Home Bibles ଲେବୀୟ ପୁସ୍ତକ 26:23 · ଓଡ଼ିଆ ବାଇବେଲ
ଲେବୀୟ ପୁସ୍ତକ 26:23 · ଓଡ଼ିଆ ବାଇବେଲ

ଏହାସବୁ ହେଲାପରେ ଯଦି ତୁମ୍ଭମାନେେ ଆମ୍ଭ ପ୍ରତି ପରିବର୍ତ୍ତନ ହବେ ନାହିଁ ଓ ଆମ୍ଭର ପ୍ରତିକୂଳାଚରଣ କରିବ,

Cross references

ଲେବୀୟ ପୁସ୍ତକ 26:21

ଆଉ ଯଦି ତୁମ୍ଭମାନେେ ପୁନର୍ବାର ଆମ୍ଭର ପ୍ରତିକୂଳାଚରଣ କରିବ, ତବେେ ଆମ୍ଭେ ତୁମ୍ଭମାନଙ୍କୁ ସାତଗୁଣ କ୍ଲେଶ ଦବୋ। ତୁମ୍ଭମାନେେ ଯେତେ ଅଧିକ ପାପ କରିବ େସତେ ଅଧିକ ଦଣ୍ତ ପାଇବ।

ଯିଶାଇୟ 1:16

ତୁମ୍ଭମାନେେ ନିଜକୁ ପ୍ରକ୍ଷାଳନ କର। ନିଜକୁ ପରିଷ୍କାର କର। ମନ୍ଦ କାର୍ୟ୍ଯରୁ ନିବୃତ ହୁଅ। ମୁଁ ତୁମ୍ଭମାନଙ୍କର ସହେି ମନ୍ଦ କର୍ମ ଦେଖିବାକୁ ଇଚ୍ଛା କରେ ନାହିଁ। କୁକର୍ମରୁ ନିବୃତ୍ତ ହୁଅ।

ଯିରିମିୟ 2:30

ଆମ୍ଭେ ବୃଥା ରେ ତୁମ୍ଭ ସନ୍ତାନଗଣଙ୍କୁ ଦଣ୍ଡ ଦଇେଅଛୁ। ମାତ୍ର ଏହାର ଫଳ କିଛି ହେଲା ନାହିଁ। କାରଣ ତୁମ୍ଭମାନେେ ଠିକ୍ ବାଟକୁ ଫରେିଲ ନାହିଁ। ତୁମ୍ଭମାନେେ ତୁମ୍ଭ ଖଡ୍ଗ ରେ ତୁମ୍ଭର ଭବିଷ୍ଯଦବକ୍ତାଗଣଙ୍କୁ ହତ୍ଯା କରିଅଛ। ଆଉ ଭୟଙ୍କର ସିଂହ ତୁଲ୍ଯ ସମାନଙ୍କେୁ ଗ୍ରାସ କରିଅଛ।

ଯିରିମିୟ 5:3

ହେ ସଦାପ୍ରଭୁ, ମୁଁ ଜାଣୁଛି, ତୁମ୍ଭେ ସମାନଙ୍କେୁ ସତ୍ଯ ଓ ବିଶ୍ବସ୍ତ ହବୋକୁ ଚାହଁ। ସମାନଙ୍କେୁ ପ୍ରହାର କରିଅଛ। ମାତ୍ର ସମାନେେ ଅନୁତପ୍ତ ନୁହଁନ୍ତି। ତୁମ୍ଭେ ସମାନଙ୍କେୁ ଜୀର୍ଣ୍ଣ କରିଅଛ। ମାତ୍ର ସମାନେେ ଶାସ୍ତି ଗ୍ରହଣ କରିବାକୁ ଅସ୍ବୀକାର କରିଅଛନ୍ତି। ସମାନେେ ନିଜ ନିଜ ମୁଖ ପାଷାଣଠାରୁ ଅଧିକ କଠିନ କରିଅଛନ୍ତି। ସମାନେେ କୁପଥରୁ ଫରେିବାକୁ ଇଚ୍ଛା କରି ନାହାଁନ୍ତି।

ଯିହିଜିକଲ 24:13

ତୁମ୍ଭର ପାପ ତୁମ୍ଭକୁ ଅଶୌଚ କରେ। ମୁଁ ତୁମ୍ଭକୁ ଶୁଚି କଲେ ହେଁ ତୁମ୍ଭେ ଶୁଚି ହେଲ ନାହିଁ। ତେଣୁ ତୁମ୍ଭେ ପୁନର୍ବାର ଶୁଚି ନ ହେଲେ, ମୁଁ ମାରେ କୋରଧ ତୁମ୍ଭ ବିରୁଦ୍ଧ ରେ ପଠାଇବି।

ଦାନିଏଲ 9:13

ମାଶାଙ୍କେ ଲିଖିତ ବ୍ଯବସ୍ଥାନୁସା ରେ ଏହିସବୁ ଅମଙ୍ଗଳ ଆମ୍ଭମାନଙ୍କ ପ୍ରତି ଘଟିଅଛି। ତଥାପି ଆମ୍ଭମାନେେ ସଦାପ୍ରଭୁଙ୍କର ଅନୁଗ୍ରହ ଭିକ୍ଷା କରିନାହୁଁ କି ପାପରୁ ବିରତ ହାଇନୋହୁଁଓ ତାଙ୍କର ସତ୍ଯତା ପ୍ରତି ଧ୍ଯାନ ଦଇନୋହୁଁ।

ଆମୋଷ 4:6

ଏଗୁଡିକ କରିବା ଦ୍ବାରା ଆମ୍ଭେ ତୁମ୍ଭମାନଙ୍କୁ ବାରଣ କରି ଆମ୍ଭ ପାଖକୁ ଫରୋଇ ଆଣିବାକୁ ଚେଷ୍ଟା କଲୁ। ଆମ୍ଭେ ତୁମ୍ଭମାନଙ୍କୁ କୌଣସି ଖାଦ୍ୟ ଖାଇବାକୁ ଦଲେୁ ନାହିଁ। ତୁମ୍ଭର ନଗରୀଗୁଡିକରେ କୌଣସି ଖାଦ୍ୟ ନଥିଲା। ତଥାପି ତୁମ୍ଭମାନେେ ଆମ୍ଭ ନିକଟକୁ ଆସିଲ ନାହିଁ। ସଦାପ୍ରଭୁ ଏହା କହନ୍ତି।

Interlinear

Choose Theme