Home Bibles ଦିତୀୟ ରାଜାବଳୀ 21:15 · ଓଡ଼ିଆ ବାଇବେଲ
ଦିତୀୟ ରାଜାବଳୀ 21:15 · ଓଡ଼ିଆ ବାଇବେଲ

କାରଣ ସମାନେେ ଆମ୍ଭ ଦୃଷ୍ଟି ରେ କୁକର୍ମ କରି ଅଛନ୍ତି। ପୁଣି ସମାନେେ ସମାନଙ୍କେର ପୂର୍ବପୁରୁଷଗଣ ମିଶରରୁ ଆସିବା ଦିନଠାରୁ ଆଜି ପର୍ୟ୍ଯନ୍ତ ମାେତେ କୋରଧ ଜନ୍ମାଇଛନ୍ତି।

Cross references

ଦିତୀୟ ବିବରଣ 9:21

ମୁ ତୁମ୍ଭମାନଙ୍କର ପାପପୂର୍ଣ ବସ୍ତକ୍ସ୍ଟକକ୍ସ୍ଟ ଦଗ୍ଧ କଲି। ତୁମ୍ଭମାନେେ ଛାଞ୍ଚ ରେ ଢଳାଇଥିବା ବାଛକ୍ସ୍ଟରିକକ୍ସ୍ଟ ଅଗ୍ନି ରେ ଦଗ୍ଧ କଲି। ତା'ପରେ ମୁ ଏହାକକ୍ସ୍ଟ ଚୂର୍ଣ୍ଣ କଲି ଏବଂ ଧୂଳି ପରି ସକ୍ସ୍ଟକ୍ଷ୍ମ ହବୋ ପର୍ୟ୍ଯନ୍ତ ମୁ ଏହାକକ୍ସ୍ଟ ଦଳିଲି। ତା'ପରେ ଢାଞ୍ଚା ନିର୍ମିତ ବାଛକ୍ସ୍ଟରିର ଭସ୍ମକକ୍ସ୍ଟ ଜଳଷୋର୍ତ ରେ ନିକ୍ଷପେ କଲି। ଯାହା ପର୍ବତରକ୍ସ୍ଟ ଆସକ୍ସ୍ଟଥିଲା।

ଦିତୀୟ ବିବରଣ 31:27

ମୁ ଜାଣେ ତୁମ୍ଭମାନେେ ଶକ୍ତ ଗ୍ରିବ ଅଟ। ମୁ ଜାଣେ ତୁମ୍ଭେ ତକ୍ସ୍ଟମ୍ଭ ବାଟରେ ଚଳିବାକକ୍ସ୍ଟ ଗ୍ଭହଁ। ଦେଖ ଆଜି ମୁ ତୁମ୍ଭମାନଙ୍କ ମଧିଅରେ ବଞ୍ଚି ଥାଉ ଥାଉ ତୁମ୍ଭମାନେେ ସଦାପ୍ରଭୁଙ୍କର ବିଦ୍ରୋହି ହେଉଅଛ। ମାରେ ମରଣ ପରେ ତୁମ୍ଭମାନେେ କେତେ ଅଧିକ ନ ହବେ। ତୁମ୍ଭମାନେେ ସଦାପ୍ରଭୁଙ୍କୁ ମାନିବ ନାହିଁ।

