Home Bibles ☰ Books ପ୍ରଥମ ବଂଶାବଳୀ 11:19 · ଓଡ଼ିଆ ବାଇବେଲ
ପ୍ରଥମ ବଂଶାବଳୀ 11:19 · ଓଡ଼ିଆ ବାଇବେଲ

ଦାଉଦ କହିଲେ, ହେ ପରମେଶ୍ବର, ମୁଁ ଏହି ଜଳକୁ ପାନ କରି ନ ପା ରେ। କାରଣ ଯେଉଁ ଲୋକମାନେ ନିଜ ଜୀବନକୁ ବିପନ୍ନ କରି ଏହି ଜଳ ମାେ' ନିମନ୍ତେ ଆଣି ଅଛନ୍ତି, ମୁଁ ତାହା ପାନ କରିବା ଦ୍ବାରା ସମାନଙ୍କେ ରକ୍ତ ପାନ କରିବା ସଦୃଶ ହବେ। ସେଥି ନିମନ୍ତେ ଦାଉଦ ସହେି ଜଳପାନ କରିବାକୁ ମନା କଲେ। ଏହିପରି ଏହି ତିନି ବୀର ଅନକେ ଦୁଃସାହସିକ କାର୍ୟ୍ଯମାନ କରିଥିଲେ।

Cross references

ଲେବୀୟ ପୁସ୍ତକ 17:10

ଆଉ କୌଣସି ଇଶ୍ରାୟେଲୀୟ କିମ୍ବା ସମାନଙ୍କେ ମଧିଅରେ ପ୍ରବାସୀ କୌଣସି ବିଦେଶୀ ଲୋକ, ଯଦି କୌଣସି ପ୍ରକାର ରକ୍ତ ଭୋଜନ କରେ, ତବେେ ଆମ୍ଭେ ସହେି ରକ୍ତ ଭୋଜି ପ୍ରାଣୀର ବିରୁଦ୍ଧ ରେ ଆପଣା ମୁଖ ରଖିବା ଓ ତାହାର ଲୋକମାନଙ୍କଠାରୁ ତାକୁ ପୃଥକ୍ ରଖିବା।

ବିଚାରକର୍ତାମାନଙ୍କ ବିବରଣ 5:18

ସବୂଲୂନ ମରଣ ପର୍ୟ୍ଯନ୍ତେ ପ୍ରଣାମକାରୀ ଲୋକ ହେଲା। ଉଚ୍ଚସ୍ଥାନ ନଲ୍ଗାଲି କ୍ଷେତ୍ର ରେ ପ୍ରାଣପଣ କଲ।

ବିଚାରକର୍ତାମାନଙ୍କ ବିବରଣ 9:17

ତା'ପରେ ସହେି ବିଷଯ ରେ ଚିନ୍ତାକର, ମାରେ ପିତା ତୁମ୍ଭମାନଙ୍କ ପାଇଁ ଯାହା କରିଥିଲେ। ମାରେ ପିତା ତୁମ୍ଭମାନଙ୍କ ପାଇଁ ୟକ୍ସ୍ଟଦ୍ଧ କରିଥିଲେ। ସେ ତା ଜୀବନକକ୍ସ୍ଟ ବାଜି ଲଗାଇ ମିଦିଯନର ହସ୍ତରକ୍ସ୍ଟ ତୁମ୍ଭମାନଙ୍କୁ ରକ୍ଷା କରିଥିଲେ।

ପ୍ରଥମ ଶାମୁୟେଲ 19:5

ସେ ଆପଣା ପ୍ରାଣକକ୍ସ୍ଟ ବିପଦ ରେ ପକାଇ ପଲେଷ୍ଟୀୟକକ୍ସ୍ଟ ହତ୍ଯା କଲା। ସେଥି ରେ ସଦାପ୍ରଭୁ ସମକ୍ସ୍ଟଦାଯ ଇଶ୍ରାୟେଲ ନିମନ୍ତେ ମହା ବିଜଯ ସାଧନ କଲେ। ଆପଣ ତାହା ଦେଖି ଆନନ୍ଦ କରିଥିଲେ। ଏବେ ଆପଣ ବିନା କାରଣ ରେ ଦାଉଦକକ୍ସ୍ଟ ହତ୍ଯା କରିବେ କାହିଁକି? ସେ ନିର୍ଦ୍ ଦୋଷ, ତାକକ୍ସ୍ଟ ହତ୍ଯା କରିବାର କିଛି କାରଣ ନାହିଁ।

