Home Bibles ☰ Books କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:7 · ଓଡ଼ିଆ ବାଇବେଲ
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:7 · ଓଡ଼ିଆ ବାଇବେଲ

କିଏ କହୁଛି ଯେ, ତୁମ୍ଭମାନେେ ଅନ୍ୟମାନଙ୍କ ତୁଳନା ରେ ଭଲ ? ଯାହା କିଛି ତୁମ୍ଭମାନଙ୍କ ପାଖ ରେ ଅଛି, ତାହା ତୁମ୍ଭକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କ ପାଖ ରେ ଅଛି। ତାହା ତୁମକୁ ଦିଆଯାଇଛି। ତବେେ ଯଦି ସମସ୍ତ ବିଷୟ ତୁମ୍ଭମାନଙ୍କୁ ଦିଆଯାଇଛି, ତା' ହେଲେ ସଗେୁଡ଼ିକ ତୁମ୍ଭମାନେେ ନିଜ ଶକ୍ତି ଦ୍ବାରା ପାଇଛ ବୋଲି ଗର୍ବ କରୁଛ।

Cross references

ପ୍ରଥମ ବଂଶାବଳୀ 29:11

ମହାନତା, ପରାକ୍ରମ, ମହିମା, ବିଜଯ ଓ ଗୌରବ ତୁମ୍ଭର ଅଟେ। କାହିଁକି ? କାରଣ ସ୍ବର୍ଗ ଓ ପୃଥିବୀସ୍ଥ ସମସ୍ତ ବିଷଯ ତୁମ୍ଭର ଅଟେ ; ହେ ସଦାପ୍ରଭୁ, ରାଜ୍ଯ ତୁମ୍ଭର ଅଟେ। ତୁମ୍ଭେ ହିଁ ସକଳ ବିଷଯର ମୁଖ୍ଯ ରୂପେ ପ୍ରଶଂସିତ ହାଇେଅଛ।

ଦିତୀୟ ବଂଶାବଳୀ 1:7

ସହେି ରାତ୍ରି ରେ ପରମେଶ୍ବର ଶ ଲୋମନଙ୍କ ନିକଟକୁ ଆସିଲେ। ପରମେଶ୍ବର କହିଲେ, ଶଲୋମନ, ଆମ୍ଭେ ତୁମ୍ଭକୁ କ'ଣ ଦବୋ ବୋଲି ତୁମ୍ଭେ ଚାହଁ, ତାହା ଆମ୍ଭକୁ ମାଗ।

ଦିତୀୟ ବଂଶାବଳୀ 32:23

ସଦାପ୍ରଭୁଙ୍କ ପାଇଁ ଉପହାର ନଇେ ବହୁତ ଲୋକ ୟିରୁଶାଲମକୁ ଆସିଲେ। ସମାନେେ ଯିହୁଦାର ରାଜା ହିଜକିଯଙ୍କ ପାଇଁ ମୂଲ୍ଯବାନ୍ ସାମଗ୍ରୀ ଆଣିଲେ। ସମସ୍ତ ଦେଶର ଲୋକମାନେ ହିଜକିଯଙ୍କୁ ସମ୍ମାନ କଲେ।

ହିତୋପଦେଶ 2:6

ଯେ ହତେୁ ସଦାପ୍ରଭୁ ଜ୍ଞାନ ଦିଅନ୍ତି। ତାଙ୍କ ମୁଖରୁ ଜ୍ଞାନ ଓ ବୁଦ୍ଧି ନିର୍ଗତ ହୁଏ।

ଯିହିଜିକଲ 28:2

ହେ ମନୁଷ୍ଯ ପୁତ୍ର, ତୁମ୍ଭେ ସୋରର ଅଧିପତିକୁ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଯିହିଜିକଲ 29:3

