Home Bibles ଦିତୀୟ ଶାମୁୟେଲ 3:26 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 3:26 · ଓଡ଼ିଆ ବାଇବେଲ

ଯୋୟାବ ଦାଉଦଙ୍କ ନିକଟରକ୍ସ୍ଟ ଆସିଲା ଏବଂ ସିରା ନିକଟରେ ଥିବା ଅବ୍ନରଙ୍କ ନିକଟକକ୍ସ୍ଟ ଦୂତ ପଠାଇଲେ। ଦୂତଗଣ ସିରାର କୂଅ ନିକଟରକ୍ସ୍ଟ ଅବନରକକ୍ସ୍ଟ ଫରୋଇ ଆଣିଲା। କିନ୍ତୁ ଏକଥା ଦାଉଦଙ୍କକ୍ସ୍ଟ ଅଜଣା ଥିଲା।

Cross references

ହିତୋପଦେଶ 26:23

ଅନୁରାଗୀ କଥା ଓ ମନ୍ଦ ହୃଦଯ ରୂପା ଖାଦ ରେ ମଣ୍ଡିତ ମୃତ୍ତିକା ପାତ୍ର ତୁଲ୍ଯ ଅଟେ।

ହିତୋପଦେଶ 27:4

କଠାେର ହୃଦଯ ଓ କୋର୍ଧ ପ୍ରଳଯଙ୍କାରୀ, କହେି ଅନ୍ତଜ୍ଜ୍ବାଳା ଆଗ ରେ ଠିଆ ହାଇେ ପାରିବ ନାହିଁ।

Interlinear

Choose Theme