ଦିତୀୟ ବିବରଣ 31:29

ମୁ ଜାଣେ ମାରେ ମୃତକ୍ସ୍ଟ୍ଯ ପରେ ତୁମ୍ଭମାନେେ ଅତିଶଯ ଦକ୍ସ୍ଟର୍ନୀତିଗ୍ରସ୍ଥ ହବେ। ତୁମ୍ଭମାନେେ ମାରେ ନିର୍ଦ୍ଦେଶୀତ ପଥରକ୍ସ୍ଟ ବିଚକ୍ସ୍ଟ୍ଯତ ହବେ। ଭବିଷ୍ଯତ ରେ ତୁମ୍ଭମାନଙ୍କ ପାଇଁ ବହକ୍ସ୍ଟତ ଅମଙ୍ଗଳ ହବେ। କାରଣ ତୁମ୍ଭମାନେେ ଏହି କର୍ମମାନ କରିବ, ଯାହା ତାଙ୍କ ଦୃଷ୍ଟି ରେ ମନ୍ଦ। ତୁମ୍ଭମାନେେ ଦକ୍ସ୍ଟଷ୍କର୍ମ କରି ତାଙ୍କୁ କୋର୍ଧାନ୍ବିତ କରିବ।

ବିଚାରକର୍ତାମାନଙ୍କ ବିବରଣ 2:11

ଏହାପରେ ଇଶ୍ରାୟେଲର ଲୋକମାନେ ଯାହା ସଦାପ୍ରଭୁଙ୍କ ଦୃଷ୍ଟି ରେ ମନ୍ଦ ସହେିପରି କାର୍ୟ୍ଯ କଲେ। ଇଶ୍ରାୟେଲର ଲୋକମାନେ ମିଥ୍ଯାବାଦୀ ବାଲ୍- ଦବେତାଙ୍କୁ ପୂଜା କଲେ।

ଗୀତସଂହିତା 106:34

କିଣାନୀଯଠାରେ ରହୁଥିବା ଅନ୍ୟ ବିଦେଶୀଯମାନଙ୍କୁ ନଷ୍ଟ କରିବା ପାଇଁ ପରମେଶ୍ବର କହିଲେ, କିନ୍ତୁ ଇଶ୍ରାୟେଲୀୟମାନେ ତାଙ୍କ କଥା ମାନିଲେ ନାହିଁ।

ଯିଶାଇୟ 24:5

ପୃଥିବୀବାସୀ ପୃଥିବୀକୁ ଅପବିତ୍ର କରିଛନ୍ତି। କାରଣ ସମାନେେ ପରମେଶ୍ବର ଶିକ୍ଷାସମୂହକୁ ଉଲଙ୍ଘନ କରିଛନ୍ତି। ସମାନେେ ପରମେଶ୍ବରଙ୍କ ବିଧି ଓ ଚୁକ୍ତିକୁ ପାଳନ କରି ନାହାଁନ୍ତି। ଅନନ୍ତକାଳସ୍ଥାଯୀ ଚୁକ୍ତିକୁ ଲଙ୍ଘନ କରିଛନ୍ତି।

ଯିରିମିୟ 15:4

କାରଣ ଯିହୁଦାର ରାଜା ହିଜକିଯଙ୍କର ପୁତ୍ର ମନଃଶି ୟିରୁଶାଲମ ରେ ଦୁଷ୍କର୍ମ କଲା, ଆମ୍ଭେ ସମାନଙ୍କେୁ ଯାହା କରିବା ସମଗ୍ର ପୃଥିବୀର ଲୋକେ ଭୟଭୀତ ହାଇଯେିବେ।'

ଯିରିମିୟଙ୍କ ବିଳାପ 1:5

ତା'ର ବିପକ୍ଷମାନେ ଜଯଲାଭ କରିଛନ୍ତି ଓ ତା'ର ଶତ୍ରୁଗଣ ସୌଭାଗ୍ଯବାନ ହାଇେଛନ୍ତି। କାରଣ ତା'ର ଅପାର ପାପ ଯୋଗୁଁ ସଦାପ୍ରଭୁ ତାକୁ କ୍ଲେଶ ଦଇେଛନ୍ତି। ତା'ର ଶିଶୁ ସନ୍ତାନଗଣ ଶତ୍ରୁମାନଙ୍କ ଦ୍ବାରା ନିର୍ବାସିତ ହାଇୟୋଇଛନ୍ତି।

