Home Bibles ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:14 · ଓଡ଼ିଆ ବାଇବେଲ
ତୀମଥିଙ୍କ ପ୍ରତି ଦ୍ୱିତୀୟ ପତ୍ର 4:14 · ଓଡ଼ିଆ ବାଇବେଲ

କ'ଣ ଆଲକଜୋଣ୍ଡର ମାରେ ବହୁତ ଅନିଷ୍ଟ କରିଛି। ପ୍ରଭୁ ତାହାକୁ ଏହି କାର୍ୟ୍ଯଗୁଡ଼ିକ ଲାଗି ଦଣ୍ଡ ଦବେେ।

Cross references

ପ୍ରଥମ ଶାମୁୟେଲ 24:12

ସଦାପ୍ରଭୁ ମାରେ ଓ ତକ୍ସ୍ଟମ୍ଭ ଭିତ ରେ ବିଗ୍ଭର କରନ୍ତକ୍ସ୍ଟ ଓ ଆପଣଙ୍କ ମାଠାେ ରେ ଭୂଲ୍ କରିଥିବା ସଦାପ୍ରଭୁ ତା'ର ଦଣ୍ତ ଦିଅନ୍ତକ୍ସ୍ଟ। କିନ୍ତୁ ମୁ ତକ୍ସ୍ଟମ୍ଭ ସହିତ ୟକ୍ସ୍ଟଦ୍ଧ କରିବି ନାହିଁ।

ଦିତୀୟ ଶାମୁୟେଲ 3:39

ମୁ ରାଜା ରୂପେ ଅଭିଷିକ୍ତ ହେଲେ ହେଁ ତଥାପି ମୁ ଆଜି ଦୁର୍ବଳ। ଏହି ସରକ୍ସ୍ଟଯାର ପକ୍ସ୍ଟତ୍ରମାନେ ମାେତେ ଅତି ଦକ୍ସ୍ଟଃଖର କାରଣ ଦେଲେ। ସଦାପ୍ରଭୁ ଏହି କକ୍ସ୍ଟକାର୍ୟ୍ଯ କରିଥିବା ଲୋକମାନଙ୍କୁ ତାଙ୍କର କକ୍ସ୍ଟକର୍ମ ଅନକ୍ସ୍ଟସା ରେ ଦଣ୍ତ ଦିଅନ୍ତକ୍ସ୍ଟ।

ଗୀତସଂହିତା 28:4

ସଦାପ୍ରଭୁ ସହେି ଲୋକମାନେ ଅନ୍ୟ ଲୋକମାନଙ୍କ ପ୍ରତି ଖରାପ ଆଚରଣ କରନ୍ତି। ତଣେୁ ସମାନେେ ସମାନଙ୍କେ କର୍ମାନୁରୂପ ଫଳ ପାଆନ୍ତୁ। ସମାନଙ୍କେୁ ୟଥାୟୋଗ୍ଯ ଫଳ ଦିଆଯାଉ।

ଗୀତସଂହିତା 62:12

ହେ ମାରେ ପ୍ରଭୁ, ତୁମ୍ଭର ପ୍ରମେ ହିଁ ପ୍ରକୃତ। ତୁମ୍ଭେ ପ୍ରେତ୍ୟକକ ମନୁଷ୍ଯକୁ ତାଙ୍କର ନିଜର କର୍ମାନୁସାରେ ଫଳ ଦେଉଅଛ।

ଗୀତସଂହିତା 109:5

ମୁଁ ସହେି ଲୋକମାନଙ୍କ ପାଇଁ ମଙ୍ଗଳ କାର୍ୟ୍ଯ କଲି। ସମାନେେ ମାେ ପ୍ରତି ଅମଙ୍ଗଳ କାର୍ୟ୍ଯ କଲେ। ମୁଁ ସମାନଙ୍କେୁ ପ୍ରମେ କଲି କିନ୍ତୁ ସମାନେେ ମାେତେ ଘୃଣା କଲେ।

ଗୀତସଂହିତା 109:20

ଏହା ମାରେ ଶତ୍ରୁଗଣ ମାେ ବିଷଯରେ କହନ୍ତି, ମୁଁ ଆଶାକରେ ମାେ ବିରୁଦ୍ଧରେ ୟିଏ ଦୁଷ୍ଟକତା କୁ ହେ ସଦାପ୍ରଭୁ ଏହିସବୁ ବିଷଯ ସହେି ଲୋକମାନଙ୍କ ପ୍ରତି କରନ୍ତୁ।

