Home Bibles ଦିତୀୟ ବିବରଣ 26:5 · ଓଡ଼ିଆ ବାଇବେଲ
ଦିତୀୟ ବିବରଣ 26:5 · ଓଡ଼ିଆ ବାଇବେଲ

ତା'ପରେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଉତ୍ତର ଦଇେ କହିବ,'ଜଣେ ବକ୍ସ୍ଟଲକ୍ସ୍ଟଥିବା, ଅରାମୀଯ ଲୋକ ମାରେପିତା ଥିଲେ ଓ ସେ ମିଶରକକ୍ସ୍ଟ ଗଲେ ଏବଂ ସଠାେରେ ଅଳ୍ପ କେତକେ ଲୋକ ସହିତ ବାସ କଲେ। ସଠାେରେ ସେ ଜାତୀଯ ଲୋକମାନଙ୍କ ମଧିଅରେ ମହାନ ଓ ଶକ୍ତିଶାଳୀ ହେଲେ।

Cross references

ଆଦି ପୁସ୍ତକ 24:4

ମାରେ ଜନ୍ମସ୍ଥାନକୁ ୟାଅ ଇସ୍ହାକ ପାଇଁ ଏକ ପତ୍ନୀ ଧରି ଆସ।

ଆଦି ପୁସ୍ତକ 25:20

ଯେତବେେଳେ ଇସ୍ହାକ ରିବିକାକୁ ବିବାହ କଲେ, ସେ ଚାଳିଶ ବର୍ଷ ଥିଲେ। ୟିଏକି ବଥୁଯଲରେ କନ୍ଯା, ଅରାମୀଯ ପଦ୍ଦନ-ଅରାମୀଯ ଏବଂ ଅରାମୀଯ ଲାବନର ଭୁଗିନୀ।

ଆଦି ପୁସ୍ତକ 27:41

ଏହିପ୍ରକା ରେ ଯାକୁବ ଆପଣା ପିତାଠାରୁ ଆଶୀର୍ବାଦ ପାଇବା ହତେୁରୁ ଏଷୌ ତାହା ପ୍ରତି ଇର୍ଷାଭାବ ବହି ଏବଂ ସେ ସ୍ଥିର କଲା, ମୁଁ ଅପେକ୍ଷା କରିବି ମାରେ ପିତାଙ୍କର ଶାେକର ସମୟ ବିତିବା ୟାଏ। ଏହାପରେ ମୁଁ ଆପଣା ଭ୍ରାତା ଯାକୁବକୁ ବଦ୍ଧ କରିବି।

ଆଦି ପୁସ୍ତକ 28:5

ଏହାପରେ ଇସ୍ହାକ ଯାକୁବକୁ ବିଦାଯ କରନ୍ତେ ସେ ପଦ୍ଦନ ଅରାମ ରେ ଲାବନକୁ ବଥୁଯଲରେ ପୁତ୍ର ଅରାମୀଯ ଅର୍ଥାତ୍ ଯାକୁବ ଓ ଏଷୌର ମାତା ରିବିକାର ଭ୍ରାତା ନିକଟକୁ ୟାତ୍ରା କଲେ। ରିରିକା ଯାକୁବ ଏବଂ ଏଷୌର ମାତା ଥିଲେ।

ଆଦି ପୁସ୍ତକ 31:20

ଏବଂ ଯାକୁବ ନ ଜଣାର ଦୂରକୁ ୟିବା ପାଇଁ ଲାବନଙ୍କୁ ଠକି ଦଲୋ।

ଆଦି ପୁସ୍ତକ 31:24

ସହେି ରାତି ରେ ପରମେଶ୍ବର ଲାବନକୁ ସ୍ବପ୍ନ ରେ ଦର୍ଶନ ଦେଲେ। ପରମେଶ୍ବର କହିଲେ, ସାବଧାନ ହୁଅ! ଯାକୁବ କହିଥବା ପ୍ରେତ୍ୟକକ କଥାପାଇଁ ସାବଧାନ ହୁଅ।

ଆଦି ପୁସ୍ତକ 31:40

ଦିନର ଖରା ଏବଂ ରାତିର ଥଣ୍ଡା ରେ ମୁଁ କାର୍ୟ୍ଯ କରିଛି। ମୁଁ ନଶାଇେ ଏହି ପ୍ରକା ରେ ମୁଁ ତୁମ୍ଭର ସବୋ କଲି।

ଆଦି ପୁସ୍ତକ 43:1

ଏହି ସମୟରେ ସେ ଦେଶ ରେ ଦୁର୍ଭିକ୍ଷ ଅତି ଭୟଙ୍କର ଥିଲା।

ଆଦି ପୁସ୍ତକ 43:12

ତୁମ୍ଭମାନେେ ଗତଥର ଯେତେ ଟଙ୍କା ନଇେଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫରୋଇ ଦଇେଥିଲେ ତାହାବି ନଇୟୋଅ କାରଣ ସେ ଏହା ଭୂଲ୍ ରେ ତୁମ୍ଭମାନଙ୍କୁ ଫରୋଇ ଦଇେଥିବେ।