ଯିହିଜିକଲ 16:15

କିନ୍ତୁ ତୁମ୍ଭେ ନିଜ ସୌନ୍ଦର୍ୟ୍ଯ ରେ ନିର୍ଭର କରି ନିଜର ସୁଖ୍ଯାତି ହତେୁ ମାଠାେ ରେ ଅବିଶ୍ବସ୍ତ ହେଲ। ତୁମ୍ଭେ ମାେତେ ପ୍ରଚାରିତ କଲ, ଯେ କହେି ତୁମ୍ଭ ନିକଟ ଦଇେ ଗଲା ତୁମ୍ଭେ ଗଣିକା ସଦୃଶ ତା'ର ହେଲ ଓ ସମାନେେ ତୁମ୍ଭକୁ ବ୍ଯଭିଚାରିଣୀ ରୂପେ ଉପ ଭୋଗ କଲେ।

ଯିହିଜିକଲ 20:4

ହେ ମନୁଷ୍ଯ ପୁତ୍ର, ତୁମ୍ଭେ କ'ଣ ସମାନଙ୍କେର ବିଚାର କରିବ ? ସମାନଙ୍କେର ପିତୃପୁରୁଷମାନଙ୍କର ଘୃଣା ଯୋଗ୍ଯ କ୍ରିଯାସବୁ ସମାନଙ୍କେୁ ଜ୍ଞାତ କରାଅ।

ଯିହିଜିକଲ 20:13

କିନ୍ତୁ ଇଶ୍ରାୟେଲର ପୁତ୍ରଗଣ ମରୁଭୂମିରେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପଥରେ ଚାଲିଲେ ନାହିଁ ଓ ମାରେ ବ୍ଯବସ୍ଥା ସକଳ ଅଗ୍ରାହ୍ଯ କଲେ। ଯାହାକୁ ଯଦି ଜଣେ ମନୁଷ୍ଯ ଅନୁସରଣ କରେ, ତବେେ ସେ ବଞ୍ଚିବ। ଏବଂ ସମାନେେ ମାରେ ବିଶ୍ରାମଦିନସବୁ କଳୁଷିତ କଲେ। ଏବଂ ସେଥିପାଇଁ ମୁଁ କହିଲି, ମରୁଭୂମିରେ ସମାନଙ୍କେ ବିରୁଦ୍ଧ ରେ ମାରେ କୋରଧ ଢ଼ାଳି ଦବେି ଓ ସମାନଙ୍କେୁ ବିନାଶ କରିବି।

ଯିହିଜିକଲ 20:21

କିନ୍ତୁ ଇଶ୍ରାୟେଲର ଲୋକମାନେ ମାେ ବିରୁଦ୍ଧ ରେ ଗଲେ। ସମାନେେ ମାରେ ବିଧି ପାଳନ କଲେ ନାହିଁ କିମ୍ବା ମାରେ ବ୍ଯବସ୍ଥା ପାଳନ କଲେ ନାହିଁ। କିନ୍ତୁ ଯଦି କହେି ମାରେ ବିଧିସବୁ ଅନୁସରଣ କରେ ସେ ବଞ୍ଚିବ। ଏବଂ ଅଧିକନ୍ତୁ ସମାନେେ ମାରେ ବିଶ୍ରାମ ଦିନସବୁ କଳୁଷିତ କଲେ। ତେଣୁ ମୁଁ କହିଲି ଯେ, ମାରେ କୋରଧ ସମାନଙ୍କେ ଉପ ରେ ଢ଼ାଳି ଦବେି ଏବଂ ପୁରାମାତ୍ରା ରେ ମାରେ କୋପ ସମାନଙ୍କେ ବିରୁଦ୍ଧ ରେ ପ୍ରକାଶ କରିବି।

