Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 12:8 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 12:8 · ଓଡ଼ିଆ ବାଇବେଲ

ସେ ସ୍ବର୍ଗଦୂତ ପିତରଙ୍କୁ କହିଲେ, ଲୁଗାପଟା ଓ ଜୋତା ପିନ୍ଧ। ସେ ପିନ୍ଧିଲେ। ସେ ପୁଣି କହିଲେ, ତୁମ୍ଭର ଚ଼ାଦର ଘୋଡ଼ଇେ ହୁଅ ଓ ମାେତେ ଅନୁସରଣ କର।

Cross references

ମାର୍କଲିଖିତ ସୁସମାଚାର 6:9

ତୁମ୍ଭେ ଚପଲ ପିନ୍ଧି ପାରିବ। କିନ୍ତୁ କବଳେ ପିନ୍ଧିଥିବା ଲୁଗାପଟା ଛଡା କୌଣସି ଅଧିକ ଲୁଗାପଟା ନବେ ନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 8:26

ପ୍ରଭୁଙ୍କର ଜଣେ ସ୍ବର୍ଗଦୂତ ଫିଲିପ୍ପଙ୍କୁ କହିଲେ, ପ୍ରସ୍ତୁତ ହୁଅ। ୟିରୁଶାଲମରୁ ମରୁଭୂମି ଦଇେ ଯେଉଁ ରାସ୍ତା ଗଜ୍ଜାକୁ ଯାଉଅଛି, ସହେି ରାସ୍ତା ରେ ଯାଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 27:23

ମୁଁ ଯେଉଁ ପରମେଶ୍ବରଙ୍କର ସବୋ କରେ, ତାହାଙ୍କର ଜଣେ ଦୂତ ଗତକାଲି ରାତି ରେ ମାେ ପାଖ ରେ ଠିଆ ହାଇେ କହିଲେ,

Interlinear

Choose Theme