ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:13 · ଓଡ଼ିଆ ବାଇବେଲ
ମୁଁ ଯେତବେେଳେ ତ୍ରୋଯା ରେ ଥିଲି, ମୁଁ କାର୍ପଙ୍କ ପାଖ ରେ ମାରେ ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତବେେଳେ ଆସିବ, ତାହା ମାେ ପାଇଁ ନଇେ ଆସିବ। ମାେ ବହିଗୁଡ଼ିକୁ ମଧ୍ଯ ଆଣିବ। ଚର୍ମପତ୍ର 300 ଉପରେ ଲିଖିତ ବହିଗୁଡ଼ିକ ବିଶଷେଭାବରେ ମାରେ ଦରକାର।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 16:8
ତା'ପରେ ସମାନେେ ମୂସିଆ ଦେଶ ଛାଡ଼ି ତ୍ରୋଯା ନଗରକୁ ଆସିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 16:11
ଆମ୍ଭେ ତ୍ରୋଯା ନଗରରୁ ଜଳଯାତ୍ରା ରେ ସାମଥ୍ରାକୀ ଉପଦ୍ବୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିଯାପଲି ନଗରକୁ ଗଲୁ।
ରେରିତମାନଙ୍କ କାର୍ଯ୍ୟର ବିବରଣ 20:5
ଏମାନେ ସମସ୍ତେ ଆଗେ ଯାଇ ତ୍ରୋଯା ନଗର ରେ ଆମ୍ଭମାନଙ୍କୁ ଅପେକ୍ଷା କଲେ।
କରିନ୍ଥୀୟଙ୍କ ପ୍ରତି ପ୍ରଥମ ପତ୍ର 4:11
ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷ ରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।
କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 11:27
ମୁଁ କଠାେର ପରିଶ୍ରମ କରି କ୍ଲାନ୍ତିପୂର୍ଣ୍ଣ ଜୀବନ ଯାପନ କରିଛି। ଅନକେ ଥର ମୁଁ ଶୋଇ ନାହିଁ। ମୁଁ ଅନାହାର ମଧ୍ଯ ଦଇେ ଗତି କରିଛି। ଅନକେ ଥର ମାେ ପାଖ ରେ ଖାଇବାକୁ କିଛି ନ ଥାଏ। ଲୁଗାପଟା ବିନା ଥଣ୍ଡା ରେ ମୁଁ ରହିଛି।