Home Bibles ଗୀତସଂହିତା 142:6 · ଓଡ଼ିଆ ବାଇବେଲ
ଗୀତସଂହିତା 142:6 · ଓଡ଼ିଆ ବାଇବେଲ

ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଶୁଣ। ମୁଁ ବହୁତ ଦୁର୍ବଳ ଅଟେ। ସହେି ଲୋକମାନଙ୍କଠାରୁ ମାେତେ ରକ୍ଷା କର ଯେଉଁମାନେ ମାେ ପଛରେ ଗୋଡ଼ାଇଛନ୍ତି। ସହେି ଲୋକମାନେ ମାେ ଠାରୁ ଅଧିକ ଶକ୍ତିଶାଳୀ।

Cross references

ପ୍ରଥମ ଶାମୁୟେଲ 24:14

ଇଶ୍ରାୟେଲର ରାଜା କାହା ପଛ ରେ ବାହାର ହାଇେ ଆସିଛନ୍ତି? ଆପଣ କାହା ପଛ ରେ ଗୋଡଉଛନ୍ତି? ଗୋଟିଏ ମଲା କକ୍ସ୍ଟକକ୍ସ୍ଟର ପଛ ରେ, ଗୋଟିଏ ଡାଆଂଶ ପଛ ରେ ଆପଣ ଗୋଡଉଛନ୍ତି।

ଗୀତସଂହିତା 3:1

ହେ ସଦାପ୍ରଭୁ, ମାରେ ବହୁତ ଶତ୍ରୁ ଅଛନ୍ତି। ବହୁତ ଲୋକ ମାେ ବିରୁଦ୍ଧରେ ଲାଗିଛନ୍ତି।

ଗୀତସଂହିତା 17:1

ହେ ସଦାପ୍ରଭୁ, ମାରେ ପ୍ରାର୍ଥନା ଥରେ ଶୁଣ ଓ ମାେତେ ନ୍ଯାଯ ପ୍ରଦାନ କର। ମୁଁ ତୁମ୍ଭକୁ ଉଚ୍ଚ ସ୍ବରରେ ଡ଼ାକୁ ଅଛି। ୟେ ହତେୁ ମୁଁ ନିଷ୍କପଟ, ତଣେୁ ୟାହା ମୁଁ କହୁଛି, ଦୟାକରି ମାରେ ପ୍ରାର୍ଥନାକୁ ଗ୍ରହଣ କର।

ଗୀତସଂହିତା 18:17

ମାରେ ଶତ୍ରୁମାନେ ମାଠାରୁେ ଶକ୍ତିଶାଳୀ ଥିଲେ। ସମାନେେ ମାେତେ ଘୃଣା କରୁଥିଲେ। ମାେତେ ଶତ୍ରୁମାନେ ମାେ ଅପେକ୍ଷା ଅଧିକ ଶକ୍ତିଶାଳୀ ଥିଲେ। ତଣେୁ ପରମେଶ୍ବର ମାେତେ ରକ୍ଷା କଲେ।

ଗୀତସଂହିତା 27:13

ମୁଁ ପ୍ରକୃତରେ ବିଶ୍ବାସ କରେ ୟେ, ମୃତ୍ଯୁ ପୂର୍ବରୁ ମୁଁ ନିଶ୍ଚଯ ସଦାପ୍ରଭୁଙ୍କର ମହିମା ଦର୍ଶନ କରିବି।

ଗୀତସଂହିତା 38:19

ମାରେ ଶତ୍ରୁମାନେ ସତଜେ ଓ ବଳବାନ ଅଟନ୍ତି। ସମାନେେ ଅନକେ ଥର ମିଥ୍ଯା କହିଛନ୍ତି।

ଗୀତସଂହିତା 44:24

ହେ ପରମେଶ୍ବର, କାହିଁକି ତୁମ୍ଭେ ଆମ୍ଭଠାରୁ ଲୁଚିଅଛ। ତୁମ୍ଭେ କ'ଣ ଆମ୍ଭର ଦୁଃଖ ଓ ୟନ୍ତ୍ରଣା ସବୁ ଭୁଲି ୟାଇଅଛ।

ଗୀତସଂହିତା 46:2

ତଣେୁ ଯେତବେେଳେ ଭୂମି କମ୍ପତ ହୁଏ ଏବଂ ପର୍ବତ ସମୁଦ୍ରରେ ପଡ଼େ ଆମ୍ଭେ ଭୟଭୀତ ହବୋ ନାହିଁ।

ଗୀତସଂହିତା 57:3

ସେ ସ୍ବର୍ଗରୁ ମାେତେ ସାହାୟ୍ଯ କରନ୍ତି ଓ ରକ୍ଷା କରନ୍ତି। ଯେଉଁମାନେ ମାେତେ ଆକ୍ରମଣ କରନ୍ତି, ସେ ସମାନଙ୍କେୁ ଲଜ୍ଜିତ କରନ୍ତି। ପରମେଶ୍ବର ତାଙ୍କର ସ୍ବର୍ଗୀଯ ପ୍ରମେ ଓ ବିଶ୍ବସ୍ତ ମଙ୍ଗଳ ପ୍ରଦାନ କରନ୍ତି।

