Home Bibles ମଲାଖୀ 3:18 · ଓଡ଼ିଆ ବାଇବେଲ
ମଲାଖୀ 3:18 · ଓଡ଼ିଆ ବାଇବେଲ

ତେଣୁ ତୁମ୍ଭମାନେେ ମାେ ନିକଟକୁ ଫରେିଆସିବ ଏବଂ ତୁମ୍ଭମାନେେ ଉତ୍ତମ ବ୍ଯକ୍ତି ଓ ମନ୍ଦ ବ୍ଯକ୍ତି ମଧିଅରେ ପ୍ରଭଦେ ଜାଣି ପାରିବ। ପରମେଶ୍ବରଙ୍କ ଅନୁସରଣକାରୀ ଓ ପରମେଶ୍ବରଙ୍କ ଅନୁସରଣ କରୁନଥିବା ବ୍ଯକ୍ତିମାନଙ୍କୁ ତୁମ୍ଭମାନେେ ବାରି ପାରିବ।

Cross references

ଆଦି ପୁସ୍ତକ 18:25

ନିଶ୍ଚଯ ତୁମ୍ଭେ ଭଲ ଲୋକଙ୍କୁ ଦୁଷ୍ଟ ଲୋକଙ୍କ ସହିତ ଧ୍ବଂସ କରିବ ନାହିଁ। ଯଦି ଏହା ହୁଏ, ତବେେ ଦୁଷ୍ଟ ଓ ଧାର୍ମିକ ଲୋକ ସମାନ ଭାବରେ ଗଣାଯିବେ। କଣ ସାରା ପୃଥିବୀର ବିଚାରକର୍ତ୍ତା ଯାହା ନ୍ଯାଯ, ତାହା କରିବେ ନାହିଁ।

ଯାତ୍ରା ପୁସ୍ତକ 11:7

କିନ୍ତୁ ଏପରି କୌଣସି ଇଶ୍ରାୟେଲୀୟମାନଙ୍କର ହବେ ନାହିଁ। ଏପରିକି ଇଶ୍ରାୟେଲର ଏକ କୁକୁର କୌଣସି ବ୍ଯକ୍ତି ବା ପଶୁକୁ ଭୁକିବ ନାହିଁ। ଏହିପରି କହେି ଇଶ୍ରାୟେଲୀୟ ମରିବେ ନାହିଁ। ଏହିପରି ତୁମ୍ଭେ ଜାଣିବ ଯେ, ସଦାପ୍ରଭୁ ଇଶ୍ରାୟେଲୀୟମାନଙ୍କୁ ଓ ମିଶରୀଯମାନଙ୍କୁ ଭିନ୍ନ ଭାବରେ ବ୍ଯବହାର କରୁଛନ୍ତି।

ଯିହୋଶୂୟ 24:15

ଯଦି ସଦାପ୍ରଭୁଙ୍କ ସବୋ ତକ୍ସ୍ଟମ୍ଭ ଦୃଷ୍ଟି ରେ ମନ୍ଦ ଦିଶେ। ତବେେ ତୁମ୍ଭମାନେେ କାହାର ସବୋ କରିବ ଆଜି ମନୋନୀତ କର। ତୁମ୍ଭମାନଙ୍କୁ ଆଜି ନିଷ୍ପତ୍ତି ନବୋକକ୍ସ୍ଟ ପଡିବ ଯେ ତୁମ୍ଭେ କାହାର ସବୋ କରିବ। ତୁମ୍ଭେ କ'ଣ ତକ୍ସ୍ଟମ୍ଭ ପୂର୍ବପୁରୁଷଗଣ ଇଉଫ୍ ରଟେିସ୍ ନଦୀ ସପୋରୀ ରେ ଥିବା ଦବେତାଗଣଙ୍କକ୍ସ୍ଟ ପୂଜା କରିବ? କିମ୍ବା ସହେି ଦେଶ ରେ ବାସ କରିଥିବା ଇ ମାରେୀଯମାନଙ୍କର ଦବେତାଙ୍କୁ ପୂଜା କରିବ କି? ତୁମ୍ଭମାନେେ ତୁମ୍ଭମାନଙ୍କ ପାଇଁ ଆଜି ଏହାର ନିଷ୍ପତ୍ତି ନିଅ। କିନ୍ତୁ ମୁ ଓ ମାରେପରିବାରବର୍ଗ ସହେି ସଦାପ୍ରଭୁ ପରମେଶଓରଙ୍କୁ ସବୋ କରିବକ୍ସ୍ଟ!