ଯିହିଜିକଲ 20:30

ପରମେଶ୍ବର କହିଲେ, ଇଶ୍ରାୟେଲର ଲୋକମାନଙ୍କୁ କୁହ, 'ସଦାପ୍ରଭୁ ମାରେ ପ୍ରଭୁ ପଚାରନ୍ତି, ପିତୃପୁରୁଷମାନଙ୍କ ପରି କାର୍ୟ୍ଯ କରି ମୂର୍ତ୍ତିମାନଙ୍କ ସହିତ ବ୍ଯଭିଚାରୀତା କରି ତୁମ୍ଭମାନେେ କ'ଣ ନିଜକୁ ଅଶୁଚି କରୁ ନାହଁ ଓ ସମାନଙ୍କେର ଘୃଣ୍ଯ ମୂର୍ତ୍ତିମାନଙ୍କ ଦ୍ବାରା ବ୍ଯଭିଚାରୀ ହେଉଅଛ ?

ଯିହିଜିକଲ 23:3

ସମାନେେ କିଶୋରୀ ସମୟରେ ମିଶର ରେ ବ୍ଯଭିଚାରିଣୀ ହେଲେ। ସେ ସ୍ଥାନ ରେ ସମାନଙ୍କେର ସ୍ତନ ମର୍ଦ୍ଦିତ ହେଲା ଓ ଲୋକମାନେ ସମାନଙ୍କେର କୌମାର୍ୟ୍ଯକାଳୀନ କୁଚାଗ୍ର ମନ୍ଥନ କଲେ।

ଯିହିଜିକଲ 23:8

ଆଉ ସେ ମିଶରଠାରୁ ତା'ର ପ୍ ରମେ ବୃତ୍ତି ତ୍ଯାଗ କରି ନ ଥିଲା। କାରଣ ୟୌବନ କାଳରୁ ମିଶର ତା' ସହିତ ପ୍ ରମେ କରିଥିଲା। ସମାନେେ ତାହାର କୌମାର୍ୟ୍ଯକାଳୀନ କୁଚାଗ୍ର ଟିପିଲେ ଓ ତା' ସହିତ ଅତିଶଯ ପ୍ ରମେ କଲେ।

ଦାନିଏଲ 9:5

ମାତ୍ର, ହେ ସଦାପ୍ରଭୁ, ଆମ୍ଭମାନେେ ପାପ ଓ କୁଟିଳାଚରଣ କରିଅଛୁ। ଆଉ ଦୁଷ୍କର୍ମ କରି ବିଦ୍ରୋହୀ ହାଇେଅଛୁ। ଆଉ ତୁମ୍ଭର ବିଧି ଓ ଶାସନ ପଥ ତ୍ଯାଗ କରିଅଛୁ।

ଦାନିଏଲ 9:8

ହେ ସଦାପ୍ରଭୁ, ଆମ୍ଭମାନେେ ଲଜ୍ଜିତ ହବୋ ଉଚିତ, ଆଉ ଆମ୍ଭର ସମସ୍ତ ଅଧିପତିଗଣ, ସମସ୍ତ ରାଜଗଣ ଓ ସମସ୍ତ ପୂର୍ବପୁରୁଷଗଣ ଲଜ୍ଜିତ ହବୋ ଉଚିତ। କାରଣ ଆମ୍ଭମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିଅଛୁ।

ଦାନିଏଲ 9:15

ଏଣୁ ହେ ଆମ୍ଭମାନଙ୍କର ପରମେଶ୍ବର ସଦାପ୍ରଭୁ, ତୁମ୍ଭେ ତୁମ୍ଭର ବଳବାନ ହସ୍ତଦ୍ବାରା ଆପଣା ଲୋକମାନଙ୍କୁ ମିଶରରୁ ବାହାର କରି ଆଣିଛ। ଏବେ ମଧ୍ଯ ତୁମ୍ଭେ ପ୍ରସିଦ୍ଧି ଲାଭ କରିଅଛୁ। ହେ ପ୍ରଭୁ, ଆମ୍ଭମାନେେ ପାପ କରିଅଛୁ ଓ ଆମ୍ଭମାନେେ ଦୁଷ୍କର୍ମ କରିଅଛୁ।

Interlinear

Choose Theme