କିନ୍ତୁ ତାହାପରେ ସମାନେେ ବନ୍ଦୀରୂପେ ରହିଥିବା ଦେଶ ରେ ଅନୁତାପ କରିବେ ଓ ତୁମ୍ଭ ଦୟା ପାଇଁ ପ୍ରାର୍ଥନା କରିବେ। ସମାନେେ କହିବେ, 'ଆମ୍ଭମାନେେ ପାପ କରିଅଛୁ, ଆମ୍ଭମାନେେ ଭୁଲ୍ କରିଅଛୁ ଓ ଆମ୍ଭମାନେେ ଦୁଷ୍ଟତା ପୂର୍ବକ ଆଚରଣ କରିଅଛୁ।'
Cross references
ମାତ୍ର ଲୋକମାନେ ସମାନଙ୍କେର ପାପ ସ୍ବକାର କରି ପାରନ୍ତି ଓ ସମାନେେ ସମାନଙ୍କେ ପୂର୍ବପୁରୁଷମାନଙ୍କର ଅପରାଧ ସ୍ବୀକାର କରିପାରନ୍ତି ଓ ସମାନେେ ଆମ୍ଭ ବିରୁଦ୍ଧ ରେ ପାପ କରିଛନ୍ତି ବୋଲି ସ୍ବୀକାର କରି ପାରନ୍ତି।
କିନ୍ତୁ ସହେି ସ୍ଥାନ ରେ ଯବେେ ତୁମ୍ଭମାନେେ ସଦାପ୍ରଭୁ ତୁମ୍ଭମାନଙ୍କର ପରମେଶ୍ବରଙ୍କର ଅନ୍ବଷେଣ କରିବ। ତବେେ ତୁମ୍ଭମାନେେ ଯଦି ହୃଦଯତାର ସହାକା ରେ ତାଙ୍କୁ ଅନ୍ବଷେଣ କର ତବେେ ତୁମ୍ଭେ ତାଙ୍କୁ ପାଇପାରିବ।
ମୁ ତୁମ୍ଭକୁ ଯେଉଁସବୁ କଥା କହିଲି ତାହାସବୁ ଘଟିବ। ତୁମ୍ଭମାନଙ୍କର ଉତ୍ତମ କାର୍ୟ୍ଯପାଇଁ ଆଶୀର୍ବାଦ ଓ ମନ୍ଦ କାର୍ୟ୍ଯ ପାଇଁ ଅଭିଶାପ। ସଦାପ୍ରଭୁ ତୁମ୍ଭର ପରମେଶ୍ବର ତକ୍ସ୍ଟମ୍ଭଙ୍କକ୍ସ୍ଟ ଅନ୍ୟ ଜାତୀଯମାନଙ୍କ ମଧିଅରେ ପଠାଇବେ। ସଠାେରେ ତୁମ୍ଭମାନେେ ସ୍ମରଣ କରିବ।
ସେତବେେଳେ ଯଦି ଆମ୍ଭ ନାମ ରେ ନାମିତ ଲୋକମାନେ ନମ୍ର ହବେେ ଓ ପ୍ରାର୍ଥନା କରିବେ ଓ ଆମ୍ଭକୁ ଖାଜେିବେ, ଆଉ ସମାନଙ୍କେର ମନ୍ଦ ପଥରୁ ଫରେିଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ମନ୍ଦ ପଥରୁ ଫରେି ଆସିବେ, ସେତବେେଳେ ଆମ୍ଭେ ସ୍ବର୍ଗରୁ ସମାନଙ୍କେର ପ୍ରାର୍ଥନା ଶୁଣିବା। ଆଉ, ଆମ୍ଭେ ସମାନଙ୍କେର ପାପସବୁ କ୍ଷମା କରିବା ଓ ଆମ୍ଭେ ସମାନଙ୍କେର ଦେଶକୁ ସୁସ୍ଥ କରିବା।
ହେ ମାରେ ପରମେଶ୍ବର,
