ରେରିତମାନଙ୍କ କାର୍ଯ୍ୟର ବିବରଣ 16:11 · ଓଡ଼ିଆ ବାଇବେଲ
ଆମ୍ଭେ ତ୍ରୋଯା ନଗରରୁ ଜଳଯାତ୍ରା ରେ ସାମଥ୍ରାକୀ ଉପଦ୍ବୀପରେ ପହଞ୍ଚିଲୁ। ତା ଆରଦିନ ଆମ୍ଭେ ନିଯାପଲି ନଗରକୁ ଗଲୁ।
Cross references
ରେରିତମାନଙ୍କ କାର୍ଯ୍ୟର ବିବରଣ 16:8
ତା'ପରେ ସମାନେେ ମୂସିଆ ଦେଶ ଛାଡ଼ି ତ୍ରୋଯା ନଗରକୁ ଆସିଲେ।
ରେରିତମାନଙ୍କ କାର୍ଯ୍ୟର ବିବରଣ 21:1
ଆମ୍ଭମାନେେ ସମାନଙ୍କେଠାରୁ ବିଦାୟ ନଲେୁ। ତା'ପରେ ଆମ୍ଭେ ସିଧା କୋସ୍ ଉପଦ୍ବୀପକୁ ଜଳଯାତ୍ରା କଲୁ। ତହିଁ ଆରଦିନ ଆମ୍ଭେ ସଠାରୁେ ରୋଦା ଉପଦ୍ବୀପକୁ ଆସିଲୁ। ପୁଣି ସଠାରୁେ ଆମ୍ଭେ ପାତାରା ରେ ପହଞ୍ଚିଲୁ।