ଏପରିକି ବର୍ତ୍ତମାନ ସୁଦ୍ଧା ଆମ୍ଭେ ଭୋକ ଓ ଶୋଷ ରେ ଅଛୁ, ଓ ବସ୍ତ୍ରହୀନ ଅଟୁ। ଆମ୍ଭକୁ ଅଧିକାଂଶ ସମୟରେ ପ୍ରହାର କରାଯାଇଛି। ଆମ୍ଭର ଘର ନାହିଁ।
Cross references
ହାଇପୋ ରେ ତୁମ୍ଭେ ତୁମ୍ଭର ଭାଇକୁ କିଛି ଟଙ୍କା କରଜ ଦଇେଥିଲ ଏବଂ ତାକୁ ବାଧ୍ଯ କରିଥିଲ ତୁମ୍ଭକୁ କିଛି ବନ୍ଧକ ଦବୋକୁ ପ୍ରମାଣ ସ୍ବରୂପ ଯାହା ଫଳ ରେ ସେ ତୁମ୍ଭକୁ ଫରେସ୍ତ କରିବ। ହାଇପୋ ରେ ତୁମ୍ଭ ଗରୀବ ଲୋକଟିର କପଡ଼ା ମଧ୍ଯ ନଇେଛ ବନ୍ଧକ ସ୍ବରୂପ କରଜ ଦଇେ। ହାଇପୋ ରେ ତୁମ୍ଭେ ଏହା ବିନାକାରଣ ରେ କରିଅଛ।
ଯୀଶୁ ତାହାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି ଓ ଆକାଶର ପକ୍ଷୀମାନଙ୍କର ବସା ଅଛି। କିନ୍ତୁ ମନୁଷ୍ଯପୁତ୍ରଙ୍କ ପାଇଁ ମୁଣ୍ଡ ଗୁଞ୍ଜିବାକୁ ଜାଗା ଟିକିଏ ନାହିଁ।
କିନ୍ତୁ ତା'ପରେ କେତକେ ଯିହୂଦୀ ଆନ୍ତିୟଖିଆ ଓ ଇକନିୟରୁ ଆସିଲେ। ସମାନେେ ଲୋକମାନଙ୍କୁ ମତାଇ ପାଉଲଙ୍କୁ ପଥର ମାରିଲେ। ସେ ମରିଗଲଣେି ଭାବି ସମାନେେ ତାହାଙ୍କୁ ନଗର ବାହାରକୁ ଟାଣି ଆଣିଲେ।
ସମାନେେ ସମାନଙ୍କେୁ ବହୁତ ମାଡ଼ ମାରିବା ପରେ କାରାଗାର ରେ ବନ୍ଦୀ କଲେ। ସମାନଙ୍କେୁ ସାବଧାନ ରେ ଜଗିବାପାଇଁ କାରାଧ୍ଯକ୍ଷଙ୍କୁ ଆଦେଶ ଦେଲେ।
ଏହା ଶୁଣି ମହାୟାଜକ ହନାନିୟ ତାହାଙ୍କ ପାଖ ରେ ଠିଆ ହାଇେଥିବା ଲୋକମାନଙ୍କୁ ତାହାଙ୍କ ମୁହଁ ରେ ଚ଼ାପୁଡ଼ା ମାରିବା ପାଇଁ ଆଦେଶ ଦେଲେ।
ଖ୍ରୀଷ୍ଟଙ୍କର ପ୍ ରମେ ଠାରୁ ଆମ୍ଭକୁ କିଏ କ'ଣ ଅଲଗା କରି ପା ରେ? ନା! କଷ୍ଟ କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ?ନା! ସମସ୍ଯା ବା ତାଡନା କ'ଣ ଖ୍ରୀଷ୍ଟଙ୍କର ଶତୃମାନଙ୍କ ଆଘାତ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା! ଯଦି ଆମ୍ଭ ପାଖ ରେ ଖାଦ୍ୟ ବା ଲୁଗାପଟା ନାହିଁ, ତା ହେଲେ ତାହା କ'ଣ ଖ୍ରୀଷ୍ଟଙ୍କର ପ୍ ରମରେୁ ଆମ୍ଭକୁ ଅଲଗା କରିପା ରେ? ନା! ବିପଦ ବା ମୁତ୍ଯୁ ହେଉନା କାହିଁକି ତାହା କ'ଣ ଆମ୍ଭକୁ ଖ୍ରୀଷ୍ଟଙ୍କର ପ୍ ରମରେୁ ଅଲଗା କରି ପା ରେ? ନା!
