Home Bibles ଆଦି ପୁସ୍ତକ 46:7 · ଓଡ଼ିଆ ବାଇବେଲ
ଆଦି ପୁସ୍ତକ 46:7 · ଓଡ଼ିଆ ବାଇବେଲ

ତାଙ୍କ ସହିତ ତାଙ୍କର ପୁଅ, ଝିଅ, ନାତି ଓ ନାତୁଣି ସମସ୍ତେ ମିଶରକୁ ଗଲେ।

Cross references

ଆଦି ପୁସ୍ତକ 34:7

ଯେତବେେଳେ ସମାନେେ କ୍ଷତରେୁ ଫରେିଲେ, ତା'ର ସମସ୍ତ ଭାଇମାନେ ଏହି କଥା ଶୁଣିଲେ, ସମାନେେ ଭୟଙ୍କର ଭାବରେ ରାଗିଗଲେ କାରଣ ଶିଖିମ ଇଶ୍ରାୟେଲ ରେ ଏପରି ଅପମାନଜନକ କାର୍ୟ୍ଯ କଲେ। ସେ ଯାକୁବର କନ୍ଯାକୁ ଧର୍ଷଣ କରିବା ଉଚିତ୍ ନଥିଲା।

ଗଣନା ପୁସ୍ତକ 20:15

ବହୁ ବର୍ଷପୂର୍ବେ ଆମ୍ଭର ପୂର୍ବପୁରୁଷ କିପରି ମିଶରକୁ ଗଲେ ଓ ମିଶର ରେ ଦୀର୍ଘକାଳ ବାସ କଲେ ଓ ମିଶରୀଯମାନେ ଆମ୍ଭମାନଙ୍କ ପ୍ରତି ଓ ଆମ୍ଭ ପୂର୍ବପୁରୁଷମାନଙ୍କ ପ୍ରତି ଯେଉଁ କୁବ୍ଯବହାର କଲେ, ତାହା ତୁମ୍ଭେ ଜାଣ।

ଦିତୀୟ ବିବରଣ 23:7

ତୁମ୍ଭମାନେେ ଇଦୋମୀଯ ଲୋକମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ। କାରଣ ସମାନେେ ତୁମ୍ଭମାନଙ୍କର ଭାଇ ଅଟନ୍ତି ଏବଂ ତୁମ୍ଭମାନେେ ମିଶରୀଯମାନଙ୍କୁ ଘୃଣା କରିବା ଉଚିତ୍ ନକ୍ସ୍ଟ ହେଁ କାରଣ ତୁମ୍ଭମାନେେ ସମାନଙ୍କେ ଦେଶ ରେ ବିଦେଶୀପରି ବାସ କରୁଥିଲ।

ଦିତୀୟ ବିବରଣ 26:5

ତା'ପରେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କ ସମ୍ମକ୍ସ୍ଟଖ ରେ ଉତ୍ତର ଦଇେ କହିବ,'ଜଣେ ବକ୍ସ୍ଟଲକ୍ସ୍ଟଥିବା, ଅରାମୀଯ ଲୋକ ମାରେପିତା ଥିଲେ ଓ ସେ ମିଶରକକ୍ସ୍ଟ ଗଲେ ଏବଂ ସଠାେରେ ଅଳ୍ପ କେତକେ ଲୋକ ସହିତ ବାସ କଲେ। ସଠାେରେ ସେ ଜାତୀଯ ଲୋକମାନଙ୍କ ମଧିଅରେ ମହାନ ଓ ଶକ୍ତିଶାଳୀ ହେଲେ।

ଯିହୋଶୂୟ 24:4

ଏବଂ ଇସ୍ହାକକକ୍ସ୍ଟ ଦକ୍ସ୍ଟଇଟି ପକ୍ସ୍ଟତ୍ର ଦଲେି, ସମାନେେ ହେଲେ, ୟାକକ୍ସ୍ଟବ ଓ ଏଷୌ। ଏବଂ ଏଷୌକକ୍ସ୍ଟ ସଯେୀର ପର୍ବତ ଓ ତା'ର ପାଶର୍‌ବବର୍ତ୍ତୀ ଭୂମି ଦଲେି। ୟାକକ୍ସ୍ଟବ ଏବଂ ତାଙ୍କର ସନ୍ତାନମାନେ ସଠାେରେ ବାସ କଲେ ନାହିଁ। ସମାନେେ ବାସ କରିବାକୁ ମିଶରକକ୍ସ୍ଟ ପଳାଇ ଗଲେ।

ଗୀତସଂହିତା 105:23

ଏହାପରେ ଇଶ୍ରାୟେଲ ମିଶରକୁ ଆସିଲା। କିନ୍ତୁ ୟାକୁବ ହାମ ଦେଶରେ ବାସ କଲା।

ଯିଶାଇୟ 52:4

ସଦାପ୍ରଭୁ ମାରେ ପ୍ରଭୁ କୁହନ୍ତି, ଆମ୍ଭର ଲୋକମନେ ପ୍ରବାସ କରିବାକୁ ମିଶର ୟାଇଥିଲେ। ମାତ୍ର ଅଶୂରୀଯମାନେ ବିନା କାରଣ ରେ ସମାନଙ୍କେ ଉପ ରେ ଅତ୍ଯାଚାର କଲେ।

Interlinear

Choose Theme