ମାଶାେ ଆଶରଙ୍କେର ବିଷଯ ରେ ଏହିକଥା କହିଲେ, ଆଶରେ ସନ୍ତାନ ସନ୍ତତି ରେ ଆଶୀର୍ବାଦ ପ୍ରାଲ୍ଗ ହେଉ। ସେ ଆପଣା ଭାତୃଗଣଙ୍କ ନିକଟରେ ଆଦୃତ ହବେ। ଏବଂ ସେ ଆପଣା ପାଦ ତୈଳ ରେ ବକ୍ସ୍ଟଡାଉ।
Cross references
ଆଶରେ ଉତ୍ତମ ଖାଦ୍ୟ ଉତ୍ପନ୍ନ କରିବ। ସେ ରାଜାଙ୍କୁ ରାଜକୀଯଭକ୍ଷ ଯୋଗଇବ।
ତୁମ୍ଭେ ନିଶ୍ଚିତ ତା'ର ମାଂସକୁ ସହେିଦିନ ରାତ୍ରି ରେ ଖାଇ ଶଷେ କରିବ। ଯଦି କିଛି ମାଂସ ପ୍ରଭାତ ପର୍ୟ୍ଯନ୍ତ ବଞ୍ଚିୟାଏ, ତବେେ ତାହାକୁ ନଖାଇ ଅଗ୍ନି ରେ ଦଗ୍ଧ କରିବ।
ଯେଉଁଟାକି ଆଶରରେ ପରିବାରବର୍ଗକକ୍ସ୍ଟ ଦିଆୟାଇଥିଲା। ସହେି ପରିବାରବର୍ଗର ପ୍ରେତ୍ୟକକ ପରିବାର ନିଜ ନିଜର ପ୍ରାପ୍ଯ ଭୂମି ଭାଗ ପାଇଲେ।
ଜୀବନ ଅତି ସୁଖକର ଥିଲା। ମୁଁ ମାରେ ପାଦକୁ ଦୁଗ୍ଧ ଲହୁଣୀ ରେ ଧୌତ କରୁଥିଲି। ମାେ ନିକଟରେ ଅନକେ ତୈଳ ନଦୀ ପ୍ରବାହିତ ହେଉଥିଲା।
ସ୍ବର୍ଗ ଓ ପୃଥିବୀର ସୃଷ୍ଟିକର୍ତ୍ତା ସଦାପ୍ରଭୁ ତୁମ୍ଭକୁ ଆଶୀର୍ବାଦ କରନ୍ତୁ।
ତୁମ୍ଭର ସ୍ତ୍ରୀ ତୁମ୍ଭ ଗୃହର ଅନ୍ତପୁରରେ ଫଳବତୀ ଦ୍ରାକ୍ଷାଲତା ତୁଲ୍ଯ ହବେ। ତୁମ୍ଭର ସନ୍ତାନମାନେ ତୁମ୍ଭ ମଜେର ଚାରିଆଡ଼େ ଜିତବୃକ୍ଷର ଚାରାପରି ହବେେ।
ତୁମ୍ଭେ ଆପଣା ନାତିନାତୁଣୀଙ୍କୁ ଦେଖିପାର। ଇଶ୍ରାୟେଲ ଉପରେ ଶାନ୍ତି ବତ୍ତୁର୍।
ପ୍ ରମେ, ବିଶ୍ବାସ ଏବଂ ସତ୍ଯତା ତୁମ୍ଭକୁ କବେେ ପରିତ୍ଯାଗ କରିବା ଉଚିତ୍ ନୁହଁ। ଆପଣା ଗଳା ରେ ସଗେୁଡ଼ିକ ବାନ୍ଧି ରଖ। ଆପଣା ହୃଦଯ ରେ ସଗେୁଡ଼ିକ ଲେଖିରଖ।
ସେ ତାହାଙ୍କୁ ସବୁ ଅସୁବିଧାରୁ ରକ୍ଷା କଲେ। ସେ ତାହାଙ୍କୁ ଜ୍ଞାନ ଦେଲେ, ଓ ମିଶର ଦେଶର ରାଜା ଫାରୋଙ୍କର ଅନୁଗ୍ରହ ପାଇବା ପାଇଁ ସକ୍ଷମ କରାଇଲେ। ସେ ତାହାଙ୍କୁ ମିଶର ଦେଶର ଶାସକ ଓ ସମସ୍ତ ରାଜକୀୟ ସମ୍ପତ୍ତିର ଶାସନକର୍ତ୍ତା କରି ଦେଲେ।
ଯେଉଁ ମାନେ ଖ୍ରୀଷ୍ଟଙ୍କ ସବୋ ରେ ରହି ଏହିପ୍ରକାର ଜୀବନଯାପନ କରୁଛନ୍ତି, ସମାନେେ ପରମେଶ୍ବରଙ୍କୁ ପ୍ରସନ୍ନ କରନ୍ତି। ଲୋକେ ମଧ୍ଯ ସହେି ଲୋକମାନଙ୍କୁ ଗ୍ରହଣ କରନ୍ତି ଓ ସମ୍ମାନ ଦିଅନ୍ତି।
ପ୍ରାର୍ଥନା କର ଯେ, ମୁଁ ଯିହୁଦାଠା ରେ ଅବିଶ୍ବାସୀଲୋକମାନଙ୍କ କବଳରୁ ରକ୍ଷା କରିବି। ଏବଂ ଏଥିପାଇଁ ମଧ୍ଯ ପ୍ରାର୍ଥନା କରେ ଯେ, ୟିରୂଶାମଲଠା ରେ ଯାହା ସାହାୟ୍ଯ ପହଁଞ୍ଚିବ ସେଥି ରେ ପରମେଶ୍ବରଙ୍କ ଲୋକେ ପ୍ରସନ୍ନ ହବେେ।