Home Bibles ଦାନିଏଲ 3:24 · ଓଡ଼ିଆ ବାଇବେଲ
ଦାନିଏଲ 3:24 · ଓଡ଼ିଆ ବାଇବେଲ

ଏଥି ରେ ରାଜା ନବୂଖଦ୍ନିତ୍ସର ଚମତ୍କୃତ ହାଇେ ଶୀଘ୍ର ଉଠିଲେ। ସେ ଆପଣା ମନ୍ତ୍ରୀମାନଙ୍କୁ ପଚାରିଲେ, ଆମ୍ଭେ ତିନିଲୋକଙ୍କୁ ବାନ୍ଧି ଅଗ୍ନିକୁଣ୍ତ ରେ ପକାଇ ନଥିଲୁ?

Cross references

ପ୍ରଥମ ଶାମୁୟେଲ 17:55

ସହେି ପଲେଷ୍ଟୀୟ ବିରକ୍ସ୍ଟଦ୍ଧ ରେ ଦାଉଦଙ୍କକ୍ସ୍ଟ ବାହାରିବାର ଦେଖି ଶାଉଲ ସୈନ୍ଯର ସନୋପତି ଅବନ୍ରକକ୍ସ୍ଟ କହିଲେ, ଅବନର ଏ ୟକ୍ସ୍ଟବକ କାହାର ପକ୍ସ୍ଟତ୍ର?

ଦାନିଏଲ 3:2

ସହେି ପ୍ରତିମା ସ୍ଥାପନର ପ୍ରତିଷ୍ଠା ନିମନ୍ତେ ଆସିବାକୁ ରାଜା ସମସ୍ତ କ୍ଷିତିପାଳ, ରାଜପ୍ରତିନିଧି, ଦଶାେଧ୍ଯକ୍ଷ ବିଗ୍ଭରକର୍ତ୍ତା, କୋଷଧ୍ଯକ୍ଷ, ବ୍ଯବସ୍ଥାପକ, ବବେର୍ତ୍ତା ଓ ପ୍ରାଦେଶିକ ଶାସକଙ୍କୁ ଏକତ୍ର କରିବା ନିମନ୍ତେ ଲୋକ ପ୍ ରରଣେ କଲା।

ଦାନିଏଲ 3:9

ସମାନେେ ନବୂଖଦ୍ନିତ୍ସରଙ୍କୁ ଆଶୀର୍ବାଦ କରି କହିଲେ, ହେ ମହାରାଜ, ଚିରଜୀବି ହୁଅନ୍ତୁ।

ଦାନିଏଲ 3:17

ଯଦି ଆପଣ ଆମ୍ଭମାନଙ୍କୁ ଜ୍ବଳନ୍ତ ଅଗ୍ନିକୁଣ୍ତ ରେ ନିକ୍ଷପେ କରନ୍ତି ତବେେ ଯାହାଙ୍କୁ ଆମ୍ଭମାନେେ ସବୋ କରୁଅଛୁ ସହେି ପରମେଶ୍ବର ଆମ୍ଭମାନଙ୍କୁ ରକ୍ଷା କରିବାକୁ ସମର୍ଥ ଅଟନ୍ତି, ଆଉ ହେ ମହାରାଜ, ସେ ଆପଣଙ୍କ ହସ୍ତରୁ ଆମ୍ଭମାନଙ୍କୁ ଉଦ୍ଧାର କରିବେ।

ଦାନିଏଲ 4:22

ହେ ମହାରାଜ, ସହେି ବୃକ୍ଷ ଆପଣ ଅଟନ୍ତି। ଆପଣ ବୃଦ୍ଧି ପାଇ ବଳବାନ୍ ହାଇେଅଛନ୍ତି। କାରଣ ଆପଣଙ୍କର ମହତ୍ବ ବୃଦ୍ଧି ପାଇଅଛି ଓ ତାହା ଗଗନ ସ୍ପର୍ଶ କରୁଅଛି। ଆଉ ଆପଣଙ୍କର କତ୍ତୃର୍ତ୍ବ ପୃଥିବୀର ପ୍ରାନ୍ତ ପର୍ୟ୍ଯନ୍ତ ବ୍ଯାପିଅଛି।

ଦାନିଏଲ 4:27

ତେଣୁ ହେ ମହାରାଜ, ଆପଣ ମାରେ ଉପଦେଶ ଗ୍ରହଣ କରନ୍ତୁ। ଆପଣ ଧାର୍ମିକତା ବଳ ରେ ପାପରାଶି ଦୂର କରନ୍ତୁ ଓ ଦରିଦ୍ରମାନଙ୍କୁ ଦୟା ଦଖାଇେ ଆପଣା ଅଧର୍ମ ସକଳ ଦୂର କରନ୍ତୁ। ତାହା ହେଲେ ଆପଣଙ୍କର ଆପଣଙ୍କର ସଫଳତା ଓ ଶାନ୍ତିର କାଳ ବୃଦ୍ଧି ପାଇବ।