ଯିରିମିୟ 15:15

ହେ ସଦାପ୍ରଭୁ, ତୁମ୍ଭେ ମାେତେ ଜାଣୁଛ ; ମାେତେ ସ୍ମରଣ କର ଓ ମାରେ ତତ୍ତ୍ବ ନିଅ। ଆଉ ମାରେ ତାଡ଼ନାକାରୀଙ୍କୁ ଦଣ୍ଡ ଦିଅ। ତୁମ୍ଭେ ଅତ୍ଯନ୍ତ ର୍ଧୈୟ୍ଯଶୀଳ ଓ ସହିଷ୍ଣୁ। ତେଣୁ ମାେତେ ସଂହାର କର ନାହିଁ। ମୁଁ ତୁମ୍ଭ ପାଇଁ କଷ୍ଟ ପାଇଛି, ଏହା ତୁମ୍ଭେ ଜ୍ଞାତ ହୁଅ।

ଯିରିମିୟ 18:19

ହେ ସଦାପ୍ରଭୁ, ମାେ ପ୍ରତି କର୍ଣ୍ଣପାତ କର ଏବଂ ମାେ ସହିତ ୟୁକ୍ତି କରୁଥିବା ଲୋକମାନଙ୍କର କଥା ଶୁଣ।

ଯିରିମିୟଙ୍କ ବିଳାପ 3:64

ହେ ସଦାପ୍ରଭୁ, ତୁମ୍ଭେ ସମାନଙ୍କେୁ ସମାନଙ୍କେର କର୍ମାନୁସା ରେ ପ୍ରତିଫଳ ଦିଅ।

ରେରିତମାନଙ୍କ କାର୍ଯ୍ୟର ବିବରଣ 19:33

ସେତବେେଳେ ଯିହୂଦୀୟମାନେ ଆଲେକ୍ଜାଣ୍ଡରକୁ ଆଗକୁ ପଠାଇଥିଲେ ଓ ତାହାଙ୍କୁ କିଛି କହିବା ପାଇଁ ଉପଦେଶ ଦେଉଥିଲେ। ଆଲେକ୍ଜାଣ୍ଡର ଲୋକମାନଙ୍କ ଆଗ ରେ ହାତ ହଲଇେ ସମାନଙ୍କେୁ ବୁଝାଇବା ପାଇଁ ଚେ଼ଷ୍ଟା କରୁଥିଲେ।

ରୋମୀୟଙ୍କ ପ୍ରତି ପତ୍ର 12:19

ତୁମ୍ଭମାନଙ୍କ ପ୍ରତି ଭୁଲ କରିଥିବା ଲୋକକୁ ନିଜ ତରଫରୁ ଦଣ୍ତ ଦିଅ ନାହିଁ। ତାହାକୁ ପରମେଶ୍ବରଙ୍କ କୋର୍ଧ ଦ୍ବାରା ଦଣ୍ତିତ ହବୋ ଲାଗି ଅପେକ୍ଷା କର। ଶାସ୍ତ୍ର ରେ ଲୋଖା ଅଛି: ପରମେଶ୍ବର କହିଛନ୍ତି, ଦଣ୍ତ ଦବୋ ମାରେ କାମ। ମୁଁ ଲୋକମାନଙ୍କୁ ପ୍ରତିଦାନ ଦବେି।

ଥେସଲନୀକୀୟଙ୍କ ପ୍ରତି ଦ୍ୱିତୀୟ ପତ୍ର 1:6

ଯାହା ଠିକ୍ ପରମେଶ୍ବର ତାହା କରିବେ। ଯେଉଁ ଲୋକମାନେ ତୁମ୍ଭମାନଙ୍କୁ କଷ୍ଟ ଦିଅନ୍ତି, ପରମେଶ୍ବର ସମାନଙ୍କେୁ କଷ୍ଟ ଦବେେ।

ତୀମଥିଙ୍କ ପ୍ରତି ପ୍ରଥମ ପତ୍ର 1:20

ହୁମନାୟ ଓ ଆଲେକ୍ଜାଣ୍ଡର ସମାନଙ୍କେ ମଧ୍ଯରୁ କେତକେ ଅଟନ୍ତି। ମୁଁ ସମାନଙ୍କେୁ ଶୟତାନ ହାତ ରେ ଦଇେଛି, ଯାହା ଫଳ ରେ ସମାନେେ ପରମେଶ୍ବରଙ୍କ ବିରୁଦ୍ଧ ରେ ଆଉ ନ କହିବାକୁ ଶିକ୍ଷା ଲାଭ କରିବେ।