ତୁମ୍ଭର କର୍ଣ୍ଣ ଶୁଣୁ ଏବଂ ତୁମ୍ଭର ଆଖି ଖୋଲ ଏବଂ ମାରେ ପ୍ରାର୍ଥନା ପ୍ରତି ଧ୍ଯାନ ଦିଅ। ଯାହା ମୁଁ ଦିନ ଓ ରାତ୍ରି ତୁମ୍ଭକୁ ପ୍ରାର୍ଥନା କରୁଅଛି। ମୁଁ ତୁମ୍ଭ ଦାସ ଇଶ୍ରାୟେଲୀୟମାନଙ୍କ ପାଇଁ ତୁମ୍ଭ ନିକଟରେ ପ୍ରାର୍ଥନା କରୁଅଛି। ତୁମ୍ଭ ବିରୁଦ୍ଧ ରେ କରିଥିବା ପାପ ଆମ୍ଭେ ସ୍ବୀକାର କରିଛୁ। ଉତ୍ତଯ ମୁଁ ଓ ମାରେ ପରିବାର ପାପ କରିଛୁ।
ତଥାପି ସମାନେେ ଅନାଜ୍ଞାବହ ହେଲେ। ସମାନେେ ତୁମ୍ଭ ବିରୁଦ୍ଧ ରେ ଦ୍ରୋହାଚରଣ କଲେ। ସମାନେେ ତୁମ୍ଭର ବ୍ଯବସ୍ଥା ନିଜ ପଛକୁ ପକାଇଲେ। ସମାନେେ ତୁମ୍ଭର ଯେଉଁ ଭବିଷ୍ଯଦ୍ବକ୍ତାମାନେ ତୁମ୍ଭ ପାଖକୁ ଫରେି ଆସିବା ପାଇଁ ୟୁକ୍ତି କଲେ, ସମାନଙ୍କେୁ ହତ୍ଯା କଲେ ସମାନେେ ସହେି ଯାଜକମାନଙ୍କ ପ୍ରତି ବହୁତ ନିନ୍ଦନୀଯ କାର୍ୟ୍ଯ କଲେ।
ତା'ପରେ ସହେି ବ୍ଯକ୍ତି ସମସ୍ତଙ୍କ ସମ୍ମୁଖ ରେ ସ୍ବୀକାର କରି କହିବ, 'ମୁଁ ପାପ କରିଛି। ମୁଁ ଭଲକୁ ମନ୍ଦ ରେ ପରିଣତ କରିଛି। କିନ୍ତୁ ପରମେଶ୍ବର ମାେତେ ଦଣ୍ଡ ଦଇେ ନାହାଁନ୍ତି ଯାହାର କି ମୁଁ ହକତାର ଥିଲି।
ଆମ୍ଭମାନେେ ଠିକ୍ ଆମ୍ଭର ପୂର୍ବପୁରୁଷଙ୍କ ପରି ପାପ କରିଛୁ। ଆମ୍ଭେ ଅଧର୍ମ କରିଅଛୁ। ଅମ୍ଭମାନେେ ଅଧର୍ମ ଭାବରେ କାମ କରିଅଛୁ।
ଆମ୍ଭମାନେେ ସମସ୍ତେ ପାପ ରେ ଅପବିତ୍ର ଓ ଆମ୍ଭମାନଙ୍କର ଧର୍ମକର୍ମ ସବୁ ଅଶୁଚି ବସ୍ତ୍ର ସଦୃଶ ଅଟେ। ଆମ୍ଭମାନେେ ଝଡ଼ିଲା ପତ୍ର ସଦୃଶ ଓ ଆମ୍ଭମାନଙ୍କର ପାପଗୁଡ଼ିକ ବାଯୁ ତୁଳ୍ଯ ଆମ୍ଭମାନଙ୍କୁ ଉଡ଼ାଇ ନିଏ।
ତେଣୁ ହେ ଯିରିମିୟ, ତୁମ୍ଭେ ଉତ୍ତର ଦିଗଆଡ଼େ ୟାଇ ଏହି କଥା ପ୍ରଚାର କର ଏବଂ କୁହ,
ମୁଁ ପ୍ରକୃତ ରେ ଇଫ୍ରଯିମର କ୍ରନ୍ଦନ ଶୁଣିଅଛି। ସେ କାନ୍ଦିକରି ଏହି କଥା କହୁଛି, ' ହେ ସଦାପ୍ରଭୁ, ତୁମ୍ଭେ ମାେତେ ଶାସ୍ତି ଦଇେଅଛ। ମୁଁ ପ୍ରକୃତ ଶିକ୍ଷା ପାଇଛି। ମୁଁ ଏକ ବନ୍ଯପଶୁ ସଦୃଶ ଥିଲି। ମାେତେ ତୁମ୍ଭ ନିକଟକୁ ଫରେିବାକୁ ଦିଅ, କାରଣ ତୁମ୍ଭେ ସଦାପ୍ରଭୁ ମାରେ ପରମେଶ୍ବର।