ଆମ୍ଭର ଖାଇବା ଓ ପିଇବା ପାଇଁ କ'ଣ ଅଧିକାର ନାହିଁ ?
ଆମ୍ଭ ଚତୁର୍ଦ୍ଦିଗରୁ ସମସ୍ଯା ଆମକୁ ଚାପି ପକାଇଛି, କିନ୍ତୁ ଆମ୍ଭେ ହାରି ଯାଇ ନାହୁଁ। ଅନକେ ସମୟରେ କ'ଣ କରିବାକୁ ହବେ ତାହା ଆମ୍ଭେ ଜାଣି ପାରୁନାହୁଁ।
ବରଂ ପରମେଶ୍ବରଙ୍କ ସବେକ ରୂପରେ ଆମ୍ଭମାନେେ ପ୍ରେତ୍ୟକକ ଭାବରେ ନିଜକୁ ଭଲ ପ୍ରମାଣିତ କରୁ ଓ ଦୁଃଖ, କଷ୍ଟ ତଥା ବଡ଼ ସମସ୍ଯା ମଧିଅରେ ଅନକେ କଠାେର ତଥା ର୍ଧୈୟ୍ଯପୂର୍ବକ ସହୁ।
ସମାନେେ କ'ଣ କବଳେ ଇଶ୍ରାୟେଲୀୟ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଅବ୍ରହାମଙ୍କ ବଂଶଧାରୀ ? ମୁଁ ମଧ୍ଯ। ସମାନେେ କ'ଣ କବଳେ ଖ୍ରୀଷ୍ଟଙ୍କ ସବେକ ? ମୁଁ ମଧ୍ଯ ମୁଁ କ'ଣ ପାଗଳ ସେଥିପାଇଁ ଏପରି ଦର୍ପ କରୁଛି ? ସମାନଙ୍କେ ତୁଳନା ରେ ମୁଁ ଅଧିକ କଠାେର ପରିଶ୍ରମ କରିଛି। ମୁଁ ଥରକୁ ଥର କାରାବରଣ କରିଛି। ମାେତେ ଥରକୁ ଥର ମାଡ଼ ମରାଯାଇଛି। ଅନକେ ଥର ମୁଁ ମୃତ୍ଯୁର ସନ୍ନିକଟ ହାଇେଛି।
ଅଭାବରେ ମୁଁ ଚଳିବା ଜାଣିଛି। ପ୍ରଚୁରତା ରେ କିପରି ରହିବାକୁ ହୁଏ, ତାହା ମଧ୍ଯ ମୁଁ ଜାଣେ। ପ୍ରେତ୍ୟକକ ସମୟରେ ଓ ପ୍ରେତ୍ୟକକ ଘଟଣା ରେ ଆନନ୍ଦିତ ହବୋର ରହସ୍ଯ ମୁଁ ଜାଣେ। ଯେତବେେଳେ ମାରେ ଖାଇବା ପାଇଁ ୟଥେଷ୍ଟ ଥାଏ କିଅବା ଯେତବେେଳେ ୟଥେଷ୍ଟ ନ ଥାଏ, ଯେତବେେଳେ ମାରେ ପ୍ରଚୁର ଥାଏ ବା ଯେତବେେଳେ ମାରେ ଅଭାବ ଥାଏ, ସେତବେେଳେ କିପରି ଆନନ୍ଦିତ ହାଇପୋରିବି, ତାହା ମୁଁ ଜାଣେ।
ତୁମ୍ଭମାନେେ ମାେ ପ୍ରତି ନିର୍ୟ୍ଯାତନାଗୁଡ଼ିକ ଓ ମାରଦେୁଃଖଗୁଡ଼ିକ ବିଷୟ ରେ ଜାଣିଛ। ଆନ୍ତିୟଖିଆ, ଇକନିୟ ଓ ଲୁସ୍ତ୍ରା ରେ ମାେ ପ୍ରତି ଯାହା ସବୁ ଘଟିଲା, ତୁମ୍ଭେ ତାହା ଜାଣିଛ। ସହେି ସ୍ଥାନଗୁଡ଼ିକରେ ମୁଁ କିପରି ନିର୍ୟ୍ଯାତନା ଭୋଗ କଲି, ତାହା ତୁମ୍ଭେ ଜାଣିଛ। କିନ୍ତୁ ସହେିସବୁ କଷ୍ଟରୁ ପରମେଶ୍ବର ମାେତେ ରକ୍ଷା କଲେ।