Home Bibles ☰ Books ଆମୋଷ 4:7 · ଓଡ଼ିଆ ବାଇବେଲ
ଆମୋଷ 4:7 · ଓଡ଼ିଆ ବାଇବେଲ

ଆମ୍ଭେ ଶସ୍ଯ ଅମଳର ତିନିମାସ ପୂର୍ବରୁ ବର୍ଷା ବନ୍ଦ କଲୁ। ଆମ୍ଭେ ଗୋଟିଏ ନଗର ରେ ବର୍ଷା କରାଇଲୁ କିନ୍ତୁ ଅନ୍ୟ ଏକ ନଗର ରେ ବର୍ଷା ହେଲା ନାହିଁ। ଦେଶର ଗୋଟିଏ ଅଂଶ ରେ ଓଦା ହେଉଥିଲା ବେଳେ ଅନ୍ୟ ଅଂଶ ଶୁଷ୍କ ରହିଥିଲା।

Cross references

ଯାତ୍ରା ପୁସ୍ତକ 8:22

କିନ୍ତୁ ମୁଁ ଇଶ୍ରାୟେଲୀୟ ଲୋକମାନଙ୍କ ପ୍ରତି ଏପରି ବ୍ଯବହାର କରିବି ନାହିଁ ଯେପରି ମିଶର ଲୋକମାନଙ୍କ ପ୍ରତି ହବେ। ଗୋଶନ ରେ କୌଣସି ମିଛି ହବେ ନାହିଁ, ଯେଉଁଠା ରେ ମାରେ ଲୋକମାନେ ବାସ କରୁଛନ୍ତି। ଏହି ପ୍ରକା ରେ ତୁମ୍ଭେ ଜାଣିବ ଯେ ମୁଁ ହେଉଛି ସଦାପ୍ରଭୁ, ଏହି ଭୂମିର ଅଟେ।

ଯାତ୍ରା ପୁସ୍ତକ 9:4

ସଦାପ୍ରଭୁ ଇଶ୍ରାୟେଲ ଲୋକମାନଙ୍କର ପଶୁମାନଙ୍କ ପାଇଁ ଯେପରି ବ୍ଯବହାର କରିବେ, ସେ ପରି ମିଶର ମାନଙ୍କର ପଶୁମାନଙ୍କୁ ବ୍ଯବହାର କରିବେ ନାହିଁ। ଇଶ୍ରାୟେଲୀୟମାନଙ୍କର କୌଣସି ପଶୁ ମରିବେ ନାହିଁ।

ଯାତ୍ରା ପୁସ୍ତକ 9:26

କବଳେ ଗୋଟିଏ ସ୍ଥାନ ଥିଲା ଯେଉଁଠା ରେ ଶିଳାବୃଷ୍ଟି ହେଉ ନଥିଲା। ତାହାଥିଲା ଗୋଶନ ଯେଉଁଠା ରେ ଇଶ୍ରାୟେଲୀୟମାନେ ବାସ କରୁଥିଲେ।

ଯାତ୍ରା ପୁସ୍ତକ 10:23

ଜଣେେ ବ୍ଯକ୍ତି ଅନ୍ୟ ଜଣଙ୍କୁ ଦେଖିପାରିଲା ନାହିଁ। କହେି କୁଆଡେ ୟାଇ ପାରିଲେ ନାହିଁ । କିନ୍ତୁ ଯେଉଁଠା ରେ ଇଶ୍ରାୟେଲୀୟମାନେ ବାସ କରୁଥିଲେ ସଠାେରେ ଅନ୍ଧକାର ନଥିଲା।

ଲେବୀୟ ପୁସ୍ତକ 26:18

ଏସବୁ ହେଲାପରେ ଯବେେ ତୁମ୍ଭେ ଆମ୍ଭ ବାକ୍ଯ ରେ ମନୋୟୋଗ ନ କରିବ ତବେେ ଆମ୍ଭେ ତୁମ୍ଭମାନଙ୍କର ପାପ ୟୋଗୁଁ ତୁମ୍ଭମାନଙ୍କୁ ସାତଗୁଣ ଅଧିକ ଦଣ୍ତ ଦବୋ।

ଲେବୀୟ ପୁସ୍ତକ 26:23

ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,

ଲେବୀୟ ପୁସ୍ତକ 26:27

ଏହା ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ କଥା ଶୁଣିବ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ।

ଦିତୀୟ ବିବରଣ 11:17

ଯଦି ତୁମ୍ଭମାନେେ ଏପରି କର, ତବେେ ସଦାପ୍ରଭୁଙ୍କର କ୍ରୋଦ୍ଧ ତୁମ୍ଭମାନଙ୍କ ପ୍ରତି ପ୍ରଜ୍ଜଳିତ ହବେ। ଏବଂ ସେ ଆକାଶ ରୋଧ କଲେ ବର୍ଷା ହବେ ନାହିଁ ଓ ଭୂମି ନିଜ ଫଳ ପ୍ରଦାନ କରିବ ନାହିଁ। ଆଉ ସଦାପ୍ରଭୁ ତୁମ୍ଭମାନଙ୍କୁ ଯେଉଁ ଉତ୍ତମ ଦେଶ ଦେଉଛନ୍ତି, ତହିଁରକ୍ସ୍ଟ ତୁମ୍ଭମାନେେ ଶୀଘ୍ର ଉଚ୍ଛିନ୍ନ ହବେ।

