ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମାରେ ପ୍ରାର୍ଥନା ପ୍ରତି ଧ୍ଯାନ ଦିଅ। ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇଶ୍ରାୟେଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧ ରେ କରିଥିବା ପାପ ଆମ୍ଭେ ସ୍ବୀକାର କରିଛୁ। ଉତ୍ତଯ ମୁଁ ଓ ମାରେ ପରିବାର ପାପ କରିଛୁ।
Cross references
ସଦାପ୍ରଭୁ କହିଲେ,ଶାଉଲ ମାେତେ ଅନକ୍ସ୍ଟସରଣ କରୁନାହିଁ। ତେଣୁ ଶାଉଲଙ୍କକ୍ସ୍ଟ ରାଜା କରିଥିବାରକ୍ସ୍ଟ ମୁ ଦକ୍ସ୍ଟଃଖିତ ଅଟେ। ସେ ମାରେ ଆଦେଶକକ୍ସ୍ଟ ଅବଜ୍ଞା କଲା। ଏଥି ରେ ଶାମକ୍ସ୍ଟଯଲେ କୋର୍ଧିତ ହେଲେ ଏବଂ ସଦାପ୍ରଭୁଙ୍କ ନିକଟରେ ସାରା ରାତି ଚିତ୍କାର କରି କାନ୍ଦିଲେ।
ତଥାପି ହେ ସଦାପ୍ରଭୁ, ମାେ ପରମେଶ୍ବର, ତୁମ୍ଭ ଦାସ ଆଜି ତୁମ୍ଭ ନିକଟରେ କାକୂକ୍ତି କରି ନିବଦନେ କରୁଛି, ଯେ ହତେୁ, ମୁଁ ତୁମ୍ଭର ଦାସ, ତୁମ୍ଭେ ମାରେ ପ୍ରାର୍ଥନା ଓ ବିନତି ରେ ମନୋୟୋଗ କର।
ଦୟାକରି ଏହି ମନ୍ଦିର ଉପରେ ତୁମ୍ଭର ଚକ୍ଷୁ ଦିବାରାତ୍ର ମୁକ୍ତ ଥାଉ। ଯାହାକି ତୁମ୍ଭେ କହିଥିଲ, ' ମାରେ ନାମ' ସଠାେରେ ସମ୍ମାନ୍ବିତ ହବେ। ଦୟାକରି ଶୁଣିବା ଲୋକକୁ କୃପା କର। ଯାହା ତୁମ୍ଭର ଦାସଗଣ କୃତଜ୍ଞଭାବରେ ଏହି ମନ୍ଦିର ରେ ତୁମ୍ଭଙ୍କୁ ପ୍ରାର୍ଥନା କରୁଛନ୍ତି।
ବର୍ତ୍ତମାନ, ହେ ମାରେ ପରମେଶ୍ବର, ତୁମ୍ଭେ ତୁମ୍ଭର ଚକ୍ଷୁ ଓ କର୍ଣ୍ଣ ଉନ୍ମୁକ୍ତ କରିବାକୁ ମୁଁ ତୁମ୍ଭକୁ ନିବଦନେ କରେ। ଆମ୍ଭମାନେେ ଏହି ସ୍ଥାନ ରେ ଯେଉଁ ପ୍ରାର୍ଥନା କରୁଅଛୁ, ତାହା ଶୁଣ।
ତୁମ୍ଭମାନେେ ଯିହୁଦା ଓ ୟିରୁଶାଲମର ଲୋକମାନଙ୍କୁ ତୁମ୍ଭର କ୍ରୀତଦାସରୂପେ ରଖିବା ନିମନ୍ତେ ଯୋଜନା କରିଅଛ। ଏହା କରି ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ବିରୁଦ୍ଧ ରେ ମଧ୍ଯ ପାପ କରିଅଛ।
