Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 12:21 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 12:21 · ଓଡ଼ିଆ ବାଇବେଲ

େ ହରୋଦ ଗୋଟିଏ ନିର୍ଦ୍ଦିଷ୍ଟ ଦିନ ସମାନଙ୍କେୁ ଦଖାେ କରିବାପାଇଁ ସ୍ଥିର କଲେ। ସଦେିନ ସେ ରାଜକୀୟ ବସ୍ତ୍ର ପିନ୍ଧି ସିଂହାସନ ରେ ବସି ଲୋକମାନଙ୍କୁ ଭାଷଣ ଦେଲେ।

Cross references

ପ୍ରଥମ ରାଜାବଳୀ 22:10

ସହେି ସମୟରେ ଇଶ୍ରାୟେଲର ରାଜା ଆହାବ୍ ଓ ଯିହୁଦାର ରାଜା ୟିହୋଶାଫଟ୍ ନିଜ ନିଜର ରାଜ ପୋଷାକ ପରିଧାନ କରି ଶମରିଯାର ପ୍ରବେଶଦ୍ବାର ନିକଟବର୍ତ୍ତୀ ମଲୋ ରେ ନିଜ ନିଜ ସିଂହାସନ ରେ ବସିଥିଲେ ଓ ସମାନଙ୍କେ ସମ୍ମୁଖ ରେ ସମସ୍ତ ଭବିଷ୍ଯଦ୍ବକ୍ତାଗଣ ଭବିଷ୍ଯଦ୍ବାଣୀ ପ୍ରଗ୍ଭର କରୁଥିଲେ।

ଆୟୁବ ପୁସ୍ତକ 15:21

ପ୍ରେତ୍ୟକକ ଶବ୍ଦ ତା'ର ଭୟ ସଞ୍ଚାର କରେ। ତା'ର ଶତ୍ରୁ ତାକୁ ଆକ୍ରମଣ କରନ୍ତି, ଯେତବେେଳେ ସେ ନିଜକୁ ନିରାପଦ ମଣୁଥାଏ।

ହିତୋପଦେଶ 18:12

ଗର୍ବୀତ ମନୁଷ୍ଯର ମନ ବିନାଶ ସମ୍ମୁଖ ରେ ଥାଏ। ପୁଣି ନମ୍ରତା ସମ୍ଭ୍ରମର ସମ୍ମୁଖବର୍ତ୍ତୀ।

ଯିଶାଇୟ 5:14

ତା'ପସରସସମାଲନ ମୃତ୍ଯୁବରଣ କରିଲବ। ସିଲୟାନ ମୃତ୍ଯୁର ସ୍ଥାନସହବ ଓସସ ଅଧିକରୁ ଅଧିକସଲାକ ଗିଳି ପକାଇବ।ସସହି ମୃତ୍ଯୁର ସ୍ଥାନ ତା'ର ଅପରିମିତ ମୁଖ ବିସ୍ତାର କରିବ, ମୂଲ୍ଯବାନସଲାକ, ସାଧାରଣସଲାକ ଏବଂ ଖୁସିମିଜାସିଆସଲାକ ତା ଦ୍ବାରା ଜାଲସର ଧରା ପଡ଼ିଲବ।

ମଲାଖୀ 3:15

ଆମ୍ଭମାନେେ ଚିନ୍ତା କରୁଛୁ ଗର୍ବୀ ଲୋକମାନେ ସୁଖୀ। ଦୁଷ୍ଟାଗ୍ଭରୀମାନେ କୃତକାର୍ୟ୍ଯ ହୁଅନ୍ତି। ସମାନେେ ପରମେଶ୍ବରଙ୍କ ର୍ଧୌୟ୍ଯ ପରୀକ୍ଷା କରିବାକୁ ମନ୍ଦ କାର୍ୟ୍ଯ କରି ଗ୍ଭଲନ୍ତି ଏବଂ ସମାନେେ କିଛି ଦଣ୍ତ ପାଆନ୍ତି ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 24:1

ମହାୟାଜକ ହନାନିୟ ପାଞ୍ଚଦିନ ପରେ କତକେ ୟିହୁଦୀୟ ନେତା ଓ ତତ୍ତୁର୍ଲ୍ଲ ନାମକ ଜଣେ ଓକିଲଙ୍କୁ ନଇେ କାଇସରୀଆ ରେ ପହନ୍ଚିଲେ। ସଠାେରେ ସମାନେେ ରାଜ୍ଯପାଳଙ୍କ ସାମନା ରେ ପାଉଲଙ୍କ ବିରୁଦ୍ଧ ରେ ଅଭିଯୋଗ କଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 25:23

ତହିଁ ଆରଦିନ ଆଗ୍ରିପ୍ପା ଓ ବର୍ଣ୍ଣୀକୀ ମହାଆଡ଼ମ୍ବର ରେ ଉଚ୍ଚପଦସ୍ଥ ସାମରିକ କର୍ମଚ଼ାରୀ ତଥା ନଗରର ମୁଖ୍ଯ ବ୍ଯକ୍ତିଙ୍କ ସହିତ ବିଚ଼ାରାଳୟ ରେ ପ୍ରବେଶ କଲେ। ଫେଷ୍ଟଙ୍କ ଆଦେଶ ଅନୁଯାଯୀ ପାଉଲଙ୍କୁ ସଠାେକୁ ଅଣାଗଲା।

Interlinear

Choose Theme