Home Bibles ☰ Books ଦିତୀୟ ଶାମୁୟେଲ 23:26 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 23:26 · ଓଡ଼ିଆ ବାଇବେଲ

ପଲ୍ଟୀଯ ହେଲସ୍, ତକୋଯୀଯ ଇକ୍କୋଶର ପକ୍ସ୍ଟତ୍ର ଈରା,

Cross references

ଯିହୋଶୂୟ 15:27

ହତ୍ସର-ଗଦ୍ଦା, ହିଷ୍ମୋନ୍, ବୈଥ୍ପଲଟେ,

ଦିତୀୟ ଶାମୁୟେଲ 14:2

ଏଣୁ ଯୋୟାବ ତକୋଯକକ୍ସ୍ଟ ଲୋକ ପଠାଇ ସଠାେରକ୍ସ୍ଟ ଏକ ଜ୍ଞାନବତୀ ସ୍ତ୍ରୀ ଲୋକ ଆଣିବାକକ୍ସ୍ଟ କହିଲା। ଯୋୟାବ ସହେି ବକ୍ସ୍ଟଦ୍ଧିମତୀ ସ୍ତ୍ରୀ ଲୋକଟିକକ୍ସ୍ଟ କହିଲେ, ଦୟାକରି ବହକ୍ସ୍ଟତ ଦକ୍ସ୍ଟଃଖିତ ଥିବାର ଛଳନା କର। ଶାେକ ବସ୍ତ୍ର ପରିଧାନ କର। ତୁମ୍ଭର କେଶ ରେ ଓ ମକ୍ସ୍ଟଖ ରେ ତଲେିଆ ପ୍ରସାଧାନ ଲଗାଅନାହିଁ। ମାତ୍ର ମୃତ ଲୋକ ପାଇଁ ବହକ୍ସ୍ଟକାଳରକ୍ସ୍ଟ ଶାେକକାରିଣୀ ସ୍ତ୍ରୀ ପରି ବ୍ଯବହାର କର।

ପ୍ରଥମ ବଂଶାବଳୀ 11:27

ହରୋରୀଯ ଶମ୍ନୋତ୍, ପଲୋନୀୟ ହେଲସ୍,

ପ୍ରଥମ ବଂଶାବଳୀ 27:9

ଇରା ଷଷ୍ଠ ମାସ ରେ ସନୋଧ୍ଯକ୍ଷ ଥିଲେ। ଇରା ଇକ୍କେଶଙ୍କ ପୁତ୍ର ଥିଲେ। ଇକ୍କେଶ ତକ୍କୋଯୀଯ ସହର ନିବାସୀ ଥିଲେ। ଇରାଙ୍କ ଦଳ ରେ 24,000 ଲୋକ ଥିଲେ।

ପ୍ରଥମ ବଂଶାବଳୀ 27:10

ହେଲସ୍ ସପ୍ତମ ସନୋଧ୍ଯକ୍ଷ ଥିଲେ। ହେଲସ୍ ସପ୍ତମ ମାସର ସନୋଧ୍ଯକ୍ଷ ଥିଲେ। ସେ ଜଣେ ଅଜ୍ଞାତ ଜାଗାର ଇଫ୍ରଯିମୀଯ ଲୋକ। ହେଲସ୍ଙ୍କ ଦଳ ରେ 24,000 ଲୋକ ଥିଲେ।

Interlinear

Choose Theme