏହିପରି ଭାବରେ ସେ ମଲା ଓ ନିଜର ପିତାର କବର ରେ କବର ପାଇଲା।
Cross references
ଶାଉଲ ତାଙ୍କର ଅସ୍ତ୍ରବାହକଙ୍କକ୍ସ୍ଟ କହିଲେ, ତୁମ୍ଭର ଖଣ୍ତା ବାହାର କରି ତୁମ୍ଭର ଖଣ୍ତା ରେ ମାେତେ ହତ୍ଯା କର। ତା ହେଲେ ଅସକ୍ସ୍ଟନ୍ନତ ଲୋକମାନେ ଆସି ମାେତେ ଗାଳି ଦବେେ ନାହିଁ କିମ୍ବା ହତ୍ଯା କରିପାରିବେ ନାହିଁ। କିନ୍ତୁ ଶାଉଲର ଅସ୍ତ୍ରବାହକ ଦାସ ବହକ୍ସ୍ଟତ ଭୟଭିତ ହାଇଗେଲା ଏବଂ ଶାଉଲଙ୍କକ୍ସ୍ଟ ହତ୍ଯା କରିବାକୁ ମନା କଲା।
ଯେତବେେଳେ ଅବଶା ଲୋମ ବଳିଦାନ ଉତ୍ସର୍ଗ କଲେ, ସେ ଦାଉଦଙ୍କର ମନ୍ତ୍ରୀ ଗୀଲୋନୀଯ ଅହୀଥୋଫଲକକ୍ସ୍ଟ ତାହାର ନଗର ଗୀଲୋରକ୍ସ୍ଟ ଡକାଇଲେ। ତହିଁରେ ଚକ୍ରାନ୍ତ ଦକ୍ସ୍ଟଢ ହେଲା, କାରଣ ଅବଶାଲୋମର ସପକ୍ଷର ଲୋକମାନେ ବହକ୍ସ୍ଟତ ବୃଦ୍ଧି ପାଇଲେ।
ଜଣେ ଲୋକ ଦାଉଦଙ୍କକ୍ସ୍ଟ କହିଲେ, ଅବଶା ଲୋମଙ୍କର ଚକ୍ରାନ୍ତକାରୀମାନଙ୍କ ସହିତ ଅହୀଥୋଫଲ ଅଛି। ତା'ପରେ ଦାଉଦ ପ୍ରାର୍ଥନା କଲେ, ହେ ମାରେ ସଦାପ୍ରଭୁ, ଦୟାକରି ଅହୀଥୋଫଲର ଉପଦେଶକକ୍ସ୍ଟ ଅଦରକାରୀ କର।
ଯେତବେେଳେ ସିମ୍ରି ଦେଖିଲେ ଯେ, ନଗର କବଳିତ ହାଇୟୋଇଛି, ସେ ପ୍ରାସାଦ ରେ ପ୍ରବେଶ କରି ନିଆଁ ଲଗାଇ ଦେଲେ। ସେ ପୋଡି଼ୟାଇ ମୃତ୍ଯୁବରଣ କଲେ।
ସେ ସମୟରେ ହିଜକିଯ ଅସୁସ୍ଥ ହେଲେ ଏବଂ ମୃତ୍ଯୁବରଣ କରିବା ଉପରେ ହେଲେ। ଭବିଷ୍ଯଦ୍ବକ୍ତା ଯିଶାଇୟ ତାଙ୍କ ନିକଟକୁ ଆସି କହିଲେ, ସଦାପ୍ରଭୁ କହନ୍ତି, 'ତୁମ୍ଭେ ତୁମ୍ଭର ଗୋଟିଏ ଇଚ୍ଛା, ପରିବାର ସଭ୍ଯମାନଙ୍କ ନିମନ୍ତେ ଲେଖ କାରଣ ତୁମ୍ଭେ ନିଶ୍ଚଯ ମରିବ।'
ପରମେଶ୍ବର ଦୁଷ୍ଟ ଲୋକଙ୍କ ପ୍ରତି ବିପଦ ଓ ଦୁର୍ଗତି ସୃଷ୍ଟି କରନ୍ତି। ଯେଉଁ ଲୋକମାନେ ଭଲ କାମ ନ କରନ୍ତି ସମାନଙ୍କେ ପ୍ରତି ପରମେଶ୍ବର ବିପତ୍ତି ସୃଷ୍ଟି କରନ୍ତି।
ହେ ପରମେଶ୍ବର ସମାନଙ୍କେୁ ଶାସ୍ତି ଦିଅ। ସମାନେେ ବାନ୍ଧିଥିବା ଫାଶରେ ସମାନଙ୍କେୁ ପକାଇ ଦିଅ। ସମାନେେ ତୁମ୍ଭର ବିରୁଦ୍ଧାଚରଣ କରିଛନ୍ତି, ତଣେୁ ସମାନଙ୍କେର ଅନକେ ଅପରାଧ ପାଇଁ ସମାନଙ୍କେୁ ଶାସ୍ତି ବିଧାନ କର।
ତୁମ୍ଭର ଚୁକ୍ତିର ଅଂଶ ରୂପେ ପରମେଶ୍ବର ସହେି ମିଥ୍ଯାବାଦୀମାନଙ୍କୁ ଓ ହତ୍ଯାକାରୀମାନଙ୍କୁ ସମାନଙ୍କେର ଜୀବନ ଅଧା ମଧ୍ଯ ଶଷେ ନ ହାଇେଥିବା ପୂର୍ବରୁ କବରକୁ ପଠଇେ ଦିଅନ୍ତି ! ମାରେ ଚୁକ୍ତିର ଅଂଶ ରୂପେ ମୁଁ ମାରେ ବିଶ୍ବାସ ତୁମ୍ଭଠାରେ କରିବି।
ଏହା ମାରେ ଶତ୍ରୁଗଣ ମାେ ବିଷଯରେ କହନ୍ତି, ମୁଁ ଆଶାକରେ ମାେ ବିରୁଦ୍ଧରେ ୟିଏ ଦୁଷ୍ଟକତା କୁ ହେ ସଦାପ୍ରଭୁ ଏହିସବୁ ବିଷଯ ସହେି ଲୋକମାନଙ୍କ ପ୍ରତି କରନ୍ତୁ।
ଅହଙ୍କାର ସର୍ବନାଶର ସମ୍ମୁଖ ରେ ଆ ସେ ଏବଂ ଅହଙ୍କାରୀ ପ୍ରକୃତି ପତନର ସମ୍ମୁଖ ରେ ଆ ସେ।
ମନୁଷ୍ଯର ଅଜ୍ଞାନତା ନିଜର ଜୀବନକୁ ଧ୍ବଂସ କରେ। କିନ୍ତୁ ତା'ପ ରେ ସେ ସଦାପ୍ରଭୁଙ୍କୁ ବଦନାମ କରେ।
ୟିହୂଦା ମନ୍ଦିର ଭିତ ରେ ସହେି ରୂପାଟଙ୍କାତକ ଫିଙ୍ଗି ଦଲୋ। ତାପରେ ସହେି ଜାଗା ଛାଡ଼ି ୟିହୂଦା ଚାଲିଗଲେ ଓ ନିଜକୁ ଫାଶି ଦଲୋ।