Home Bibles ପ୍ରଥମ ବଂଶାବଳୀ 27:21 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 27:21 · ଓଡ଼ିଆ ବାଇବେଲ

ପୂର୍ବ ମନଃଶିର : ୟିଖରିଯଙ୍କ ପୁତ୍ର ୟିଦ୍ଦୋ।

Cross references

ପ୍ରଥମ ଶାମୁୟେଲ 14:50

ଶାଉଲଙ୍କ ସ୍ତ୍ରୀଙ୍କ ନାମ ଅହୀନୋଯମ୍, ସେ ଅହୀମାସର କନ୍ଯା।

ଦିତୀୟ ଶାମୁୟେଲ 3:27

ଯେତବେେଳେ ଅବ୍ନର ହିବ୍ରୋଣଠା ରେ ପହଁଞ୍ଚିଲେ। ଯୋୟାବ ତାଙ୍କ ସହିତ ନିରୋଳା ରେ କଥାବାର୍ତ୍ତା ପାଇଁ ତାଙ୍କୁ ନଗର ଦ୍ବାର ଭିତରକକ୍ସ୍ଟ ନଇଗେଲେ। ଏବଂ ଯୋୟାବ ଅବ୍ନରକକ୍ସ୍ଟ ସହେିଠା ରେ ତାଙ୍କ ପଟେ ରେ ଖଡ୍ଗ ଭୂଷି ମାରି ଦେଲେ। ଅବ୍ନର ଯୋୟାବର ଭାଇ ଅସା ହେଲକକ୍ସ୍ଟ ହତ୍ଯା କରିଥିଲେ। ତେଣୁ ଯୋୟାବ ଅବ୍ନରକକ୍ସ୍ଟ ହତ୍ଯା କଲେ।

ଦିତୀୟ ଶାମୁୟେଲ 3:37

ଏହିପରି ନରର ପକ୍ସ୍ଟତ୍ର ଅବ୍ନରକକ୍ସ୍ଟ ହତ୍ଯା କରିବା ଯେ ରାଜାଙ୍କ ଆଡକ୍ସ୍ଟ ହାଇେ ନାହିଁ, ଏକଥା ସଦେିନ ଇଶ୍ରାୟେଲର ସମସ୍ତ ଲୋକ ବକ୍ସ୍ଟଝିଲେ।

ପ୍ରଥମ ରାଜାବଳୀ 4:14

ମହନଯିମ ରେ ଇଦ୍ଦୋର ପୁତ୍ର ଅହୀନାଦବ୍।

Interlinear

Choose Theme