Home Bibles ଆଦି ପୁସ୍ତକ 43:12 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 43:12 · ଓଡ଼ିଆ ବାଇବେଲ

ତୁମ୍ଭମାନେେ ଗତଥର ଯେତେ ଟଙ୍କା ନଇେଥିଲ ତା'ର ଦୁଇଗୁଣ ନିଅ। ଗତଥର ତୁମ୍ଭକୁ ଯେଉଁ ଟଙ୍କା ଫରୋଇ ଦଇେଥିଲେ ତାହାବି ନଇୟୋଅ କାରଣ ସେ ଏହା ଭୂଲ୍ ରେ ତୁମ୍ଭମାନଙ୍କୁ ଫରୋଇ ଦଇେଥିବେ।

Cross references

ଆଦି ପୁସ୍ତକ 42:25

ଯୋଷଫେ ତାଙ୍କର ଦାସମାନଙ୍କୁ ନିର୍ଦ୍ଦେଶ ଦେଲେ, ସମାନଙ୍କେର ବ୍ଯାଗ୍ଗୁଡ଼ିକୁ ଶସ୍ଯ ରେ ଭରପୁର କରିବା ପାଇଁ। ତା'ର ଭାଇମାନେ ସହେି ଶସ୍ଯ ପାଇଁ ତାଙ୍କୁ ଅର୍ଥ ଦେଲେ। କିନ୍ତୁ ଯୋଷଫେ ସହେି ଅର୍ଥ ନେଲେ ନାହିଁ। ସେ ସମାନଙ୍କେର ଅର୍ଥ ସହେି ବ୍ଯାଗ ମଧିଅରେ ପୁରାଇ ଦେଲେ। ଏହାପରେ ଯୋଷଫେ ତାଙ୍କର ଫରେିବା ପାଇଁ ବ୍ଯବହାର ଦ୍ରବ୍ଯ ମଧ୍ଯ ତାଙ୍କୁ ଦେଲେ।

ଆଦି ପୁସ୍ତକ 42:35

ଏହାପରେ ଭାଇମାନେ ଶସ୍ଯ ବୋହିବାକୁ ଲାଗିଲେ। ଏବଂ ସମସ୍ତ ଭାଇମାନେ ସମାନଙ୍କେର ବ୍ଯାଗରୁ ସମସ୍ତ ଅର୍ଥମୁଣା ପାଇଲେ। ସମସ୍ତ ଭାଇ ଓ ସମାନଙ୍କେର ପିତା ଏହି ଟଙ୍କା ଦେଖି ଭୟ ରେ ଥରିବାକୁ ଲାଗିଲେ।

ରୋମୀୟଙ୍କ ପ୍ରତି ପତ୍ର 12:17

ମନ୍ଦ ପ୍ରତିବଦଳ ରେ କାହାରି ପ୍ରତି ମନ୍ଦ କର ନାହିଁ। ଯାହାକୁ ସବୁ ଲୋକ ଭଲ ବୋଲି ଚିନ୍ତା କରନ୍ତି ସହେିଭଳି କାମ କରିବା ତୁମ୍ଭର ଲକ୍ଷ ହେଉ।

ରୋମୀୟଙ୍କ ପ୍ରତି ପତ୍ର 13:8

କାହାର ଋଣୀ ହୁଅ ନାହିଁ। କିନ୍ତୁ ପରପ୍ପର ପ୍ରତି ପ୍ ରମରେ ଋଣ ରେ ଋଣୀ ହୁଅ। ଯେଉଁ ଲୋକ ପ୍ରତିବେଶୀକୁ ପ୍ ରମେ କରେ ସେ ସଂପୂର୍ଣ ବ୍ଯବସ୍ଥା ମାନିଛି।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 8:21

ଯାହା ଠିକ୍, ଆମ୍ଭେ ତାହା କରିବା ପାଇଁ ଯତ୍ନଶୀଳ। ଯାହା ସବୁ ପ୍ରଭୁ ଠିକ୍ ବୋଲି ଧରନ୍ତି, ଓ ଲୋକେ ଠିକ ବୋଲି ଭାବନ୍ତି, ଆମ୍ଭେ ତାହା କରୁ।

ଫିଲି‌ପ୍‌ପୀୟଙ୍କ ପ୍ରତି ପତ୍ର 4:8

ଭାଇ ଓ ଭଉଣୀମାନେ ! ଯାହା ସତ୍ଯ, ସମ୍ମାନଜନକ, ଯଥାର୍ଥ, ଶୁଦ୍ଧ, ଆଦରଣୀୟ, ପ୍ରୀତିଭାଜନ ଓ କୌଣସି ସଦ୍ ଗୁଣ ଓ ପ୍ରଶଂସାର ଥାଏ, ସହେି ବିଷୟଗୁଡ଼ିକରେ ମନୋୟୋଗ କର।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 4:6

ଖ୍ରୀଷ୍ଟଙ୍କଠା ରେ ତୁମ୍ଭମାନଙ୍କ ଭାଇ ବିରୁଦ୍ଧ ରେ କୌଣସି ମନ୍ଦକାର୍ୟ୍ଯ କର ନାହିଁ ଓ ଏହି ବିଷୟ ରେ ତାହାଙ୍କୁ ଠକ ନାହିଁ। ଯେଉଁମାନେ ଏଭଳି କାମ କରିବେ, ସମାନଙ୍କେୁ ପରମେଶ୍ବର ଦଣ୍ଡ ଦବେେ। ଆମ୍ଭେ ଏ ବିଷୟ ରେ ଆଗରୁ ତୁମ୍ଭମାନଙ୍କୁ କହିଛୁ ଓ ସତର୍କ କରିଛୁ।

ଥେସଲନୀକୀୟଙ୍କ ପ୍ରତି ପ୍ରଥମ ପତ୍ର 5:21

କିନ୍ତୁ ପ୍ରେତ୍ୟକକ କଥାର ସତ୍ଯାସତ୍ଯ ପରୀକ୍ଷା କରି ଯାହା ଭଲ ତାହାକୁ ଧରି ରଖ।

ଏବ୍ରୀ 13:8

ଯୀଶୁଖ୍ରୀଷ୍ଟ ଗତକାଲି, ଆଜି ଓ ସବୁ ସମୟ ପାଇଁ ସମାନ ଅଟନ୍ତି।

Interlinear

Choose Theme