ଦିତୀୟ ବିବରଣ 28:23

ଆକାଶ ପିତ୍ତଳ ପରି ଦଖାୟିବେ ଏବଂ ଭୂମି ଲକ୍ସ୍ଟହାପରି ଦଖାୟିବେ।

ବିଚାରକର୍ତାମାନଙ୍କ ବିବରଣ 6:37

ମୁ ଖଳା ରେ ମଷଚେମଡା ପକାଇବି ଯଦି ଖଳା ରେ ପଡିଥିବା ଚମଡା ଉପରେ କବଳେ କାକର ପଡିବ ଏ ଭୂମି ଶକ୍ସ୍ଟଷ୍କ ରହିବ। ତବେେ ମୁ ଜାଣିବି ଆପଣ ମାେଦ୍ବାରା ଇଶ୍ରାୟେଲକକ୍ସ୍ଟ ରକ୍ଷା କରୁଛନ୍ତି,। ଆପଣଙ୍କର ବାକ୍ଯାନକ୍ସ୍ଟସା ରେ।

ପ୍ରଥମ ରାଜାବଳୀ 8:35

ସମୟ ସମୟରେ ସମାନେେ ତୁମ୍ଭ ବିରୁଦ୍ଧ ରେ ପାପ କରିବା ହତେୁ ସମାନଙ୍କେର ଭୂମିରେ ବୃଷ୍ଟିପାତ ବନ୍ଦ କରିବ। ତା'ପରେ ସମାନେେ ମନ୍ଦିର ରେ ପାର୍ଥନା କରିବେ ଓ ତୁମ୍ଭ ନାମର ପ୍ରଶଂସା କରିବେ। ସମାନେେ ସମାନଙ୍କେର ପାପ ସ୍ବୀକାର କରିବେ ଏବଂ ଏଥିରୁ ଫରେିଆସିବେ କାରଣ ତୁମ୍ଭେ ସମାନଙ୍କେୁ କଷ୍ଟ ଦଇେଛ।

ଦିତୀୟ ବଂଶାବଳୀ 7:13

ଯେତବେେଳେ ଆମ୍ଭେ ଆକାଶ ରୁଦ୍ଧ କରୁ, ବର୍ଷା ହୁଏ ନାହିଁ, କି ଆମ୍ଭେ ପଙ୍ଗପାଳମାନଙ୍କୁ ଦେଶ ବିନାଶ କରିବାକୁ ଆଦେଶ ଦେଉ ଅବା ଆମ୍ଭେ ଆମ୍ଭର ଲୋକମାନଙ୍କ ନିକଟକୁ ରୋଗ ପ୍ ରରଣେ କରୁ,

ଯିଶାଇୟ 5:6

ସମାରସସହି ଦ୍ରାକ୍ଷାକ୍ଷଲତକୁ ଉଜାଡ଼ି ନଲବି।ସକୗଣସି ବ୍ଯକ୍ତିସସ ଗଛ ଗୁଡ଼ିକର ଯତ୍ନ ନଲବ ନାହିଁ କିମ୍ବାସସହି କ୍ଷଲତସରସକହି କୋଡ଼ାକୋଡ଼ି କରିଲବ ନାହିଁ।ସସଠାସର କଣ୍ଟା ଓ ଅନାବନା ଘାସ ଜନ୍ମିବ।ସସହି କ୍ଷଲତସର ବର୍ଷାଜଳ ନ ପଡ଼ିବା ପାଇଁ ମୁଁ ମଲଘକୁ ଆଲଦଶସଦବି।

ଯିରିମିୟ 3:3

ତୁମ୍ଭର ପାପକର୍ମ ଯୋଗୁଁ ବୃଷ୍ଟି ନିବୃତ୍ତ ହାଇେଅଛି। ବସନ୍ତକାଳୀନ ବର୍ଷା ଆସି ନାହିଁ। କିନ୍ତୁ ତୁମ୍ଭେ ଜଣେ ବେଶ୍ଯାର ଭଂଗୀ ଓ ଲଜ୍ଜ୍ଯାହୀନ ଚାହାଣୀ ବଜାଯ ରଖିଛ ଓ ଲଜ୍ଜିତ ହବୋକୁ ଅସ୍ବୀକାର କରୁଛ।

ଯିରିମିୟ 5:24

ସମାନେେ କବେେ କହିବେ ନାହିଁ ଯେ, 'ଆମ୍ଭର ସଦାପ୍ରଭୁ ଯଥା ସମୟରେ ଆମ୍ଭମାନଙ୍କୁ ଆଦ୍ଯ ଓ ଶଷେ ବୃଷ୍ଟି ପ୍ରଦାନ କରିଛନ୍ତି ଓ ଶସ୍ଯ ଚ୍ଛଦନେ ପାଇଁ ଆମ୍ଭମାନଙ୍କ ନିମନ୍ତେ ନିରୂପିତ ସପ୍ତାହମାନ ରକ୍ଷା କରିଛନ୍ତି, ଆସ ଏବେ ଆମ୍ଭମାନେେ ସହେି ସଦାପ୍ରଭୁଙ୍କୁ ଭୟ ଓ ଭକ୍ତି କରିବା।'

Interlinear

Choose Theme