ଆଦି ପୁସ୍ତକ 45:7

ତେଣୁ ପରମେଶ୍ବର ମାେତେ ଏଠାକୁ ପଠାଇଛନ୍ତି ତୁମ୍ଭକୁ ଆଗଇେ ନବୋ ପାଇଁ। ତେଣୁ ମୁଁ ଏଠା ରେ ତୁମ୍ଭ ଦେଶର ଲୋକମାନଙ୍କୁ ରକ୍ଷା କରିପାରିବି ।

ଆଦି ପୁସ୍ତକ 45:11

ମୁଁ ତୁମ୍ଭମାନଙ୍କର ଆଗ ପାଞ୍ଚବର୍ଷ ପାଇଁ ଯତ୍ନ ନବେି। ନ ହେଲେ ତୁମ୍ଭର ଏବଂ ତୁମ୍ଭ ପରିବାରର ଦରିଦ୍ର ଦଶା ଘଟିବ।

ଆଦି ପୁସ୍ତକ 46:1

ତେଣୁ ଇଶ୍ରାୟେଲ ମିଶରକୁ ୟାତ୍ରା କଲେ। ପ୍ରଥମେ ଇଶ୍ରାୟେଲ ବରେଶବୋକୁ ଗଲେ। ସଠାେରେ ସେ ପରମେଶ୍ବରଙ୍କ ଉପାସନା କଲେ। ତାଙ୍କର ପିତା ଇସ୍ହାକଙ୍କ ପରମେଶ୍ବରଙ୍କୁ। ଏବଂ ସେ ସଠାେରେ ହାମବେଳି ଦେଲେ।

ଆଦି ପୁସ୍ତକ 46:3

ଏହାପରେ ପରମେଶ୍ବର କହିଲେ, ଆମ୍ଭେ ପରମେଶ୍ବର ତୁମ୍ଭ ପିତାଙ୍କର ପରମେଶ୍ବର। ମିଶରକୁ ୟିବାକୁ ଭୟ କର ନାହିଁ। ମିଶର ରେ ଆମ୍ଭେ ତୁମ୍ଭର ଏକ ବଡ଼ ବଂଶ କରିବା।

ଆଦି ପୁସ୍ତକ 46:6

ସମାନେେ ମଧ୍ଯ ସମାନଙ୍କେର ଥିବା ସମସ୍ତ ପଶୁ ଏବଂ ସମାନେେ ଯାହା ଜିନିଷ କିଣାନ ଦେଶ ରେ ଅର୍ଜନ କରିଥିଲେ ଏବଂ ତାହାସବୁ ମିଶର ଦେଶକୁ ନେଲେ, ଯାକୁବଙ୍କର ସମସ୍ତ ବଂଶଧରଙ୍କର ସହିତ।

ଆଦି ପୁସ୍ତକ 46:7

ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।

ଆଦି ପୁସ୍ତକ 46:27

ଯୋଷଫଙ୍କେର ଦୁଇଟି ପୁତ୍ର ମିଶର ରେ ଜନ୍ମ ଗ୍ରହଣ କରିଥିଲେ। ତେଣୁ ଏହିପରି ଭାବରେ ମାଟେ ସତୁରି ଜଣ ଯାକୁବଙ୍କ ପରିବାର ମିଶର ରେ ବାସ କରୁଥିଲେ।

ଆଦି ପୁସ୍ତକ 47:27

ସେ ସମୟରେ ଇଶ୍ରାୟେଲ (ଯାକୁବ) ମିଶର ରେ ଗୋଶନ ପ୍ରଦେଶ ରେ ବାସ କଲେ। ସଠାେରେ ଇଶ୍ରାୟେଲମାନେ ସଫଲ ହେଲେ ଏବଂ ସମାନଙ୍କେର ପରିବାରସବୁ ବୃଦ୍ଧି ପାଇଲା।

ଯାତ୍ରା ପୁସ୍ତକ 1:5

ମାଟେ ରେ ଯାକୁବଙ୍କର ବଂଶଧର ସତୁରି ଜଣ ଥିଲେ। ଅନ୍ୟ ପୁତ୍ର ଯୋଷଫଙ୍କେ ଆଗରୁ ମିଶରର ଥିଲେ।

ଯାତ୍ରା ପୁସ୍ତକ 1:7

କିନ୍ତୁ ଇଶ୍ରାୟେଲର ବଂଶଧର ବଢିଲେ। ସମାନଙ୍କେ ସଂଖ୍ଯା ବଢିବଢି ଚାଲିଲା। ଇଶ୍ରାୟେଲର ଲୋକମାନେ ଅତ୍ଯଧିକ ଶକ୍ତିଶାଳୀ ହବୋକୁ ଲାଗିଲେ ଏବଂ ମିଶର ଦେଶ ଇଶ୍ରାୟେଲୀୟଙ୍କ ଦ୍ବାରା ପରିପୂର୍ଣ୍ଣ ହେଲା।

