Cross references
ସହେି ସମୟରେ ସହେି ଦେଶର ଭୟଙ୍କର ଦୁର୍ଭିକ୍ଷ ପଡ଼ିଲା। ତେଣୁ ଅବ୍ରାମ ବାସ କରିବା ପାଇଁ ମିଶର ଦେଶକୁ ୟାତ୍ରା କଲେ।
ଏହାପରେ ସଦାପ୍ରଭୁ ଅବ୍ରହାମଙ୍କୁ କହିଲେ, ସାରା ହସି କହୁଛି ସେ ପିଲା ଜନ୍ମ କରିବା ପାଇଁ ବେଶି ବୁଢ଼ି ହାଇୟୋଇଛି।
ଏବଂ ଏହାପରେ ସାତବର୍ଷର ଦୁର୍ଭିକ୍ଷ ଆରମ୍ଭ ହେଲା। ଯେଉଁପରି ଭାବେ ଯୋଷଫେ ଆଗରୁ କହିଥିଲେ। ଫସଲ ଉତ୍ପନ୍ନ ହେଲା ନାହିଁ। କୌଣସି ସ୍ଥାନ ମିଶର ରେ ଅବା ଅନ୍ୟ କୌଣସି ଦେଶ ରେ। କିନ୍ତୁ ମିଶର ରେ ଖାଦ୍ୟ ଥିଲା।
ସବୁଆଡ଼େ ଦୁର୍ଭିକ୍ଷ ପଡ଼ିଥିଲା। ତେଣୁ ଯୋଷଫେ ସବୁ ସ୍ଥାନ ରେ ଗୋଲା ଫିଟାଇ ମିସ୍ରୀଯମାନଙ୍କୁ ଶସ୍ଯ ବିକିବାକୁ ଲାଗିଲେ। ତଥାପି ମିଶର ରେ ଦୁର୍ଭିକ୍ଷ ପ୍ରବଳ ହେଲା।
ସର୍ବଦେଶୀଯ ଲୋକମାନେ ମିଶର ଦେଶ ରେ ଶସ୍ଯ କିଣିବା ପାଇଁ ଯୋଷଫଙ୍କେ ନିକଟକୁ ଆସିଲେ। ଯେ ହତେୁ ସବୁ ଦେଶ ରେ ଦୁର୍ଭିକ୍ଷ ପ୍ରବଳ ଥିଲା।
କିଣାନୀଯ ଦେଶ ରେ ଦୁର୍ଭିକ୍ଷ ଭୟଙ୍କର ଥିଲା। ତେଣୁ କିଣିନୀଯ ଦେଶରୁ ବହୁତ ଲୋକ ମିଶରକୁ ଖାଦ୍ୟଶଷ୍ଯ କିଣିବାକୁ ଗଲେ। ସମାନଙ୍କେ ମଧିଅରେ ଯାକୁବର ପୁତ୍ରମାନେ ମଧ୍ଯ ଥିଲେ।
ମୁଁ ଏହିସବୁ ବିଷଯ ରେ ମନୋନିବେଶ କରି ଅନୁସନ୍ଧାନ କଲି। ଧାର୍ମିକ ଓ ଜ୍ଞାନୀ, ଆଉ ସମାନଙ୍କେ କାର୍ୟ୍ଯ ପରମେଶ୍ବରଙ୍କ ହାତ ରେ। କହେି ଜାଣେ ନାହିଁ, ତାକୁ ପ୍ ରମେ କରାୟିବ କି ଘୃଣା କରାୟିବ। ଏସବୁ ଭବିଷ୍ଯତ ଉପ ରେ ନିର୍ଭର କରେ। ଏପରିକି ସମାନଙ୍କେର ପ୍ ରମେ ଓ ଘୃଣା ପରମେଶ୍ବରଙ୍କ ହାତ ରେ ଅଛି।
କ୍ଷୁଧାର ତାଡ଼ନା ରେ ଆମ୍ଭମାନେେ ଭୟଙ୍କର ଜ୍ବର ରେ ଆକ୍ରାନ୍ତ। ଆମ୍ଭମାନଙ୍କର ଚର୍ମ ତୁନ୍ଦୁର ପରି ଢ଼ଳା ହାଇେଅଛି।
ସେ ସମୟରେ ସମଗ୍ର ମିଶର ଓ କିଣାନ ଦେଶ ରେ ଦୁର୍ଭିକ୍ଷ ପଡ଼ିବାରୁ ଲୋକେ ବହୁତ କଷ୍ଟ ରେ ପଡ଼ିଲେ। ଆମ୍ଭର ପୂର୍ବପୁରୁଷମାନେ ଖାଇବାକୁ କିଛି ପାଇଲେ ନାହିଁ।