Home Bibles ☰ Books ରେରିତମାନଙ୍କ କାର୍ଯ୍ୟର ବିବରଣ 12:7 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 12:7 · ଓଡ଼ିଆ ବାଇବେଲ

ହଠାତ୍ ପ୍ରଭୁଙ୍କର ଜଣେ ଦୂତ ଆସି ସଠାେରେ ଉଭା ହେଲେ। କଠାେରୀଟି ଉଜ୍ଜ୍ବଳ ଆ ଲୋକରେ ଆଲୋକିତ ହାଇଗେଲା। ସେ ପିତରଙ୍କୁ ହଲଇେ ଦଇେ କହିଲେ, ଶୀଘ୍ର ଉଠ। ସହେି ସମୟରେ ତାହାଙ୍କ ହାତରୁ ସବୁ ଶିକୁଳି ଖସିପଡ଼ିଲା।

Cross references

ଆଦି ପୁସ୍ତକ 19:15

ତା'ପରଦିନ ସୁର୍ େଯ୍ଯାଦଯ ପୂର୍ବରୁ ଦୂତମାନେ ଲୋଟକୁ ତପ୍ତର କରାଇ କହିଲେ, ୟାଅ, ତୁମ୍ଭର ସ୍ତ୍ରୀ ଏବଂ ଦୁଇ ଝିଅ ସହିତ ଏସ୍ଥାନ ପରିତ୍ଯାଗ କର, ଯେଉଁମାନେ ତୁମ୍ଭ ସହିତ ରହୁଛନ୍ତି। ତାହାଲେ ତୁମ୍ଭେ ଧ୍ବଂସ ପାଇବ ନାହିଁ, ଯେତବେେଳେ ଏହି ନଗର ଦଣ୍ଡିତ ହବେ।

ଦିତୀୟ ଶାମୁୟେଲ 22:29

ହେ ସଦାପ୍ରଭୁ, ତୁମ୍ଭେ ମାରେ ପ୍ରଦୀପ। ମାରେ ଅନ୍ଧକାରକକ୍ସ୍ଟ ଆଲୋକମଯ କରିବ।

ପ୍ରଥମ ରାଜାବଳୀ 19:5

ତା'ପରେ ଏଲିଯ ସେ ରୋତମ ଗଛମୂଳ ରେ ନିଦ୍ରା ଗଲେ। ଏହାପରେ ଜଣେ ସ୍ବର୍ଗଦୂତ ଆସିଲେ ଓ ତାକୁ ସ୍ପର୍ଶ କରି କହିଲେ, ଉଠ! ଭୋଜନ କର।

ପ୍ରଥମ ରାଜାବଳୀ 19:7

ଏହାପରେ ସଦାପ୍ରଭୁଙ୍କ ଦୃତ ପୁନର୍ବାର ଦ୍ବିତୀୟଥର ଆସି ସ୍ପର୍ଶ କଲେ ଓ କହିଲେ, ଉଠ! ଭୋଜନ କର। କାରଣ ତୁମ୍ଭେ ଦୀର୍ଘ ୟାତ୍ରା ପାଇଁ ଶକ୍ତିଶାଳୀ ହବୋ ଦରକାର।

ଗୀତସଂହିତା 34:7

ଯେଉଁମାନେ ସଦାପ୍ରଭୁଙ୍କୁ ଉପାସନା କରନ୍ତି, ସଦାପ୍ରଭୁଙ୍କ ଦୂତ ସର୍ବଦା ସମାନଙ୍କେ ପାଖରେ ଥାଆନ୍ତି, ସେ ସମାନଙ୍କେୁ ଉଦ୍ଧାର କରନ୍ତି।

ଗୀତସଂହିତା 37:32

ଦୁଷ୍ଟ ଲୋକମାନେ ଧାର୍ମିକ ଲୋକମାନଙ୍କୁ ସବୁବେଳେ ମାରିବାକୁ ଜଗି ବସିଥାଆନ୍ତି।

ଗୀତସଂହିତା 105:18

ସମାନେେ ୟୋଷଫଙ୍କେର ପାଦରେ ବଡ଼େି ପକାଇଲେ। ସମାନେେ ଏକ ଲୁହାର କଡ଼ା ତା'ର ବକରେେ ପକାଇଲେ।

ଗୀତସଂହିତା 107:14

ପରମେଶ୍ବର ସମାନଙ୍କେୁ ଅନ୍ଧକାର ଓ ମୃତ୍ଯୁ ଛାଯାରୁ ସମାନଙ୍କେୁ ବାହାର କରି ଆଣିଲେ ଓ ସମାନଙ୍କେ ବନ୍ଧନ ଛଦନେ କଲେ।

ଗୀତସଂହିତା 116:16

ମୁଁ ତୁମ୍ଭର ଦାସ। ମୁଁ ତୁମ୍ଭର ଜଣେ ଦାସୀର ସନ୍ତାନ ଅଟେ। ହେ ସଦାପ୍ରଭୁ, ତୁମ୍ଭେ ମାେତେ ମୃତ୍ଯୁର ଶିଙ୍କୁଳିରୁ ମୁକ୍ତ କର।

ଗୀତସଂହିତା 142:6

ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମୁଁ ବହୁତ ଦୁର୍ବଳ ଅଟେ। ସହେି ଲୋକମାନଙ୍କଠାରୁ ମାେତେ ରକ୍ଷା କର ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି। ସହେି ଲୋକମାନେ ମାେ ଠାରୁ ଅଧିକ ଶକ୍ତିଶାଳୀ।

ଗୀତସଂହିତା 146:7

ସଦାପ୍ରଭୁ ଉପଦ୍ରବ ଗ୍ରସ୍ତ ଲୋକ ପକ୍ଷରେ ୟାହା ନ୍ଯାଯ ତାହା କରନ୍ତି। ସେ କ୍ଷୁଧାର୍ତ୍ତମାନଙ୍କୁ ଖାଦ୍ୟ ଦିଅନ୍ତି। ସଦାପ୍ରଭୁ ବନ୍ଦୀଗଣଙ୍କୁ ମୁକ୍ତ କରନ୍ତି।

ଯିଶାଇୟ 37:30

ତା'ପ ରେ ସଦାପ୍ରଭୁ ହିଜକିଯଙ୍କୁ କହିଲେ, ଏହା ତୁମ୍ଭ ପାଇଁ ଏକ ଚିହ୍ନ ହବେ। ଏହି ବର୍ଷ ସ୍ବଯଂ ଉତ୍ପନ୍ନ ଶସ୍ଯରୁ ଓ ଦ୍ବିତୀୟ ବର୍ଷ ତହିଁରୁ ଅଙ୍କୁରିତ ଶସ୍ଯରୁ ଭୋଜନ କରିବ। ପୁଣି ତୃତୀୟ ବର୍ଷ ବୀଜ ବୁଣି ପ୍ରଚୁର ଶସ୍ଯ ଅମଳ କରିବ ଓ ଦ୍ରାକ୍ଷାକ୍ଷେତ୍ର କରି ତାହାର ଫଳ ଭୋଗ କରିବ।

ଯିଶାଇୟ 60:1

ଉଠ, ଦୀପ୍ତିମତୀ ହୁଅ, କାରଣ ତୁମ୍ଭର ଦୀପ୍ତି ଉପସ୍ଥିତ ଓ ସଦାପ୍ରଭୁଙ୍କ ମହିମା ତୁମ୍ଭ ଉପ ରେ ପ୍ରତିଭାତ ହାଇେଛି।

Interlinear

Choose Theme