Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 25:24 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 25:24 · ଓଡ଼ିଆ ବାଇବେଲ

ତା'ପରେ ଫେଷ୍ଟ କହିଲେ, ହେ ରାଜା ଆଗ୍ରିପ୍ପା ଓ ଉପସ୍ଥିତ ଭଦ୍ର ବ୍ଯକ୍ତି ବୃନ୍ଦ, ଏ ହେଉଛନ୍ତି ସହେି ଲୋକ, ଯାହାଙ୍କ ବିଷୟ ରେ ଉଭୟ ୟିରୂଶାଲମ ଓ ଏଠା ରେ ଥିବା ସମସ୍ତ ଯିହୂଦୀୟ ଲୋକମାନେ ମାେ ନିକଟରେ ଚ଼ିତ୍କାର କରି ଆବଦନେ କରିଛନ୍ତି ଯେ, ତାହାକୁ ଆଉ ବଞ୍ଚିରହିବାକୁ ଦିଆ ନଯାଉ।

Cross references

ଲୂକଲିଖିତ ସୁସମାଚାର 23:21

କିନ୍ତୁ ଲୋକମାନେ ଚିତ୍କାର କରି କହିଲେ, ତାହାଙ୍କୁ ମାରିଦିଅ। ତାହାଙ୍କୁ କୃଶ ରେ ଚଢାଇ ମାରିଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 22:22

ପାଉଲ ଏକଥା କହିବା ପର୍ୟ୍ଯନ୍ତ ଯିହୂଦୀମାନେ ଶୁଣୁଥିଲେ। ତା'ପରେ ସମାନେେ ସମସ୍ତେ ମିଶି ଖୁବ୍ ଜାରେ ରେ ପାଟି କରି କହିଲେ, ଏ ଲୋକକୁ ପୃଥିବୀରୁ ଦୂର କର। କାରଣ ସେ ବଞ୍ଚିରହିବା ପାଇଁ ଯୋଗ୍ଯ ନୁହଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:2

ସଠାେରେ ମୁଖ୍ଯ ଯାଜକମାନେ ଓ ଅନ୍ୟ ଯିହୂଦୀ ନେତାମାନେ ତାହାଙ୍କୁ ସାକ୍ଷାତ କରି ପାଉଲଙ୍କ ବିରୁଦ୍ଧ ରେ ସମାନଙ୍କେର ଅଭିଯୋଗ ଆଗତ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:7

ପାଉଲ କୋଠରୀକୁ ଆସିବା ପରେ ୟିରୂଶାଲମରୁ ଯେଉଁ ଯିହୂଦୀମାନେ ଆସିଥିଲେ, ସମାନେେ ତାହାଙ୍କ ଚ଼ାରିପାଖେ ଠିଆ ହାଇଗେଲେ। ସମାନେେ ତାହାଙ୍କ ବିରୁଦ୍ଧ ରେ ବହୁଗୁରୁତର ଅଭିଯୋଗମାନ କଲେ, କିନ୍ତୁ କିଛି ପ୍ରମାଣ କରିପାରିଲେ ନାହିଁ।

Interlinear

Choose Theme