Home Bibles ଦିତୀୟ ଶାମୁୟେଲ 2:19 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 2:19 · ଓଡ଼ିଆ ବାଇବେଲ

ଅସା ହେଲ ଅବନର ପେଛ ପେଛ ଦୌଡିଗଲା। ଏବଂ ତାଙ୍କ ପେଛ ପେଛ ୟିବା ଆରମ୍ଭ କଲା।

Cross references

ଯିହୋଶୂୟ 1:7

କିନ୍ତୁ ତୁମ୍ଭେ ବଳବାନ ଓ ସାହାସୀ ହକ୍ସ୍ଟଅ। ଅନ୍ୟ କଥା ମାନିବାକକ୍ସ୍ଟ ତୁମ୍ଭେ ନିଶ୍ଚିତ ମାରେ ଦାସ ମାଶାଙ୍କେର ଆଦେଶ ପାଳନ କରିବ। ଯଦି ତୁମ୍ଭେ ତାଙ୍କର ଉପଦେଶ ଠିକ୍ ଭାବରେ ପାଳନ କରିବ, ତବେେ ତୁମ୍ଭେ ଯେଉଁ କର୍ମ କରିବ ସେଥି ରେ ଉତ୍ତିର୍ଣ୍ଣ ହବେ।

ଯିହୋଶୂୟ 23:6

ତୁମ୍ଭମାନେେ ନିଶ୍ଚିତ ଯତ୍ନଶୀଳ ହବେ ସଦାପ୍ରଭୁଙ୍କର ସହେି ବାକ୍ଯକକ୍ସ୍ଟ ମାନିବା ପାଇଁ ଯାହାକି ସଦାପ୍ରଭୁ ଆମ୍ଭମାନଙ୍କୁ ନିର୍ଦ୍ଦେଶ ଦଇେଛନ୍ତି। ତୁମ୍ଭମାନେେ ମାଶାଙ୍କେ ଦ୍ବାରା ଲିଖିତ ନିଯମ ପୁସ୍ତକର ସମସ୍ତ କଥାକକ୍ସ୍ଟ ଠିକ୍ ଠିକ୍ ଭାବେ ପାଳନକରିବ। କବେେ ବି ସେ ନିଯମରକ୍ସ୍ଟ ବିଚକ୍ସ୍ଟ୍ଯତ ହବେ ନାହିଁ।

ଦିତୀୟ ଶାମୁୟେଲ 2:21

ଅସା ହେଲକକ୍ସ୍ଟ ହତ୍ଯା କରିବା ପାଇଁ ଅବନର ଗ୍ଭହକ୍ସ୍ଟଁ ନ ଥିଲେ। ତେଣୁ ଅବନର ଅସା ହେଲକକ୍ସ୍ଟ କହିଲେ, ମାେ ପଛ ରେ ଦୌଡିବା ବନ୍ଦ କର। ତୁମ୍ଭେ ଅନ୍ୟ ଜଣକ ପଛ ରେ ଦୌଡ଼ନ୍ତି, ତାଠାରକ୍ସ୍ଟ ତୁମ୍ଭେ ସହଜ ରେ ସାଂଜକ୍ସ୍ଟ ଛଡାଇ ତକ୍ସ୍ଟମ୍ଭ ପାଇଁ ଆଣିପାରିବ। କିନ୍ତୁ ଅସା ହେଲ ମନା କଲେ ଓ ଅବ୍ନର ପଛ ରେ ଗୋଡ଼ାଇଲେ।

ଦିତୀୟ ଶାମୁୟେଲ 3:27

ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।

ଦିତୀୟ ଶାମୁୟେଲ 3:30

ଯୋୟାବ ଓ ତା'ର ଭାଇ ଅବୀଶଯ ଅବ୍ନରକକ୍ସ୍ଟ ହତ୍ଯା କଲେ, କାରଣ ଅବ୍ନର ସମାନଙ୍କେର ଭାଇ ଅସା ହେଲକକ୍ସ୍ଟ ଗିବିଯା ୟକ୍ସ୍ଟଦ୍ଧ ରେ ହତ୍ଯା କରିଥିଲେ।

ଦିତୀୟ ରାଜାବଳୀ 22:2

ଯୋଶିୟଯ ସଦାପ୍ରଭୁଙ୍କ ଦୃଷ୍ଟି ରେ ସୁକର୍ମ କଲେ। ଏବଂ ସେ ଦାଉଦଙ୍କର ପୂର୍ବପୁରୁଷ ପରି ବାସ କଲେ। ସେ ସଦାପ୍ରଭୁଙ୍କୁ ଶିକ୍ଷା ମାନ୍ଯ କଲେ। ପରମେଶ୍ବର ଯାହା ଗ୍ଭହୁଁଥିଲେ ସେ ଠିକ୍ ତାହାସବୁ କଲେ।

ହିତୋପଦେଶ 4:27

ସଳଖପଥ ପରିତ୍ଯାଗ କର ନାହିଁ, ଯେଉଁ ପଥ ଉତ୍ତମ ଏବଂ ଠିକ୍। କିନ୍ତୁ ସର୍ବଦା ଅଧର୍ମଠାରୁ ଦୂର ରେ ରୁହ।

Interlinear

Choose Theme