ଆଉ କୁହ, 'ସଦାପ୍ରଭୁ, ମାରେ ପ୍ରଭୁ ଏହି କଥା କହନ୍ତି,

ଦାନିଏଲ 4:30

ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।

ଦାନିଏଲ 5:18

ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।

ଦାନିଏଲ 5:23

ଆପଣ ନମ୍ର ହବୋ ପରିବର୍ତେ ସ୍ବର୍ଗସ୍ଥ ସଦାପ୍ରଭୁଙ୍କ ବିରୁଦ୍ଧ ରେ ନିଜକୁ ଉନ୍ନତ କରିଅଛନ୍ତି। ସଦାପ୍ରଭୁଙ୍କ ମନ୍ଦିରର ସୁବର୍ଣ୍ଣ ଓ ରେ ୗପ୍ୟ ପାତ୍ର ରେ ଆପଣ, ଆପଣଙ୍କ ଅମାତ୍ଯଗଣ ଆପଣଙ୍କର ପତ୍ନୀଗଣ ଓ ଆପଣଙ୍କ ଉପପତ୍ନୀଗଣ ଦ୍ରାକ୍ଷାରସ ପାନ କରିଅଛନ୍ତି। ପୁଣି ସୁନା, ରୂପା, ପିତ୍ତଳ, ଲୌହ, କାଠ ଓ ପଥର ନିର୍ମିତ ପ୍ରତିମା ରେ ଦବଗେଣ, ଯେଉଁମାନେ କି ଦେଖନ୍ତି ନାହିଁ, ଜାଣନ୍ତି ନାହିଁ କି ଶୁଣନ୍ତି ନାହିଁ! ସମାନଙ୍କେର ପ୍ରଶଂସା ଆପଣ କରିଅଛନ୍ତି। ଆଉ ଆପଣଙ୍କର ଜୀବନ ଯାହାଙ୍କର ହସ୍ତଗତ ଓ ଆପଣଙ୍କର ସକଳ ପଥ ଯାହାଙ୍କର ଅଧିନ, ଆପଣ ସହେି ପରମେଶ୍ବରଙ୍କର ଗୌରବ କରିନାହାଁନ୍ତି।

ମାଥିଉଲିଖିତ ସୁସମାଚାର 25:14

ସ୍ବର୍ଗରାଜ୍ଯ ଘର ଛାଡ଼ି ବିଦେଶକୁ ବୁଲିବାକୁ ଯାଉଥିବା ଲୋକଟିଏ ଭଳି। ସହେି ଲୋକ ୟିବା ପୂର୍ବରୁ ତା'ର ଚ଼ାକରମାନଙ୍କୁ ଡ଼ାକି ତାର ଅନୁପସ୍ଥିତି ରେ ସମସ୍ତ ସମ୍ପତ୍ତିର ଯତ୍ନ ନବୋକୁ କହିଲେ।

ଲୂକଲିଖିତ ସୁସମାଚାର 19:13

ସେ ନିଜର ଦଶ ଜଣ ଚାକରଙ୍କୁ ଡାକିଲେ। ସେ ପ୍ରେତ୍ୟକକ ଚାକରଙ୍କୁ ଗୋଟିଏ ଗୋଟିଏ ଟଙ୍କା ଥଳି ଦେଲେ। ସେ କହିଲେ, 'ମୁଁ ଫରେିବା ପର୍ୟ୍ଯନ୍ତ ଏହି ଟଙ୍କା ରେ ବ୍ଯବସାୟ କର।'

ଯୋହନଲିଖିତ ସୁସମାଚାର 1:16

'ବାକ୍ଯ' ଖ୍ରୀଷ୍ଟ ଅନୁଗ୍ରହ ଓ ସତ୍ଯ ରେ ପରିପୂର୍ଣ୍ଣ ଥିଲେ। ଆମ୍ଭେ ତାହାଙ୍କଠାରୁ ପ୍ରଚୁର ଆଶୀର୍ବାଦ ପାଇଲୁ।

ଯୋହନଲିଖିତ ସୁସମାଚାର 3:27

ଯୋହନ ଉତ୍ତର ଦେଲେ, ପରମେଶ୍ବର ଗୋଟିଏ ଲୋକକୁ ଯାହା ଦିଅନ୍ତି, ସେ କବଳେ ସତେିକି ପାଏ।

Interlinear

Choose Theme