ଯାତ୍ରା ପୁସ୍ତକ 1:12

ମିଶରୀଯମାନେ ଇଶ୍ରାୟେଲୀୟମାନଙ୍କୁ ଅଧିକରୁ ଅଧିକ ପରିଶ୍ରମ କରାଇଲେ। ସମାନଙ୍କେୁ ଯେତେ ଅଧିକ ପରଶ୍ରମ କରାଇଲେ, ସମାନଙ୍କେର ସଂଖ୍ଯା ସହେିପରି ଅଧିକ ବ୍ଯାପିଲା। ଏହା ମିଶରୀଯ ଲୋକମାନଙ୍କର ଭୟର କାରଣ ହେଲା।

ଦିତୀୟ ବିବରଣ 7:7

କାରଣ ତୁମ୍ଭମାନେେ ଅନ୍ୟ ଜାତିଗଣ ଅପେକ୍ଷା ଅଧିକ ସଂଖ୍ଯକ, ତାହା ନକ୍ସ୍ଟହଁ ଯେ, ସଦାପ୍ରଭୁ ତୁମ୍ଭମାନଙ୍କୁ ପ୍ ରମେ କଲେ ଓ ମନୋନୀତ କଲେ। କାରଣ ତୁମ୍ଭମାନେେ ସମସ୍ତ ଲୋକ ଅପେକ୍ଷା ସବୁଠକ୍ସ୍ଟ କମ୍ ଥିଲ।

ଦିତୀୟ ବିବରଣ 10:22

ତୁମ୍ଭମାନଙ୍କର ପୂର୍ବପୁରୁଷମାନେ ସତକ୍ସ୍ଟରି ପ୍ରାଣୀ ସହିତ ମିଶରକକ୍ସ୍ଟ ୟାଇଥିଲେ। ମାତ୍ର ଏବେ ସଦାପ୍ରଭୁ ତକ୍ସ୍ଟମ୍ଭ ପରମେଶ୍ବର ଆକାଶ ମଣ୍ତଳର ତାରାଗଣ ପରି ତୁମ୍ଭମାନଙ୍କୁ ବହକ୍ସ୍ଟ ସଂଖ୍ଯକ କରିଛନ୍ତି।

ଗୀତସଂହିତା 105:23

ଏହାପରେ ଇଶ୍ରାୟେଲ ମିଶରକୁ ଆସିଲା। କିନ୍ତୁ ୟାକୁବ ହାମ ଦେଶରେ ବାସ କଲା।

ଯିଶାଇୟ 51:1

ହେ ଧର୍ମାଚାରୀଗଣ, ହେ ସଦାପ୍ରଭୁଙ୍କ ଅନ୍ବଷେଣକାରୀଗଣ। ତୁମ୍ଭମାନେେ ଆମ୍ଭର କଥା ଶୁଣ ; ତୁମ୍ଭମାନେେ ଯେଉଁ ଶୈଳରୁ କଟା ହାଇେଥିଲ ଓ ଯେଉଁ ଗର୍ତ୍ତରୁ ଚ୍ଛଦରେୁ ଖୋଳା ହାଇେଥିଲା, ତାହା ପ୍ରତି ଦୃଷ୍ଟିପାତ କର।

ଯିଶାଇୟ 51:2

ତୁମ୍ଭମାନଙ୍କ ପିତା ଅବ୍ରହାମ ଓ ଜନ୍ମଦାତ୍ରୀ ସାରା ପ୍ରତି ଦୃଷ୍ଟି ଦିଅ। ସେ ଯେତବେେଳେ ଏକାକୀ ଥିଲା ଆମ୍ଭେ ତାହାକୁ ଆହ୍ବାନ କଲୁ। ଆମ୍ଭେ ଆଶୀର୍ବାଦ କରି ତାକୁ ବହୁ ବଂଶ କଲୁ।

ହୋଶେୟ 12:12

ଯାକୁବ ଅରାମ ରାଜ୍ଯକୁ ପଳାଇଲେ। ସହେି ସ୍ଥାନ ରେ ଇଶ୍ରାୟେଲ ଗୋଟିଏ ସ୍ତ୍ରୀ ପାଇଁ କାର୍ୟ୍ଯ କରୁଥିଲେ। ସେ ଅନ୍ୟ ସ୍ତ୍ରୀ ପାଇବାକୁ ମଷେ ରଖିଲେ।

ହୋଶେୟ 12:13

କିନ୍ତୁ ସଦାପ୍ରଭୁ ଜଣେ ଭବିଷ୍ଯଦ୍ବକ୍ତାଙ୍କୁ ରଖିଲେ ଏବଂ ମିଶରରୁ ଇଶ୍ରାୟେଲକୁ ନଇେ ଆସିଲେ। ସଦାପ୍ରଭୁ ସହେି ଭବିଷ୍ଯଦ୍ବକ୍ତାଙ୍କୁ ଲଗାଇ ଇଶ୍ରାୟେଲକୁ ନିରାପଦ ରଖିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 7:15

ତା'ପରେ ଯାକୁବ ମିଶର ଦେଶକୁ ଗଲେ। ସଠାେରେ ସେ ନିଜେ ଓ ଆମ୍ଭର ପୂର୍ବପୁରୁଷମାନେ ମୃତ୍ଯୁ ବରଣ କଲେ।

Interlinear

Choose Theme