Home Bibles ରେରିତମାନଙ୍କ କାର୍ଯ୍ୟର ବିବରଣ 20:5 · ଓଡ଼ିଆ ବାଇବେଲ
ରେରିତମାନଙ୍କ କାର୍ଯ୍ୟର ବିବରଣ 20:5 · ଓଡ଼ିଆ ବାଇବେଲ

ଏମାନେ ସମସ୍ତେ ଆଗେ ଯାଇ ତ୍ରୋଯା ନଗର ରେ ଆମ୍ଭମାନଙ୍କୁ ଅପେକ୍ଷା କଲେ।

Cross references

ରେରିତମାନଙ୍କ କାର୍ଯ୍ୟର ବିବରଣ 16:8

ତା'ପରେ ସମାନେେ ମୂସିଆ ଦେଶ ଛାଡ଼ି ତ୍ରୋଯା ନଗରକୁ ଆସିଲେ।

ରେରିତମାନଙ୍କ କାର୍ଯ୍ୟର ବିବରଣ 16:10

ପାଉଲ ଦର୍ଶନ ପାଇବା ପରେ ଆମ୍ଭେ ସଙ୍ଗେ ସଙ୍ଗେ ମାକିଦନିଆକୁ ୟିବାପାଇଁ ପ୍ରସ୍ତୁତ ହେଲୁ। ଆମ୍ଭେ ହୃଦୟଙ୍ଗମ କଲୁ ଯେ, ପ୍ରଭୁ ସମାନଙ୍କେ ନିକଟରେ ସୁସମାଚ଼ାର ପହଞ୍ଚାଇବା ପାଇଁ ଆମ୍ଭକୁ ଡ଼ାକିଛନ୍ତି।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:6

ଖମୀରବିହୀନ ରୋଟୀର ପର୍ବ ପରେ ଆମ୍ଭେ ଫିଲିପ୍ପୀ ନଗରରୁ ଜଳପଥରେ ସମାନଙ୍କେ ପାଖ ରେ ତ୍ରୋଯା ରେ ପହଞ୍ଚିଲୁ। ଆମ୍ଭେ ସଠାେରେ ସାତ ଦିନ ପର୍ୟ୍ଯନ୍ତ ରହିଲୁ।

ରେରିତମାନଙ୍କ କାର୍ଯ୍ୟର ବିବରଣ 20:13

ଆମ୍ଭମାନେେ ସଠାରୁେ ଜାହାଜ ରେ ଆସସ୍ ନଗରକୁ ଯାତ୍ରା କଲୁ। ସଠାରୁେ ପାଉଲଙ୍କୁ ନବୋପାଇଁ ଭାବିଥିଲୁ। ସେ ସ୍ଥଳ ମାର୍ଗ ରେ ଚ଼ାଲି ୟିବାପାଇଁ ଇଚ୍ଛା କଲେ।

କରିନ୍ଥୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 2:12

ମୁଁ ଯୀଶୁ ଖ୍ରୀଷ୍ଟଙ୍କର ସୁସମାଚାର ପ୍ରଚାର କରିବା ପାଇଁ ତ୍ରୋଯା ନଗରକୁ ଯାଇଥିଲି। ପ୍ରଭୁ ସଠାେରେ ମାେତେ ଭଲ ସୁଯୋଗଟିଏ ଦେଲେ।

ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:13

ମୁଁ ଯେତବେେଳେ ତ୍ରୋଯା ରେ ଥିଲି, ମୁଁ କାର୍ପଙ୍କ ପାଖ ରେ ମାରେ ଏକ ଭଲ ଜାମା ଛାଡ଼ି ଆସିଥିଲି। ଅତଏବ ତୁମ୍ଭେ ଯେତବେେଳେ ଆସିବ, ତାହା ମାେ ପାଇଁ ନଇେ ଆସିବ। ମାେ ବହିଗୁଡ଼ିକୁ ମଧ୍ଯ ଆଣିବ। ଚର୍ମପତ୍ର 300 ଉପରେ ଲିଖିତ ବହିଗୁଡ଼ିକ ବିଶଷେଭାବରେ ମାରେ ଦରକାର।

Interlinear

Choose Theme