Home Bibles ଦିତୀୟ ଶାମୁୟେଲ 23:28 · ଓଡ଼ିଆ ବାଇବେଲ
ଦିତୀୟ ଶାମୁୟେଲ 23:28 · ଓଡ଼ିଆ ବାଇବେଲ

ନଟୋଫାତୀଯରକ୍ସ୍ଟ ସଲ୍ମୋନ୍, ଅହୋହୀଯ ମହରଯ,

Cross references

ଦିତୀୟ ରାଜାବଳୀ 25:23

ଏହାପରେ ବାବିଲର ରାଜା ଗଦଲିଯକୁ ଶାସନକର୍ତ୍ତା କରିଅଛ ବୋଲି ଶୁଣି ସନୋପତିଗଣ ଓ ସମାନଙ୍କେ ଲୋକମାନେ ଯଥା: ନଥନିଯର ପୁତ୍ର ଇଶ୍ମାଯଲେ, କା ରହରେ ପୁତ୍ର ୟୋହାନନ୍, ନାଟୋଫାତୀଯଠାରୁ ତନହୂମତର ପୁତ୍ର ସରାଯ, ମାଖାତୀଯର ପୁତ୍ର ୟାସନିଯ ଓ ସମାନଙ୍କେର ଲୋକମାନେ ମିସ୍ପାର ଗଦଲିଯ ନିକଟକୁ ଆସିଲେ।

ପ୍ରଥମ ବଂଶାବଳୀ 8:4

ଅଦ୍ଦର, ଗରୋ, ଅବୀହୂଦ, ଅବୀଶୂଯ,

ପ୍ରଥମ ବଂଶାବଳୀ 11:30

ନଟୋଫାତୀଯ ମହରଯ, ନଟୋଫାତୀଯ, ବାନାଙ୍କର ପୁତ୍ର ହେଲଦ୍ ;

ପ୍ରଥମ ବଂଶାବଳୀ 27:13

ମହରଯ ଦଶମ ସନୋଧ୍ଯକ୍ଷ ଥିଲେ। ମହରଯ ଦଶମ ମାସର ସନୋଧ୍ଯକ୍ଷ ଥିଲେ। ମହରଯ ନଟୋଫାରୁ ଆସିଥିଲେ। ସେ ସରହଙ୍କେ ପରିବାରରୁ ଆସିଥିଲେ। ମହରଯଙ୍କ ଦଳ ରେ 24,000 ଲୋକ ଥିଲେ।

ଏଜ୍ରା 2:22

ନଟୋଫାର ସହରରୁ 56 ଜଣ।

ନିହିମିୟା 7:26

ବୈଥଲହମେ ଓ ନଟୋଫା ସହରରୁ 188 ଜଣ।

Interlinear

Choose Theme