ଆମ୍ଭମାନଙ୍କର ପୂର୍ବପୁରୁଷମାନେ ସଦାପ୍ରଭୁଙ୍କୁ ତ୍ଯାଗ କଲେ। ସଦାପ୍ରଭୁ ପରମେଶ୍ବର ମନ୍ଦ ବୋଲି ବିବଚେନା କରିଥିବା କାର୍ୟ୍ଯକୁ ସମାନେେ କଲେ। ସମାନେେ ସଦାପ୍ରଭୁଙ୍କୁ ଅବମାନନା କଲେ। ସମାନେେ ସଦାପ୍ରଭୁଙ୍କୁ ପଛ କଲେ।
ହେ ମାରେ ପରମେଶ୍ବର,
ଏଜ୍ରା ପରମେଶ୍ବରଙ୍କ ଗୃହ ସମ୍ମୁଖ ରେ ପ୍ରାର୍ଥନା କରୁଥିଲେ ଓ ତାଙ୍କର ଦୋଷ ସ୍ବୀକାର କରୁଥିଲେ। ଏହି ସମୟରେ ସେ ପରମେଶ୍ବରଙ୍କ ମନ୍ଦିର ସମ୍ମୁଖ ରେ ନତମସ୍ତକ ହାଇେ କ୍ରନ୍ଦନ କରୁଥିଲେ। ଏଜ୍ରା ଏପରି କରୁଥିବା ସମୟରେ ଦଳେ ଲୋକ ଇଶ୍ରାୟେଲର ପୁରୁଷମାନେ, ସ୍ତ୍ରୀମାନେ ଓ ପିଲାମାନେ ତାଙ୍କ ଚତୁଃପାଶର୍ବ ରେ ଘରେି ରହିଥିଲେ। ସହେି ଇଶ୍ରାୟେଲୀୟମାନେ ମଧ୍ଯ ଅତିଶଯ କ୍ରନ୍ଦନ କରୁଥିଲେ।
ଏଣୁ ତୁମ୍ଭେ ତୁମ୍ଭର ପିତୃଗଣର ପରମେଶ୍ବର ସଦାପ୍ରଭୁଙ୍କ ନିକଟରେ ପ୍ରକାଶ କର। ତାଙ୍କର ତୁଷ୍ଟିଜନକ କାର୍ୟ୍ଯ କର। ଦେଶସ୍ଥ ଅନ୍ୟ ଗୋଷ୍ଠୀଯମାନଙ୍କଠାରୁ ଓ ଅନ୍ୟ ଦେଶୀଯା ସ୍ତ୍ରୀମାନଙ୍କଠାରୁ ଆପଣାମାନଙ୍କୁ ପୃଥକ କର।
କିନ୍ତୁ ତା'ପରେ ମୁଁ ନିଷ୍ପତ୍ତି ନଲେି ମାରେ ସମସ୍ତ ପାପକୁ ତୁମ୍ଭ ଆଗରେ ପ୍ରକାଶ କରିବି। ସଦାପ୍ରଭୁ ତୁମ୍ଭଙ୍କୁ ମାରେ ସମସ୍ତ ପାପ ବିଷଯରେ କହିଲି। ମାରେ କୌଣସି ପାପ ଲୁଚାଇ ରଖିଲି ନାହିଁ ଓ ତୁମ୍ଭେ ମାେତେ ମାରେ ସମସ୍ତ ପାପରୁ କ୍ଷମା କରିଦଲେ।
ସଦାପ୍ରଭୁ ଉତ୍ତମ ବ୍ଯକ୍ତିମାନଙ୍କୁ ରକ୍ଷା କରନ୍ତି। ସେ ସମାନଙ୍କେର ପ୍ରାର୍ଥନା ଶୁଣନ୍ତି।
ମୁଁ ସନ୍ଧ୍ଯା, ସକାଳେ ଓ ମଧ୍ଯାହ୍ନରେ ପରମେଶ୍ବରଙ୍କୁ କଥା କହିଲି। ମୁଁ ତାଙ୍କୁ କୁ ହେ, ମାେତେ କ'ଣ ବ୍ଯସ୍ତ କରୁଅଛି ଏବଂ ସେ ମାରେ କଥା ଶୁଣନ୍ତି !
ହେ ସଦାପ୍ରଭୁ ପରମେଶ୍ବର, ତୁମ୍ଭେ ମାରେ ପରିତ୍ରାଣକର୍ତ୍ତା। ମୁଁ ଦିନ ଓ ରାତ୍ରି ତୁମ୍ଭ ନିକଟରେ ପ୍ରାର୍ଥନା କରିଅଛି।
ଆମ୍ଭମାନେେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଅମ୍ଭମାନେେ ଅଧର୍ମ ଭାବରେ କାମ କରିଅଛୁ।