ଗୀତସଂହିତା 59:3

ଦେଖ, ଲୋକମାନେ ମାେତେ ହତ୍ଯା କରିବାକୁ ଅପେକ୍ଷା କରି ଲୁଚି ବସିଛନ୍ତି। ବଳବାନ ଲୋକମାନେ ମାେତେ ଆକ୍ରମଣ କରିବାକୁ ପ୍ରସ୍ତୁତ କିନ୍ତୁ ସଦାପ୍ରଭୁ ମୁଁ ପାପ କରି ନାହିଁ କିମ୍ବା ଅପରାଧ କରି ନାହିଁ।

ଗୀତସଂହିତା 79:8

ଦୟାକରି ଆମ୍ଭମାନଙ୍କର ଅତୀତର ପାପ ପାଇଁ ଆମ୍ଭମାନଙ୍କୁ ଦଣ୍ଡ ଦିଅ ନାହିଁ। ଶୀଘ୍ର ଆମ୍ଭମାନଙ୍କ ପ୍ରତି ଦୟା ଦଖାେଅ !ଆମ୍ଭମାନେେ ଆଜି କ୍ଷୀଣ ହାଇେଅଛୁ।

ଗୀତସଂହିତା 91:2

ମୁଁ ସଦାପ୍ରଭୁଙ୍କୁ କହିଲି, ତୁମ୍ଭେ ମାରେ ଆଶ୍ରଯ ଓ ଦୁର୍ଗ, ମାରେ ପରମେଶ୍ବର, ମୁଁ ତୁମ୍ଭ ନିକଟରେ ବିଶ୍ବାସ ରେଖ।

ଗୀତସଂହିତା 116:6

ସଦାପ୍ରଭୁ ଅସହାୟ ଲୋକମାନଙ୍କର ଯତ୍ନ ନିଅନ୍ତି। ମୁଁ ଯେତବେେଳେ ଦିନହୀନ ଥିଲି ସଦାପ୍ରଭୁ ମାେତେ ରକ୍ଷା କଲେ।

ଗୀତସଂହିତା 136:23

ପରମେଶ୍ବର ଆମ୍ଭମାନଙ୍କୁ ସ୍ମରଣ କଲେ, ଯେ ତବେଳେ ଆମ୍ଭେ ପରାସ୍ତ ଥିଲୁ। ତାଙ୍କର ସ୍ନହପେୂର୍ଣ୍ଣ କରୁଣା ଅନନ୍ତକାଳସ୍ଥାଯୀ।

ଗୀତସଂହିତା 143:3

ଶତ୍ରୁଗଣ ମାେ ପଛରେ ଗୋଡ଼ାଉଛନ୍ତି। ସମାନେେ ମାେ ଜୀବନକୁ ଭୂମିରେ ଚୂର୍ଣ୍ଣ କରିଅଛନ୍ତି। ସମାନେେ ବହୁକାଳରୁ ମୃତ ଲୋକମାନଙ୍କ ତୁଲ୍ଯ ମାେତେ ଅନ୍ଧକାର ସ୍ଥାନରେ ବାସ କରିବା ପାଇଁ ବାଧ୍ଯ କରୁଛନ୍ତି।

ଗୀତସଂହିତା 143:7

ହେ ସଦାପ୍ରଭୁ, ଶୀଘ୍ର ମାେତେ ଉତ୍ତର ଦିଅ। ମୁଁ ମାରେ ସାହସ ହରାଇଛି। ମାଠାରୁେ ଦୂରଇେ ୟାଅ ନାହିଁ। ମାେତେ ମରିବାକୁ ଦିଅ ନାହିଁ, ନ ହେଲେ କବରରେ ଥିବା ମୃତ ତୁଲ୍ଯ ହବେି।

ରୋମୀୟଙ୍କ ପ୍ରତି ପତ୍ର 8:33

ପରମେଶ୍ବର ଯାହାଙ୍କୁ ବାଛିଛନ୍ତି, ସେ ଲୋକମାନଙ୍କୁ କିଏ ବା ଅଭିୟୁକ୍ତ କରି ପାରିବ? କହେି ନୁହେଁ! ପରମେଶ୍ବର ହିଁ ସହେି ଲୋକମାନଙ୍କୁ ଧାର୍ମିକ କରନ୍ତି।

ରୋମୀୟଙ୍କ ପ୍ରତି ପତ୍ର 8:37

କିନ୍ତୁ ଏସବୁ ରେ ଆମ୍ଭ ପ୍ରତି ପ୍ ରମେ ପ୍ରଦର୍ଶିତ କରିଥିବା ପରମେଶ୍ବରଙ୍କ ଦ୍ବାରା ଆମ୍ଭେ ପୂର୍ଣ ବିଜଯୀ।

Interlinear

Choose Theme