ଦିତୀୟ ଶାମୁୟେଲ 23:17

ଦାଉଦ କହିଲେ, ହେ ସଦାପ୍ରଭୁ, ମୁ ନିଶ୍ଚଯ ଏହି ପାଣି ପିଇବି ନାହିଁ। ଏହା ସହେି ମଣିଷର ରକ୍ତ ପିଇବା ପରି ହବେ, ଯେଉଁମାନେ ମାେ ପାଇଁ ସମାନଙ୍କେ ପାଇଁ ଉତ୍ସର୍ଗ କରି ଦେଲେ। ଏଥିପାଇଁ ଦାଉଦ ପାଣି ପିଇବା ପାଇଁ ମନା କରିଥିଲେ। ଏହିପରି କର୍ମ ସହେି ତିନି ବୀର କରିଥିଲେ।

ପ୍ରଥମ ରାଜାବଳୀ 21:3

ନାବୋତ ଆହାବ୍ଙ୍କୁ କହିଲେ, ମୁଁ କବେେ ହେଲେ ମାରେ ପୈତୃକ ଭୂମିକୁ ତୁମ୍ଭକୁ ଦବେି ନାହିଁ, ଏହା ପରମେଶ୍ବର ମନା ନକରନ୍ତୁ।

ଆୟୁବ ପୁସ୍ତକ 31:31

ଅଚିହ୍ନା ଲୋକଙ୍କୁ ମୁଁ ଯେ ସବୁବେଳେ ଆହାର ଦଇେ ଆସିଛି ତାହା ମାେ ଗୃହର ସମସ୍ତ ଲୋକ ଜାଣନ୍ତି।

ଗୀତସଂହିତା 72:14

ଆମ୍ଭ ରାଜା ସମାନଙ୍କେୁ ଦୁଷ୍ଟ ଲୋକମାନଙ୍କଠାରୁ ରକ୍ଷା କରିବେ ଯେଉଁମାନେ କି ସମାନଙ୍କେୁ ଦୁଃଖ ଦବୋ ପାଇଁ ଚାହୁଁଛନ୍ତି। ରାଜାଙ୍କ ପାଇଁ ସଇେ ଦରିଦ୍ର ଲୋକମାନଙ୍କର ଜୀବନ ବହୁତ ମହତ୍ବପୂର୍ଣ୍ଣ ଅଟେ।

ମାର୍କଲିଖିତ ସୁସମାଚାର 14:24

ତା'ପରେ ଯୀଶୁ କହିଲେ, ଏହା ମାରେ ରକ୍ତ। ମାରେରକ୍ତ ଏକ ନୂଆ ନିୟମ ଆରମ୍ଭ କରେ। ଏହି ନିୟମଟି ପରମେଶ୍ବରଙ୍କ ଠାରୁ ତାହାଙ୍କ ଲୋକଙ୍କ ପାଇଁ ଉଦ୍ଦିଷ୍ଟ। ଏହି ରକ୍ତ ଅନକେ ଲୋକଙ୍କ ପାଇଁ ଦିଆଯାଇଛି।

ଯୋହନଲିଖିତ ସୁସମାଚାର 6:55

ମାରେ ମାଂସ ପ୍ରକୃତ ଆହାର। ମାରେ ରକ୍ତ ପ୍ରକୃତ ପାନୀୟ।

ରୋମୀୟଙ୍କ ପ୍ରତି ପତ୍ର 6:1

ତା' ହେଲେ ତୁମ୍ଭମାନେେ ଭାବୁଛ ଯେ ଆମ୍ଭେ ସର୍ବଦା ପାପ କରି ଚ଼ାଲି ଥିବା ଯାହା ପାଇଁ ପରମେଶ୍ବର ଆମ୍ଭକୁ ଆହୁରି ଅଧିକ ଅନୁଗ୍ରହ ପ୍ରଦାନ କରିବେ?

ରୋମୀୟଙ୍କ ପ୍ରତି ପତ୍ର 16:4

ସମାନେେ ମାରେ ଜୀବନ ରକ୍ଷା ଲାଗି ନିଜ ଜୀବନକୁ ବିପଦ ରେ ପକାଇ ଥିଲେ। ମୁଁ ସମାନଙ୍କେ ପ୍ରତି କୃତଜ୍ଞ। କବଳେ ମୁଁ ନୁହେଁ ସମସ୍ତ ଅଣଯିହୂଦୀୟ ମଣ୍ତଳୀର ଲୋକମାନେ ମଧ୍ଯ ସମାନଙ୍କେ ପ୍ରତି କୃତଜ୍ଞ।

Interlinear

Choose Theme