ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବର ରେ ଉଚ୍ଚପଦସ୍ଥ ସାମରିକ କର୍ମଚ଼ାରୀ ତଥା ନଗରର ମୁଖ୍ଯ ବ୍ଯକ୍ତିଙ୍କ ସହିତ ବିଚ଼ାରାଳୟ ରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାଯୀ ପାଉଲଙ୍କୁ ସଠାେକୁ ଅଣାଗଲା।
Cross references
ସେ ଆପଣା ପ୍ରତାପାନ୍ବିତ ରାଜ୍ଯର ଧନ ଓ ଆପଣା ମହତ୍ତ୍ବର ଶାେଭାର ଉତ୍କୃଷ୍ଟତା ଅନକେ ଦିନ, ଅର୍ଥାତ୍ 180 ଦିନ ପର୍ୟ୍ଯନ୍ତ ପ୍ରଦର୍ଶନ କଲା।
ସମସ୍ତ ମୂଲ୍ଯହୀନ ଅଟେ, ଉପଦେଶକ କହନ୍ତି, ପୁରାପୁରି ମୂଲ୍ଯହୀନ, ସମସ୍ତ ମୂଲ୍ଯହୀନ ଅଟେ।
ତା'ପସରସସମାଲନ ମୃତ୍ଯୁବରଣ କରିଲବ। ସିଲୟାନ ମୃତ୍ଯୁର ସ୍ଥାନସହବ ଓସସ ଅଧିକରୁ ଅଧିକସଲାକ ଗିଳି ପକାଇବ।ସସହି ମୃତ୍ଯୁର ସ୍ଥାନ ତା'ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ଯବାନସଲାକ, ସାଧାରଣସଲାକ ଏବଂ ଖୁସିମିଜାସିଆସଲାକ ତା ଦ୍ବାରା ଜାଲସର ଧରା ପଡ଼ିଲବ।
ତୁମ୍ଭର ବଡ଼ିମା ରସାତଳଗାମୀ ହାଇେଛି। ତୁମ୍ଭ ବୀଣାର ସ୍ବର ତୁମ୍ଭ ଗର୍ବିତ ଆତ୍ମାର ଆଗମନ ଘାଷେଣା କରୁଛି। ମାଛି ତୁମ୍ଭର ଶରୀରକୁ ଭକ୍ଷଣ କରିବ। ତୁମ୍ଭେ ସମାନଙ୍କେ ଉପ ରେ ବିଛଣା ସଦୃଶ ପଡ଼ିବ। କୃମି କମ୍ବଳ ସଦୃଶ ତୁମ୍ଭ ଶରୀରକୁ ଆଚ୍ଛାଦନ କରିବ।
ତେଣୁ ଆମ୍ଭେ ଦୁଷ୍ଟ ଜାତିମାନଙ୍କୁ ଆଣିବା। ତହିଁରେ ସମାନେେ ଏହି ଲୋକମାନଙ୍କର ଗୃହସବୁ ଅଧିକାର କରିବେ। ଆଉ ମଧ୍ଯ ଆମ୍ଭେ ବଳବାନ ଲୋକମାନଙ୍କର ଗର୍ବ ଚୂର୍ଣ୍ଣ କରିବା। ଆଉ ସମାନଙ୍କେର ପବିତ୍ର ପୂଜାସ୍ଥାନ କଳୁଷିତ ହବେ।
ଆମ୍ଭେ ଯେତବେେଳେ ତଫନ ହଷେ ରେ ମିଶରର ୟୁଆଳିସବୁ ଭାଙ୍ଗିବା ଓ ତାହାର ପରାକ୍ରମର ଦର୍ପ ତାହା ମଧିଅରେ ଶଷେ ହବେ, ତାହା ତଫନ ହଷେର ଅନ୍ଧକାର ଦିନ ଥିଲା। ଏହା ମେଘ ଦ୍ବାରା ଆଚ୍ଛାଦିତ ହବେ ଓ ଏହାର କନ୍ଯାମାନେ ମଧ୍ଯ ବନ୍ଦୀରୂପେ ନୀତ ହବେେ।
ମୁଁ ସହେି ବୀରମାନଙ୍କ ଖଡ୍ଗ ରେ ତୁମ୍ଭର ପୁରୁଷମାନଙ୍କୁ ବିନାଶ କରିବି। ଏବଂ ସହେି ବୀରଗଣ ଜାତିମାନଙ୍କ ମଧିଅରେ ଅତି ଭୟଙ୍କର ଅଟନ୍ତି। ଏବଂ ସମାନେେ ମିଶରର ଗର୍ବ ଚୂର୍ଣ୍ଣ କରିବେ ଓ ତହିଁରେ ସମଗ୍ର ଜନତା ବିନଷ୍ଟ ହବେେ।
ଏବଂ ମୁଁ ଇଶ୍ରାୟେଲ ଦେଶକୁ ବିନଷ୍ଟ ଓ ଶୂନ୍ଯ କରିବି। ତହିଁରେ ତାହାର ପରାକ୍ରମର ଗର୍ବ ଲୁପ୍ତ ହବେ। ପୁଣି ଇଶ୍ରାୟେଲର ପର୍ବତଗଣ ନିର୍ଜ୍ଜନ ହବେେ, ଆଉ କହେି ତାହା ମଧ୍ଯ ଦଇେ ଗମନାଗମନ କରିବେ ନାହିଁ।
ମୁଁ ମାରେପ୍ରତାପ ରେ ଏହି ମହାନ୍ ନଗର ନିର୍ମାଣ କରିଛି ଓ ମାରେ ବଳର ପ୍ରଭାବରେ ରାଜଧାନୀ ପ୍ରାସାଦ ନିର୍ମାଣ କରିଛି। ମୁଁ କଡେେ ମହାନ୍।
କିନ୍ତୁ ପ୍ରଭୁ ତାହାଙ୍କୁ କହିଲେ, ତୁମ୍ଭେ ଯାଅ, କାରଣ ଏହି ଲୋକକୁ ମୁଁ ଏକ ବିଶଷେ କାର୍ୟ୍ଯ ପାଇଁ ବାଛିଛି।
େ ହରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସମାନଙ୍କେୁ ଦଖାେ କରିବାପାଇଁ ସ୍ଥିର କଲେ। ସଦେିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନ ରେ ବସି ଲୋକମାନଙ୍କୁ ଭାଷଣ ଦେଲେ।
କିଛି ଦିନ ପରେ ଆଗ୍ରିପ୍ପା ରାଜା ଓ ରାଣୀ ବର୍ଣ୍ଣୀକୀ ଫେଷ୍ଟଙ୍କ ସାଙ୍ଗ ରେ ଦଖାେ କରିବାକୁ କାଇସରୀଆ ନଗରକୁ ଗଲେ।