ଆୟୁବ ପୁସ୍ତକ 6:29

ସେଥିପାଇଁ ତୁମ୍ଭର ମନ ପରିବର୍ତ୍ତନ କର ଓ ପକ୍ଷପାତ କର ନାହିଁ। ପୁନର୍ବାର ବିଚାର କର ମୁଁ ନିରୀହ ଅଟେ।

ଆୟୁବ ପୁସ୍ତକ 17:10

ବର୍ତ୍ତମାନ ତୁମ୍ଭମାନେେ ସମସ୍ତେ ଫରେିଆସ। ତୁମ୍ଭମାନଙ୍କ ଭିତରୁ କହେି ଜଣେ ଜ୍ଞାନୀ ଲୋକ ମୁଁ ପାଇ ପାରିବି ନାହିଁ।

ଗୀତସଂହିତା 58:10

ଜଣେ ଧାର୍ମିକ ଲୋକ ଯେତବେେଳେ ସହେି ଦୁଷ୍ଟ ଲୋକମାନଙ୍କୁ ଦଣ୍ଡିତ ହବୋର ଦେଖେ, ସେ ଆନନ୍ଦିତ ହବେ।

ଯିଶାଇୟ 3:10

ଉତ୍ତମ ଲୋକମାନଙ୍କୁ କୁହ, ସମାନେେ ଉତ୍ତମଫଳ ଭୋଗ କରିବେ। ସମାନେେ ସମାନଙ୍କେର ସୁକର୍ମ ଯୋଗୁଁ ପୁରସ୍କୃତ ହବେେ।

ଯିରିମିୟ 12:15

ପୁଣି ସମାନଙ୍କେୁ ଉତ୍ପାଟନ କଲାପ ରେ ଆମ୍ଭେ ଫରେି ସମାନଙ୍କେୁ ଦୟା କରିବା। ପୁଣି ପ୍ରେତ୍ୟକକ ଲୋକକୁ ତାହାର ଅଧିକାରକୁ ଓ ପ୍ରେତ୍ୟକକ ଲୋକକୁ ତାହାର ଜମିକୁ ଫରୋଇ ଆଣିବା।

ଦାନିଏଲ 3:17

ଯଦି ଆପଣ ଆମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷପେ କରନ୍ତି ତବେେ ଯାହାଙ୍କୁ ଆମ୍ଭମାନେେ ସବୋ କରୁଅଛୁ ସହେି ପରମେଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।

ଦାନିଏଲ 12:1

ସହେି ଲୋକଟି ଦର୍ଶନ ରେ କହିଲେ, 'ଦାନିୟେଲ, ସେ ସମୟରେ ତୁମ୍ଭ ଲୋକ ୟିହୁଦୀଙ୍କ, ତତ୍ତ୍ବାବଧାରକ ରୂପେ ମୀଖାଯଲେ ମୁଖ୍ଯ ଅଧିପତିରୂପେ ଠିଆ ହବେେ। ମନୁଷ୍ଯ ଗୋଷ୍ଠୀର ସ୍ଥିତିକାଳ ଆରମ୍ଭରୁ ସେ ସମୟ ପର୍ୟ୍ଯନ୍ତ ଯେଉଁ ପ୍ରକାର ସଂକଟର କାଳ କବେେ ହାଇନୋହିଁ। ଆଉ ତୁମ୍ଭ ୟିହୁଦୀଯ ଗୋଷ୍ଠୀଯ ଯେଉଁ ପ୍ରେତ୍ୟକକର ନାମ ପୁସ୍ତକରେ ଲିଖିତ ହାଇେଅଛି, ସମାନେେ ପ୍ରେତ୍ୟକକ ସେ ସମୟରେ ଉଦ୍ଧାର ପାଇବେ।

