Home Bibles ଦିତୀୟ ଶାମୁୟେଲ 23:27 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 23:27 · ଓଡ଼ିଆ ବାଇବେଲ

ଅନାଥୋତୀଯ ଅବୀଯଷେର, ହୂଶାତୀଯ ମବକ୍ସ୍ଟନ୍ନଯ,

Cross references

ଯିହୋଶୂୟ 21:18

ଅନାେଥାତ୍ ଓ ତା'ର ତଳଭୂମି, ଅଲ୍ମୋନ୍ ଓ ତା'ର ତଳଭୂମି, ଏହିପରି ଗ୍ଭରିଟି ନଗର ଦେଲେ।

ପ୍ରଥମ ବଂଶାବଳୀ 11:19

ଦାଉଦ କହିଲେ, ହେ ପରମେଶ୍ବର, ମୁଁ ଏହି ଜଳକୁ ପାନ କରି ନ ପା ରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମାେ' ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ବାରା ସମାନଙ୍କେ ରକ୍ତ ପାନ କରିବା ସଦୃଶ ହବେ। ସେଥି ନିମନ୍ତେ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନକେ ଦୁଃସାହସିକ କାର୍ୟ୍ଯମାନ କରିଥିଲେ।

ପ୍ରଥମ ବଂଶାବଳୀ 11:28

ତକୋୟିୟ, ଇକ୍କୋଶର ପୁତ୍ର ଇରା, ଅନାେଥାତୀଯ ଅବୀୟେଷର ;

ପ୍ରଥମ ବଂଶାବଳୀ 27:12

ଅବୀଯଷେର ନମମ ସନୋଧ୍ଯକ୍ଷ ଥିଲେ। ଅବୀଯଷେର ନବମ ମାସର ସନୋଧ୍ଯକ୍ଷ ଥିଲେ। ଅବୀଯଷେର୍ ଅନାଥୋଥ୍ ସହରରୁ ଆସିଥିଲେ। ଅବୀଯଷେର ବିନ୍ଯାମୀନ ଗୋଷ୍ଠୀରୁ ଆସିଥିଲେ ଅବୀଯଷେରଙ୍କ ଦଳ ରେ 24,000 ଲୋକ ଥିଲେ।

Interlinear

Choose Theme