ଯୋହନଙ୍କ ପ୍ରଥମ ପତ୍ର 5:16

ଯଦି କହେି ନିଜ ଭାଇକୁ କିମ୍ବା ଭଉଣୀକୁ ଏଭଳି ପାପ କରୁଥିବାର ଦେଖେ ଆଉ ସହେି ପାପ ମୃତ୍ଯୁଜନକ, ତବେେ ସେ ପାପ କରୁଥିବା ନିଜ ଭାଇ ଓ ଭଉଣୀମାନଙ୍କ ପାଇଁ ପ୍ରାର୍ଥନା କରିବା ଉଚିତ। ତହିଁରେ ପରମେଶ୍ବର ସମାନଙ୍କେୁ ଜୀବନ ପ୍ରଦାନ କରିବେ। ମୁଁ ଏପରି ଲୋକମାନଙ୍କ ବିଷୟ ରେ କହୁଛି, ଯେଉଁମାନେ ଏପରି ପାପରେ ଲିପ୍ତ ଅଛନ୍ତି ଯାହା ସମାନଙ୍କେୁ ଅନନ୍ତ ମୃତ୍ଯୁ ପାଖକୁ ନଇେ ଯାଇପାରିବ ନାହିଁ। ଏପରି ପାପ ମଧ୍ଯ ଅଛି, ଯାହାର ପରିଣାମ ମୃତ୍ଯୁ ଅଟେ। ମୁଁ ତୁମ୍ଭମାନଙ୍କୁ ସପରେି ପାପ ବିଷୟ ରେ ପ୍ରାର୍ଥନା କରିବା ପାଇଁ କହୁ ନାହିଁ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 6:10

ସହେି ଆତ୍ମାମାନେ ଉଚ୍ଚ ସ୍ବର ରେ ଚିତ୍କାର କଲେ, ହେ ପବିତ୍ର, ଓ ସତ୍ଯ ପ୍ରଭୁ ! ଆମ୍ଭମାନଙ୍କୁ ହତ୍ଯା କରିଥିବାରୁ ତୁମ୍ଭେ ଏ ପୃଥିବୀର ଲୋକମାନଙ୍କର ବିଚାର କର। ସମାନଙ୍କେୁ ଦଣ୍ଡ ଦବୋକୁ ଆଉ କେତେ କାଳ ଆମ୍ଭକୁ ଅପେକ୍ଷା କରିବାକୁ ପଡ଼ିବ ?

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:6

ସେ ନଗର ଅନ୍ୟମାନଙ୍କର ଯେପରି କ୍ଷତି କରିଛି, ତାହାର ସହେି ପ୍ରକାର କ୍ଷତି ହବେ। ତା'ର କୁକର୍ମ ପାଇଁ ତାହାକୁ ଦୁଇ ଗୁଣ ଅଧିକ ପ୍ରତିଫଳ ଦିଆୟିବ। ସେ ନଗର ଅନ୍ୟମାନଙ୍କୁ ଯେପରି ସୁରା ଦଇେଛି, ତା'ନିମନ୍ତେ ତା' ଅପେକ୍ଷା ଦୁଇଗୁଣ ଅଧିକ ନିଶାୟୁକ୍ତ ସୁରା ପ୍ରସ୍ତୁତ କରାୟିବ ଓ ତାହାକୁ ପାନ କରିବାକୁ ଦିଆୟିବ।

ଯୋହନଙ୍କ ପ୍ରତି ପ୍ରକାଶିତ ବାକ୍ୟ 18:20

ହେ ସ୍ବର୍ଗ ! ହେ ପରମେଶ୍ବରଙ୍କର ପବିତ୍ର ଲୋକମାନେ, ଭବିଷ୍ଯଦ୍ ବକ୍ତାଗଣ ଏବଂ ପ୍ ରରେିତଗଣ ! ମହାନଗରୀର ଧ୍ବଂସ ରେ ଆନନ୍ଦ ଉଲ୍ଲାସ କର। ସେ ତୁମ୍ଭକୁ ଯେଉଁ କଷ୍ଟ ଦଇେଛି, ସେଥିପାଇଁ ପରମେଶ୍ବର ତାହାକୁ ଦଣ୍ଡ ଦଇେଛନ୍ତି।

Interlinear

Choose Theme