ଯୋୟେଲ 2:14

କିଏ ଜାଣେ ସଦାପ୍ରଭୁ ତାଙ୍କର ହୃଦଯ ପରିବର୍ତ୍ତନ କରିବେ, ଏବଂ ତୁମ୍ଭମାନଙ୍କ ପାଇଁ ଆଶୀର୍ବାଦ ରଖିଯିବେ। ତା'ପ ରେ ତୁମ୍ଭମାନେେ ତୁମ୍ଭ ପ୍ରିଯ ସଦାପ୍ରଭୁ ପରମେଶ୍ବରଙ୍କୁ ଭକ୍ଷ୍ଯ ନବୈେଦ୍ଯ ଓ ପଯେ ନବୈେଦ୍ଯ ଦଇେ ପାରିବ।

ଯିଖରିୟ 1:6

ଆମ୍ଭେ ଆପଣା ଭବିଷ୍ଯଦ୍ବକ୍ତାଗଣଙ୍କୁ, ଆମ୍ଭର ଆଜ୍ଞା ଓ ଶିକ୍ଷା ସମୂହ ବିଷଯ ରେ ପ୍ରଗ୍ଭର କରିବାକୁ ଆଦେଶ ଦଇେଥିଲୁ। ଏବଂ ତୁମ୍ଭର ପୂର୍ବପୁରୁଷଗଣ ଏହି ଆଦେଶ ଭାଙ୍ଗିବାରୁ ଶଷେ ରେ ଦଣ୍ତ ଦିଆୟାଇଥିଲା, କ'ଣ ସମାନଙ୍କେୁ ଦିଆୟାଇନଥିଲା? ତେଣୁ ତୁମ୍ଭର ପୂର୍ବପୁରୁଷଗଣ କହିଲେ, 'ସର୍ବଶକ୍ତିମାନ୍ ସଦାପ୍ରଭୁ ଆମ୍ଭଙ୍କୁ ଆମ୍ଭର କୁପଥ ଏବଂ କୁକର୍ମ ପାଇଁ ଦଣ୍ତ ଦଇେଥିଲେ।' ତେଣୁ ସମାନେେ ପରମେଶ୍ବରଙ୍କ ନିକଟକୁ ଫରେିଆସିଲେ।

ମଲାଖୀ 1:4

ଇଦୋମର ଲୋକମାନେ କହିବେ, ଆମ୍ଭମାନେେ ନିପାତିତ ହାଇେଥିଲୁ ମାତ୍ର ଆମ୍ଭମାନେେ ଆମ୍ଭର ବିଧ୍ବସ୍ତ ନଗରୀକୁ ପୁନଃନିର୍ମାଣ କରିବୁ।

ମଲାଖୀ 3:14

ତୁମ୍ଭମାନେେ କହିଲ, ପରମେଶ୍ବରଙ୍କୁ ଉପାସନା କରିବା ନିରର୍ଥକ। ଆମ୍ଭମାନେେ ସଦାପ୍ରଭୁଙ୍କ ବାକ୍ଯା ପାଳନ କରିଥିଲୁ ମାତ୍ର ଆମ୍ଭମାନେେ କିଛି ଉପକୃତ ହେଲୁନାହିଁ। ଆମ୍ଭମାନେେ ଆମ୍ଭମାନଙ୍କର ପାପ ପାଇଁ ଡାକିଲୁ, ମାତ୍ର ତା'ର ଫଳ କିଛି ହେଲା ନାହିଁ।

ମାଥିଉଲିଖିତ ସୁସମାଚାର 25:46

ତା'ପରେ ଏହି ଲୋକଗୁଡ଼ିକ ଚ଼ାଲିଯିବେ, ସମାନଙ୍କେୁ ସବୁ ଦିନ ପାଇଁ ଦଣ୍ଡ ଭୋଗିବାକୁ ପଡ଼ିବ। କିନ୍ତୁ ଭଲ ଲୋକମାନେ ଅନନ୍ତଜୀବନ ଲାଭ କରିବେ।