ଦାନିଏଲ 5:6

ତହିଁରେ ରାଜା ଭୟଭୀତ ହେଲେ ତାଙ୍କର ମୁଖ ବିବର୍ଣ୍ଣ ହେଲା। ତାଙ୍କର ଆଣ୍ଠୁ ଥରିଲା ଓ ଆଣ୍ଠୁକୁ ଆଣ୍ଠୁ ବାଜିଲା। ତାଙ୍କର ଗୋଡ ଏତେ ଦୁର୍ବଳ ହେଲା ଯେ ସେ ଛିଡା ହାଇେ ପାରିଲେ ନାହିଁ।

ଦାନିଏଲ 5:18

ହେ ମହାରାଜା, ସର୍ବୋପରିସ୍ଥ ପରମେଶ୍ବର ଆପଣଙ୍କ ପିତା ନବୂଖଦ୍ନିତ୍ସରଙ୍କୁ ରାଜ୍ଯ, ମହିମା, ଗୌରବ ଓ ପ୍ରତାପ ଦେଲେ।

ଦାନିଏଲ 6:7

ତଦାରଖକାରୀଗଣ, ରାଜପ୍ରତିନିଧିଗଣ, ସୁବଦୋରଗଣ ଓ ମନ୍ତ୍ରୀଗଣ ସମସ୍ତେ ଅଜଣା ଭାବରେ ରାଜା ହେଲେ ଯେ, ଏକ ରାଜକୀଯ ଘୋଷଣା ପତ୍ର ହବୋ ଉଚିତ୍। ଯଦି କହେି ତିରିଶ ଦିନ ପର୍ୟ୍ଯନ୍ତ ମହାରାଜା ବିନା କୌଣସି ଦବେତା ବା ମନୁଷ୍ଯ ନିକଟରେ ପ୍ରାର୍ଥନା କରିବ, ତବେେ ତାକୁ ସିଂହର ଗୁମ୍ଫାକୁ ଫିଙ୍ଗାୟିବ।

ଦାନିଏଲ 6:22

ମାରେ ପରମେଶ୍ବର ଆପଣା ଦୂତ ପଠାଇ ସିଂହମାନଙ୍କର ମୁଖ ବନ୍ଦ କରିଅଛନ୍ତି ଓ ସମାନେେ ମାରେ କ୍ଷତି କରି ନାହାଁନ୍ତି। କାରଣ ମାରେପ୍ରଭୁ ଜାଣନ୍ତି ମୁଁ ନିର୍ଦ୍ ଦୋଷ। ଆଉ ମୁଁ ମହାରାଜାଙ୍କର କୌଣସି କ୍ଷତି କରିନାହିଁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 5:23

ଆମ୍ଭେ କାରାଗାର ରେ ଭଲ ଭାବରେ ତାଲା ପଡ଼ିଥିବାର ଦେଖିଲୁ ଓ ଜଗୁଆଳୀମାନଙ୍କୁ ଦ୍ବାର ପାଖ ରେ ଠିଆ ହବୋର ମଧ୍ଯ ଦେଖିଲୁ। କିନ୍ତୁ ଆମ୍ଭେ ଯେତବେେଳେ କାରାଗାର ଖାଲିେ ଦେଖିଲୁ, ସେତବେେଳେ ସଠାେରେ କହେି ନଥିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 9:6

ଏବେ ଉଠ ଓ ନଗରକୁ ଯାଅ। ସଠାେରେ ତୁମ୍ଭକୁ କ'ଣ କରିବାକୁ ହବେ, ତାହା ତୁମ୍ଭକୁ ଜଣେ କହିବେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 12:13

ପିତର କବାଟରେ ଠକ୍ ଠକ୍ କରନ୍ତେ ରୋଦା ନାମକ ଜଣେ ଚ଼ାକରାଣୀ କବାଟ ଖାଲିବୋକୁ ଆସିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:13

ମୁଁ ଦମ୍ମସକେକୁ ଯାଉଥିଲି। ସେତବେେଳେ ଖରାବଳେ ହାଇେଥିଲା। ହଠାତ୍ ମୁଁ ଆକାଶ ରେ ଗୋଟିଏ ଆଲୋକ ଦେଖିଲି। ସହେି ଆଲୋକ ସୂର୍ୟ୍ଯଙ୍କଠାରୁ ମଧ୍ଯ ଆହୁରି ଉଜ୍ଜ୍ବଳ ଥିଲା। ତାହା ମାରେ ଓ ମାେ ସହିତ ଯାଉଥିବା ଲୋକଙ୍କ ଚ଼ାରିପଟେ ଝଲକୁ ଥିଲା।

ରେରିତମାନଙ୍କ କାର୍ଯ୍ୟର ବିବରଣ 26:27

ହେ ରାଜା ଆଗ୍ରିପ୍ପା, ଆପଣ କ'ଣ ଭାବବାଦୀମାନଙ୍କ ଲଖାେ ରେ ବିଶ୍ବାସ କରନ୍ତି କି? ମୁଁ ଜାଣେ, ଆପଣ ବିଶ୍ବାସ କରନ୍ତି।

Interlinear

Choose Theme