Cross references
ତରହରେ ଜନ୍ମ ପରେ ନାହାରେ 119 ବର୍ଷ ବଞ୍ଚିଲେ। ସହେି ସମୟରେ ତାଙ୍କଠାରୁ ଅନ୍ୟ ପୁତ୍ରମାନେ ଜନ୍ମ କଲେ।
ସଦାପ୍ରଭୁ ଅବ୍ରାମକୁ ଦର୍ଶନ ଦେଲେ ଏବଂ କହିଲେ, ମୁଁ ତୁମ୍ଭ ବଂଶଧରଙ୍କୁ ଏହି ଦେଶ ଦବେି।
ଏହିସବୁ ଘଟଣା ଘଟିୟିବା ପରେ , ଅବ୍ରହାମକୁ ଏକ ବାର୍ତ୍ତା ପଠାଗଲା। ବର୍ତ୍ତାଟି ଏହିପରି ଥିଲା, ତୁମ୍ଭର ଭାଇ ନା ହରେ ଏବଂ ତାଙ୍କର ସ୍ତ୍ରୀ ମିଲ୍କା ସନ୍ତାନ ପ୍ରସବ କରିଅଛି।
ତେଣୁ ସେ ମାେତେ ପ୍ରତିଜ୍ଞା କରି ତାଙ୍କ ସମ୍ବନ୍ଧୀଯଙ୍କ ନିକଟକୁ ପଠାଇଲେ ଏବଂ କହିଲେ, 'ୟାଅ ଓ ମାେ ପୁତ୍ର ପାଇଁ ଏକ ପୁତ୍ରବଧୂ ଧରିଆସ।'
ତେଣୁ ତୁମ୍ଭେ ଏସ୍ଥାନ ଛାଡ଼ି ପଦ୍ଦନ ଅରାମକୁ ୟାଅ। ନିଜ ମାତାର ପରବାରକୁ ୟାଇ ବଥୂଯଲରେ ଗୁହକୁ ଯଇେ ସଠାେରେ ନିଜର ମାମୁଁ ଲାବନର କୌଣସି କନ୍ଯାକୁ ବିବାହ କର।
ତାଙ୍କର ପିତା ମାତା ତାଙ୍କୁ କହିଲେ, ଆମର ସଐର୍କୀଯ ମଧିଅରେ ଇଶ୍ରାୟେଲ ରେ ତୁମ୍ଭର ସ୍ତ୍ରୀ ହବୋକକ୍ସ୍ଟ କନ୍ଯା ନାହିନ୍ତି ଯେ, ତୁମ୍ଭେ ଅସକ୍ସ୍ଟନ୍ନତ ପଲେଷ୍ଟୀୟମାନଙ୍କ ମଧ୍ଯରକ୍ସ୍ଟ ଜଣକକ୍ସ୍ଟ ସ୍ତ୍ରୀ କରିବ?
ୟିହୋଯାଦା ୟୋଯାଶ୍ଙ୍କ ନିମନ୍ତେ ଦୁଇଜଣ ସ୍ତ୍ରୀ ବାଛିଲେ। ଯୋୟାଶ୍ ପୁତ୍ର ଓ କନ୍ଯାମାନଙ୍କୁ ଜନ୍ମ ଦେଲେ।