ଯୋହନଲିଖିତ ସୁସମାଚାର 12:26

ମାରେ ସବୋ କୁରଥିବା ଲୋକେ ନିଶ୍ଚୟ ମାରେ ଅନୁସରଣ କରନ୍ତୁ। ତବେେ ମାରେ ସବେକମାନେ ମୁଁ ଯେଉଁଠା ରେ ଥିବି, ସଠାେରେ ମାେ ସହିତ ରହିବେ। ଯେଉଁ ଲୋକମାନେ ମାରେ ସବୋ କରିଥିବେ, ମାରେ ପରମପିତା ସମାନଙ୍କେୁ ସମ୍ମାନ ଦବେେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:17

ସେ ପାଉଲ ଓ ଆମ୍ଭମାନଙ୍କର ଅନୁସରଣ କଲା ଓ ଜାରେ ରେ କହିଲା, ଏହି ଲୋକମାନେ ସର୍ବୋପରିସ୍ଥ ପରମେଶ୍ବରଙ୍କର ସବେକ। ସମାନେେ ତୁମ୍ଭମାନଙ୍କୁ ମୁକ୍ତିର ପଥ ବିଷୟ ରେ କହୁଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:23

ମୁଁ ଯେଉଁ ପରମେଶ୍ବରଙ୍କର ସବୋ କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତି ରେ ମାେ ପାଖ ରେ ଠିଆ ହାଇେ କହିଲେ,

ରୋମୀୟଙ୍କ ପ୍ରତି ପତ୍ର 1:9

ପ୍ରତିଥର ମୁଁ ପ୍ରାର୍ଥନା କଲା ବେଳେ ତୁମ୍ଭମାନଙ୍କୁ ସ୍ମରଣ କରୁଛି।

ରୋମୀୟଙ୍କ ପ୍ରତି ପତ୍ର 2:5

କିନ୍ତୁ ତୁମ୍ଭମାନେେ କଠିନ ଓ ଅନୁତାପବିହୀନ। ତୁମ୍ଭେ ବଦଳିବା ପାଇଁ ନାରାଜ। ସେଥିପାଇଁ ତୁମ୍ଭେ ନିଜର ଦଣ୍ଡକୁ ଅଧିକରୁ ଅଧିକ ବଢ଼ାଉଛ। ଯେଉଁ ଦିନ ପରମେଶ୍ବର ନିଜର କୋରଧ ଦଖାଇବେେ, ସହେି ଦିନ ତୁମ୍ଭେ ସହେି ଦଣ୍ଡ ପାଇବ। ସହେି ଦିନ ଲୋକେ ପରମେଶ୍ବରଙ୍କର ଠିକ୍ ନ୍ଯାୟବିଚ଼ାର ଦେଖିବେ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 1:9

ଆମ୍ଭେ ତୁମ୍ଭମାନଙ୍କ ସହିତ ଥିଲା ବେଳେ, ଯେପରି ଭଲ ଭାବରେ ତୁମ୍ଭମାନେେ ଆମ୍ଭମାନଙ୍କୁ ଗ୍ରହଣ କରିଥିଲ, ସେ ବିଷୟ ରେ ସର୍ବତ୍ର ଲୋକମାନେ କଥାବାର୍ତ୍ତା ହେଉଛନ୍ତି। ତୁମ୍ଭମାନେେ କିପରି ମୂର୍ତ୍ତିପୂଜା ବନ୍ଦ କରି, ଜୀବିତ ଓ ପ୍ରକୃତ ପରମେଶ୍ବରଙ୍କ ସବୋ କରିବା ପାଇଁ ପରିବର୍ତ୍ତିତ ହେଲ, ସେ ବିଷୟ ରେ ସମାନେେ କହନ୍ତି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:5

ପରମେଶ୍ବର ତାହାଙ୍କର ବିଚାର ରେ ଠିକ୍ ବୋଲି ଏହା ପ୍ରମାଣିତ କରେ। ପରମେଶ୍ବର ଚାହାଁନ୍ତି ଯେ, ତୁମ୍ଭେ ତାହାଙ୍କ ରାଜ୍ଯ ରେ ପ୍ରବେଶ ପାଇଁ ଯୋଗ୍ଯ ହୁଅ, ଯେଉଁଥିପାଇଁ ତୁମ୍ଭମାନେେ ଏହିସବୁ ଯାତନାର ସମ୍ମୁଖୀନ ହେଉଛ।

Interlinear

Choose Theme